Odisha News Portal

ହେ ଭୋଳାନାଥ ! ମନ୍ଦିର ଖୋଲିବା ପରେ ଶୁଭ ସଂଙ୍କେତ ,ପଞ୍ଚଲିଙ୍ଗେଶ୍ବରରୁ ଉଦ୍ଧାର ହେଲା ଏହି ବିରଳ ପକ୍ଷୀ ! ମନରେ ଭକ୍ତିଥିଲେ ଲେଖନ୍ତୁ ଓଁ ନମଃ ଶିବାୟ…….

0 289

ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ହେଉଛି ଭାରତ । ଆମ ଦେଶର ପ୍ରତ୍ୟେକ ନାଗରୀକ ମାନେ ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ପ୍ରତେକ ଲୋକ ଭଗବାନ ଙ୍କୁ ପୂଜା କରନ୍ତି , ଭକ୍ତି କରନ୍ତି। କିନ୍ତୁ ବେଳେ ବେକେ ପୂର୍ଣ୍ଣ୍ୟଭୂମି ,ଦେବଭୂମି ଭାରତବର୍ଷରେ ଏପରି କିଛି ଘଟଣା ଦେଖିବାକୁ ମିଳେ ଯାହା ବହୁତ ଆଶ୍ଚର୍ଯ୍ୟଜନକ ହୋଇ ଥାଏ,ଆଉ ଏହି ଘଟଣା ଆମେ ଭଗବାନ ଙ୍କ ଲୀଳା ଭାବି ଥାଉ। ଆଉ ସମୟେ ସମୟରେ ଏହା ବହୁତ ରହସ୍ୟ୍ ମୟ ହୋଇ ଥାଏ, ଯାହାର କାରଣ ଆମେ ଜାଣି ପରିନଥାଉ ।

ତେବେ ଦେବଭୂମିରେ ଅନେକ ସ୍ୱତନ୍ତ୍ରତା ଓ ଭିନ୍ନତା ମଧ୍ୟରେ ବିଭିନ୍ନତା ପରିଲଖିତ୍ ହୁଏ । ଆମ ଦେଶ ଏଭଳି ଅଜବ ଘଟଣାରେ ଭରି ରହିଛି, ଆଉ ଭଗବାନଙ୍କ ଉପରେ ଲୋକଙ୍କର ମଧ୍ୟ ବହୁତ ବିଶ୍ବାସ ତଥା ଭରସା ରହିଛି । ଆଉ ଏହି ଦେବଭୂମି ଭାରତ ବର୍ଷରେ ରହିଛି ଅନେକ ମନ୍ଦିର ଆଉ ମସଜିଦ୍ ।

ଆମ ଦେଶରେ ସବୁ ପ୍ରକାର ଧର୍ମାବଲମ୍ବୀ ବାସ କରନ୍ତି । ସେଥିମଧ୍ୟରୁ ହିନ୍ଦୁ ଧର୍ମାବଲମ୍ବୀ ଅଧିକ ବସବାସ କରନ୍ତି। ତେଣୁ ହିନ୍ଦୁ ମାନଙ୍କ ମନ୍ଦିର ଭାରତରେ ଚାରିଆଡେ ଦେଖିବାକୁ ମିଳେ। ହିନ୍ଦୁ ଧର୍ମରେ ଭଗବାନ 33 କୋଟି ଦେବା ଦେବୀ ବୋଲି ବିଶ୍ୱାସ କରାଯାଏ। ଏହି ଦେବାଦେବୀ ମାନେ ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ନାମରେ ଏବଂ ରୂପରେ ଦେଖିବାକୁ ମିଳିଥାଏ ।

ଏମିତି କିଛି ମନ୍ଦିର ରହିଛି ଯାହା ପୁରାତନ କାଳରୁ ପୂଜା କରାଯାଉଛି ଏବଂ ତାଙ୍କ ବାହାନମାନେ ମଧ୍ୟ ପୂଜା ପାଆନ୍ତି । ତେବେ ଏହି ମନ୍ଦିର ପଛରେ ବହୁତ ରୋଚକପୂର୍ଣ୍ଣ କାହାଣୀ ଲୁଚି ରହିଥିବାର ଶୁଣିବାକୁ ମଧ୍ୟ ମିଳିଥାଏ ।


ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଓଡିଶା ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ବର ମନ୍ଦିର ବିଷୟରେ । ଏହି ମନ୍ଦିର ଟି ବାଲେଶ୍ବର ଜିଲ୍ଲା ନିଳଗିରି ରେ ଅବସ୍ଥିତ । ତେବେ ବାଲେଶ୍ବର ଜିଲ୍ଲା ନୀଳଗିରି ପ୍ରସିଦ୍ଧ ଶୈବ ପୀଠ ପଞ୍ଚଲିଙ୍ଗେଶ୍ବର ଅଞ୍ଚଳ ରୁ ଏକ ବିରଳ ବିରାଟ କାୟ ପେଚା ଉଦ୍ଧାର କରା ଯାଇଛି ।

ସୂଚନା ଯୋଗ୍ୟ ଏହି ପେଚା କୁ ବ୍ରାଉନ୍ ଉଡ୍ ଆଉଲ୍ କୁହା ଯାଇ ଥାଏ । ଆଉ ଏହା ସାଧାରଣତଃ ହିମାଳୟ ରେ ଦେଖା ଯାଇ ଥାନ୍ତି । ପେଚା ଟି ଅଶୋକାନାଳ ଅଞ୍ଚଳ ରୁ ଜଣେ ବ୍ୟକ୍ତି ଜାଲ ବିଛାଇ ଧରି ରଖି ଥିଲେ ।

ଆଉ ଏହାକୁ ବାହାର କୁ ଚାଲାଣ କରିବା ଶୁଣି ପଞ୍ଚଲିଙ୍ଗେଶ୍ବର ଅଞ୍ଚଳ ର ପକ୍ଷୀ ବିଶେଷଜ୍ଞ ତଥା ଟୁରିଷ୍ଟ ଗାଇଡ୍ ମନୋରଞ୍ଜନ ଦାଶ 500 ଟଙ୍କା ଦେଇ ନେଇ ଆସି ଥିଲେ । ତେବେ ପେଚା ଟି କୁ କିଛି ଦିନ ଘରେ ରଖି ଚିକିତ୍ସା କରିବା ପରେ ଆଜି ସେ ସୁସ୍ଥ ହେବା ପରେ ତାକୁ ଆଣି ପଞ୍ଚଲିଙ୍ଗେଶ୍ବର ପାହାଡ ରେ ଛାଡି ଦେଇଛନ୍ତି ।