Odisha News Portal

ପାଣ୍ଡବ ମାନେ ଗୋଟିଏ ରାତିରେ ନିର୍ମାଣ କରିଥିଲେ ଏହି ଶିବ ମନ୍ଦିର ! ମନରେ ଭକ୍ତିଥିଲେ ଲେଖନ୍ତୁ ଓଁ ନମଃ ଶିବାୟ ,24 ଘଣ୍ଟାରେ ସବୁ ମନସ୍କାମନା ପୂର୍ଣ୍ଣ ହେବ….

0 0

ଆମେ ସମସ୍ତେ ଆଧ୍ୟାତ୍ମିକ ବିଷୟରେ ବହୁତ୍ କିଛି ଜାଣିଚୁ ।ଆଜି ଆମେ ଗୋଟିଏ ବହୁତ୍ ଭଲ କୋଠା ଟି ବିଷୟରେ ଆଲୋଚନା କରିବୁ।ଆମେ ସମସ୍ତେ ଜାଣିଚୁ ଆମ ଦେଶ ଭାରତ ସଂସ୍କୃତି ଆଉ ଆଧ୍ୟାତ୍ମିକ ରେ ଭରପୂର ଦେଶ ।ଆମ ଦେଶ ର କହିବା ପାଇଁ ଗୋଲ ଅଧା ରୁ ଅଧିକ ଲୋକ ଏମିତି ସବୁ ଧାର୍ମିକ କାର୍ଯ୍ୟ ରେ ଲିପ୍ତ ଥାଆନ୍ତି ।ଆମେ ଶାସ୍ତ୍ର ଆଦି ରେ ବହୁତ୍ କିଛି ଦେବ ପୀଠ ବିଷୟରେ ମଧ୍ୟ ଜାଣିଚୁ ।ଶାସ୍ତ୍ର ରେ ଏମିତି କିଛି ସ୍ଥାନ ମାନଙ୍କ ବିଷୟରେ ବର୍ଣ୍ଣିତ ରହିଛି ଯାହା ଖୁବ୍ ରହସ୍ୟ ମୟ ଅଟେ ।

ଆମେ ଜାଣିଚୁ ଭାରତ ରେ ବହୁତ୍ ମନ୍ଦିର ମାନ ରହିଛି । ଯେଉଁ ମନ୍ଦିର ରେ ଭଗବାନ ଙ୍କୁ ପୂଜା କରାଯାଏ ।ଏମିତି ଅନେକ ମନ୍ଦିର ରହିଛି ଯେଉଁ ମନ୍ଦିର ଖୁବ୍ ରହସ୍ୟମୟ ଅଟେ ଓ ଏହି ମନ୍ଦିର ବିଷୟ ରେ ଅନେକ ତଥ୍ୟ ପୁରାଣ ମାନଙ୍କ ରେ ବର୍ଣ୍ଣିତ ରହିଛି। ସେହି ମନ୍ଦିର ମାନଙ୍କ ଭିତରୁ ଭଗବାନ ଶିବ ଙ୍କୁ ପୂଜା କରାଯାଉ ଥିବା ଅମରନାଥ ମନ୍ଦିର ଅନ୍ୟତମ ଅଟେ । ମହାରାଷ୍ଟ୍ର ସହର ରେ ଏହି ମନ୍ଦିର ଅବସ୍ଥିତ ଅଟେ । ତେବେ ଏହି ମନ୍ଦିର ରେ ଏମିତି କିଛି ରହସ୍ୟ ଦେଖିବା ପାଇଁ ମିଳିଥାଏ ଯାହା ସବୁ ମନ୍ଦିର ଠାରୁ ଭିନ୍ନ ଅଟେ । ତେବେ କଣ ରହିଛି ସେସବୁ ଆସନ୍ତୁ ଜାଣିବା ।

ହଁ ଏଇଟା ତ ସତ ଏ ଦୁନିଆ ରେ ବହୁତ୍ କିଛି ରହସ୍ୟ ମୟ ସ୍ଥାନ ଅଛି ଯାହା କୁ ଜାଣିବା ପାଇଁ ନିଜ ମନ ରେ ସବୁ ବେଳେ ଇଛା ପ୍ରକାଶ ହୁଏ।ଭାରତ ରେ ତେବେ ଏ ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ଆମେ ସବୁବେଳେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ଭାରତରେ ହଜାର ହଜାର ମନ୍ଦିର ରହିଛି ଏବଂ ପ୍ରତ୍ୟେକ ମନ୍ଦିରର ନିଜସ୍ୱ ଓ ସ୍ୱତନ୍ତ୍ର ମାନ୍ୟତା ପାଇଁ ପ୍ରସିଦ୍ଧ ଅଟେ ।

ଭାରତରେ କିଛି ଏମିତି ବି ରହସ୍ୟମୟ ଓ ବିଚିତ୍ର ମନ୍ଦିର ରହିଛି ଏବଂ ଏହି ରହସ୍ୟମୟ ମନ୍ଦିର ମଧ୍ୟରେ ଦେବା ଦୀ ଦେବ ଭଗବାନ ଏହି ମନ୍ଦିର ଟି ଅନ୍ୟତମ ଅଟେ ।କୁହାଯାଏ ପାଣ୍ଡବ ମାନେ ଅଜ୍ଞାତ ବାସ ରେ ଥିବା ସମୟ ରେ ଅମରନାଥ ରେ କିଛି ଦିନ ରହିଥିଲେ ଓ ସେତେବେଳେ ସେମାନେ ଏକ ବଡ଼ ପଥର ସାହାର୍ଯ୍ୟ ରେ ଗୋଟିଏ ରାତି ହିଁ ଏହି ମନ୍ଦିର କୁ ନିର୍ମାଣ କରିଥିଲେ । ତେବେ ସେହି ସମୟରେ କୌରବ ମାନଙ୍କ ନିୟମିତ ଭାବେ ଆକ୍ରମଣ ଯୋଗୁଁ ସେମାନେ ଏହି ସ୍ଥାନ ଛାଡି ଚାଲିଯାଇ ଥିଲେ । ଆଉ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଅଧା ରହିଥିଲା ।

ମନ୍ଦିର ରେ ଥିବା ଶିଳାନ୍ୟାସ ରୁ ସୂଚନା ମିଳେ ଯେ ୧୦୬୦ ମସିହାରେ ପୂର୍ଣ୍ଣ ନିର୍ମାଣ କରିଥିଲେ। ତେବେ ଏହି ମନ୍ଦିର ର ଏସୈର୍ଯ୍ୟ ଏହାକୁ ସବୁ ମନ୍ଦିର ଠାରୁ ଭିନ୍ନ କରିଥାଏ ।ଏହି ମନ୍ଦିର କୁ ଯିବା ପାଇଁ ତିନୋଟି ଦ୍ଵାର ରହିଛି । ମନ୍ଦିର ସାମ୍ନା ରେ ଦୁଇଟି ନନ୍ଦୀ ଙ୍କ ର ମୂର୍ତ୍ତି ମଧ୍ୟ ରହିଛି । ଏହା ପରେ ୯ ଟି ପାହାଚ ଦେଇ ଅତିକ୍ରମ କରିବା ପରେ ଗର୍ଭ ରେ ତିନୋଟି ଲିଙ୍ଗ ର ଦର୍ଶନ ମିଳିଥାଏ।ସେହି ଠାରେ ପ୍ରଭୁ ଙ୍କ ର ଶିବ ରାତ୍ରି ପୂଜା ବହୁତ୍ ଭଲ ଭାବରେ ୨-୪ଦିନ ଧରି ପାଳନ କରାଯାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।