Odisha News Portal

ପାଇଲଟ ✈️ମାନଙ୍କ ଦରମା କେତେ ଜାଣି ଆଶ୍ଚର୍ଯ୍ୟ ହେବେ ?ଜାଣନ୍ତୁ ମାସିକ କେତେ ଦରମା ପାଆନ୍ତି ପାଇଲଟ….

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯାହାକୁ ଆପମ ମାନେ ହୁଏତ ଜାଣିନତିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁମାନେ ଏୟାରପ୍ଲେନ ଚଲାନ୍ତି ଅର୍ଥାତ ପାଇଲଟ ମାନଙ୍କ ଦରମା କେତେ ଅଟେ । ଏହା ସହିତ ଟ୍ରେନ ଡ୍ରାଇଭର , ବୁଲେଟ ଟ୍ରେନ ଡ୍ରାଇଭର ଏମାନଙ୍କ ଅପେକ୍ଷା ଦଶ ପନ୍ଦର ଗୁଣା ଦରମା ମିଳିଥାଏ ଏକ ପାଇଲଟକୁ । ଏହା ମଧ୍ୟ ଜାଣି ଆପଣ ମାନେ ଆଶ୍ଚର୍ଯ୍ୟ ହେବେ କି ଏକ ଏୟାରପ୍ଲେନ ଡ୍ରାଇଭର ମାନଙ୍କ କାମ ସେମାନେ କେବଳ ବସିଥାନ୍ତି ଏବଂ ଏରୋପ୍ଲେନ ମଧ୍ୟ ଅଟୋମେଟିକ ଡ୍ରାଇଭିଂ ମୋଡରେ ଚାଲିଥାଏ ।

ତେବେ ସେମାନଙ୍କର କାମ ଏତିକି ହୋଇଥାଏ କି ଏମଜେନ୍ସି ସମୟରେ , ଲ୍ୟାଣ୍ଡିଂ ସମୟରେ ଉଠିବା ସମୟରେ ସେମାନେ ତାର ଦାୟିତ୍ୱ ବହନ କରନ୍ତି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।ତେବେ ଆପଣ ମାନେ ଜାଣନ୍ତି କି ଏକ ପାଇଲଟ ହେବା ସାଧାରଣ କଥା ନୁହେଁ ।

ଏହା ସହିତ ଆପଣ ମାନେ ଜାଣିକରି ଆଶ୍ଚର୍ଯ୍ୟ ହେବେ କି ଆପଣ ମାନେ ଯଦି ପାଇଲଟ ହେବା ପାଇଁ ଚାହୁଁଛନ୍ତି ତେବେ ଟ୍ରେନିଂ ସ ପଢାପଢି ଏବଂ ସମସ୍ତ ଲାଇସେନ୍ସ ମିଶିକରି ଆପଣ ମାନଙ୍କୁ ପାଖାପାଖି 50 ରୁ 60 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ତେବେ ପାଇଲଟ ମାନଙ୍କର ଦରମା ଅଲଗା ଅଲଗା ରହିଥାଏ କାରଣ ଏହା ସରକାରୀ ଚାକିରୀ ନୁହେଁ ।

ଯଦି ଆପଣ ମାନେ ବଡ ଏରୋପ୍ଲେନର ପାଇଲଟ ଅଛନ୍ତି ତେବେ ଆପଣ ମାନଙ୍କୁ ବେଶି ଦରମା ମିଳିବ । ଏହା ସହ ଛୋଟ ଏରୋପ୍ଲେନର ପାଇଲଟ ଥିଲେ ବହୁତ କମ ଦରମା ମିଳିବ । ଏହା ସହିତ ଆମ ସହରରୁ ଅନ୍ୟ ଏକ ସହର ଯାଉଥିବା ପାଇଲଟ ମାନଙ୍କୁ କମ ପଇସା ମିଳିଥାଏ । ଏହା ସହିତ ଇଣ୍ଟର ନେସନାଲ ପାଇଲଟ ମାନଙ୍କୁ ବେଶି ଟଙ୍କା ମିଳିଥାଏ ।

କୌଣସି ପାଇଲଟକୁ ତାହାର ଲାଇସେନ୍ସ ମିଳିବା ପରେ ତାହାକୁ ଚୋଟ ଚୋଟ ଏରୋପ୍ଲେନ ଚଲିବା ପାଇଁ ସୁଯୋଗ ମିଳିଥାଏ । ସେହି ସମୟରେ ତାହାକୁ ଜୁନିଅର ଫାଷ୍ଟ ଅଫିସର ବୋଲି କୁହାଯାଏ । ସେହି ସମୟରେ ତାଙ୍କର ଦରମା 1 ଲକ୍ଷ 50 ହଜାରରୁ 1 ଲକ୍ଷ 80 ହଜାର ମଧ୍ୟରେ ରହିଥାଏ । ଏହା ପରେ ଏକ୍ସପେରିଏନ୍ସ ବଢିଥାଏ ତାଙ୍କର ଦରମା ବଢି ବଢି ମଧ୍ୟ ଯାଇଥାଏ ।

ସେମାନେ ଜୁନିଆର ଫାଷ୍ଟ ଅଫିସରରେ 1 ବର୍ଶ କାମ କରିବା ପରେ ସେମାନେ ଫାଷ୍ଟ ଅପିସର ହୋଇ ଯାଆନ୍ତି ଏହା ପରେ ତାଙ୍କର ଦରମା ମଧ୍ୟ 3 ଲକ୍ଷରୁ 3 ଲକ୍ଷ 50 ହଜାର ହୋଇଯାଏ । ତାହା ପରେ ଅଢେଇ ବର୍ଷ ପରେ ତାହାକୁ ସିନିଅର ଫାଷ୍ଟ ଅପିସର ଭାବେ ନିଯୁକ୍ତି ମିଳିଥାଏ ସେହି ସମୟରେ ତାଙ୍କର ଦରମା ସାଢେ 4 ଲକ୍ଷ ହୋଇଥାଏ । ତାହା ପରେ 4 ବର୍ଷ ପରେ ସେମାନଙ୍କୁ କ୍ୟାପଟେନ ବୋଲି କୁହାଯାଏ ଏହି ସମୟରେ ତାଙ୍କର ଦରମା 7 ଲକ୍ଷ ଟଙ୍କା ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।