Odisha News Portal

ପୁଣି ଗୋଟିଏ ଲଜ୍ୟାଜନକ ଘଟଣା ! ସେ-କ୍ସ ରାକେଟ ରେ ଧରାପଡ଼ିଲେ ବଲିଉଡର ଏହି ୩ଜଣ ଅଭିନେତ୍ରୀ !

ବଲିଉଡରେ ପ୍ରତ୍ୟେକ ଦିନ ଏପରି ଘଟଣା ସବୁ ସାମ୍ନକୁ ଆସିଥାଏ , ଯାହାକୁ ଆମର ପ୍ରଂଶସକ ମାନେ ଶୁଣି ସହଜରେ ବିଶ୍ବାସ କରି ପାରନ୍ତି ନାହିଁ । ଏହା ସହିତ ସେମାନ ଏ ବିଷୟରେ ଶୁଣି ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ପରି ଗୋଟିଏ ଘଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଶୁଣିବା ପରେ ଆପଣଙ୍କର ହୋସ୍ ଉଡିଯିବ । ତେବେ ଘଟଣାଟି ନିଶ୍ଚିତ ଭାବରେ ସେହିପରି କିଛି ଖାସ୍ । ଚାଲନ୍ତୁ ଜାଣି ନେବା ସେହି ଖାସ୍ ଘଟଣାଟି ବିଷୟରେ । ଆପଣ ମାନେ ସମସ୍ତେ ଜାଣିଥିବେ ବର୍ତ୍ତମାନ ସମୟରେ ଏହି ମହାମାରୀ କରୋନା ହେତୁ ସମସ୍ତଙ୍କର ଆର୍ଥିକ ସ୍ଥିତି କିଛି ଠିକ୍ ନାହିଁ ।

ଦେଶର ମଧ୍ୟ ଆର୍ଥିକ ସଂକଟ ଦେଖା ଦେଲାଣି ।ଏହି ସମୟରେ ଅଭିନୟ ଦୁନିଆରେ କାମ କରୁଥିବା କଳାକାର ମାନଙ୍କର ମଧ୍ୟ ଆର୍ଥିକ ମାନଦଣ୍ଡ ଧିରେ ଧିରେ ଭୂଷୁଡିବାକୁ ଲାଗିଲାଣି । ତେବେ କରୋନାର ଏପରି ସ୍ଥିତି ସମୟରେ ଅଭିନେତ୍ରୀ ମାନଙ୍କର ଅବସ୍ଥା ଏପରି ହୋଇଗଲାଣି ଯେ ସେମାନେ ବେଶ୍ୟାବୃତି କରିବାକୁ ମଧ୍ୟ ପଛାଉ ନାହାଁନ୍ତି । ଗୋଟିଏ ଘଣ୍ଟା ପାଇଁ ଏମାନଙ୍କର ରେଟ୍ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ମାୟାନାଗରୀ ନାମରେ ଜଣାଶୁଣା ମୁମ୍ବାଇ ଅନେକ ଲୋକଙ୍କ ସ୍ୱପ୍ନକୁ ପୂରଣ କରିଛି । କିନ୍ତୁ ନିକଟରେ ଏହି ସହରରେ ଏକ ସେକ୍ସ ରାକେଟର କଳା କାର୍ଯ୍ୟ ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ ମୁମ୍ବାଇର ଉପକଣ୍ଠ ଗୋରେଗାଓଁର ଏକ ପାଞ୍ଚ ତାରକା ହୋଟେଲରେ ଚାଲିଥିବା ଏକ ସେକ୍ସ ରାକେଟକୁ ପୋଲିସ ଠାବ କରିଛି ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଟିମ୍ ଏକ ପାଞ୍ଚତାରକା ହୋଟେଲ ଉପରେ ଚଢାଉ କରିଥିଲା । କହିରଖୁଛୁ କି ଘଟଣାର ଅନୁସନ୍ଧାନ କରିବାକୁ ପୋଲିସ ଟିମର ସଦସ୍ୟମାନେ ଗ୍ରାହକ ଭାବରେ ହୋଟେଲକୁ ଯାଇ ଘଟଣାର ଅନୁସନ୍ଧାନ କରିଥିଲେ ଏବଂ ଯୌନ ସମ୍ପର୍କର ଡିଲରମାନଙ୍କୁ ଭେଟିଥିଲେ । ଏହାପରେ ପୋଲିସ ଚଢାଉ କରି ସେଠାରୁ 3 ଜଣ ମହିଳାଙ୍କୁ ଉଦ୍ଧାର କରିଥିଲା । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ପୋଲିସ ଗିରଫ କରିଥିବା 3ଜଣ ମହିଳାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡ ଅଭିନେତ୍ରୀ ।


ନିଷେଧାଦେଶ ଅଧିନିୟମର ଭାରତୀୟ ଦଣ୍ଡବିଧି ବିଭାଗ ଅନୁଯାୟୀ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାୟର କରିଛି । ସମ୍ପୂର୍ଣ୍ଣ ଅନୁସନ୍ଧାନ କରିବା ମାତ୍ରେ ଏହି ବଲିଉଡ ଅଭିନେତ୍ରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସେପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ନାମରେ ପରଦା ହଟାଯିବ ନାହିଁ ।

ତଥ୍ୟ ଅନୁଯାୟୀ, ବଲିଉଡର ଅନ୍ତର୍ଜାତୀୟ ନୃତ୍ୟଶିଳ୍ପୀ ଏବଂ ଦୁଇ ଦୈନିକ ଧାରାବାହିକ କଳାକାର ହୋଟେଲରେ ଶରୀର ବାଣିଜ୍ୟ ପାଇଁ 10 ଲକ୍ଷ ଟଙ୍କା ପାଇଁ ଏହି ଡିଲ୍ ସ୍ଥିର କରିଥିବା ଅଭିଯୋଗ ହୋଇଛି । ହେଲେ ଠିକ୍ ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି ଭୁଲ୍ ଘଟାଇବା ବନ୍ଦ କରି ଦେଇଥିଲା । ଫିଲ୍ମ ଅଭାବ ହେତୁ ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ଅଭିନେତ୍ରୀମାନେ ଏହି ପଦକ୍ଷେପ ନେଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।