Odisha News Portal

, ପରୀର ମାଙ୍କୁ ସାହସ ଦେଲେ ନିର୍ଭୟାଙ୍କର ମା ! । ଏବେ ପରୀର କେସ ଳଢିବେ ନିର୍ଭୟାଙ୍କର ଓକିଲ . କଣ ସତରେ ପରୀ ନିର୍ଭୟା ପରି ନ୍ୟାୟ ପାଇବେ….

0 174

ପରୀ ମୃତ୍ୟୁ ମାମଲାରେ ଆସିଲା ନୂଆ ଟ୍ୱିଷ୍ଟ , ପରୀର ମାଙ୍କୁ ସାହସ ଦେଲେ ନିର୍ଭୟାଙ୍କର ମା । ଏବେ ପରୀର କେସ ଳଢିବେ ନିର୍ଭୟାଙ୍କର ଓକିଲ । ସିବିଆଇ ତଦନ୍ତ ଦାବି ସହିତ ଏବେ ସ୍ୱର ଉତ୍ତୋଳନ କଲେ ନିର୍ଭୟାଙ୍କର ମା । ବହୁଚ ଚର୍ଚ୍ଚିତ ପରୀ ଅଭିଯୋଗର ମୁଖ୍ୟ କୁହାଯାଉଥିବା ସରୋଜ ସେଠୀକୁ ହୋଇଛନ୍ତି ଗିରଫ । ଏସଆଇଟି ତରଫରୁ କୁହାଯାଇଛି କି ସରୋଜ ହିଁ ମୁଖ୍ୟ ଅଭିଯୁକ୍ତ ଯିଏ କି ପରୀକୁ ଦୁଷ୍କର୍ମ କରିବାକୁ ଚାହିଁଥିଲେ । ମାତ୍ର ସେଥିରେ ବିଫଳ ହେବାରୁ ହତ୍ୟା କରି ତାହାକୁ ଦୁଷ୍କର୍ମ କରିଛି ।

ମାତ୍ର ଏହି କଥାକୁ ଏବେ ପରୀର ପରିବାର ମାନିବାକୁ ଅରାଜି । ପରୀଙ୍କ ପରିବାର ଅଭିଯୁକ୍ତ ଅନୁଯାୟୀ ଏଥିରେ ବଡ ବଡିଆଙ୍କର ହାତ ରହିଛି ଏବଂ ମିଛରେ ସରୋଜଙ୍କୁ ଫସାଇ ଦିଆଯାଉଛି । ଘଟଣାର ସିବିଆଇ ତଦନ୍ତ କରାଗଲେ ପରୀର ହତ୍ୟାକାରୀ ଦଣ୍ଡ ପାଇବ । ତେବେ ପରୀର ମା ସୌଦାମିନୀ ସାହୁଙ୍କୁ ଆଶ୍ୱସନା ଦେଇଛନ୍ତି ନିର୍ଭୟାଙ୍କର ମା ।

ଗଣ ଦୁଷ୍କର୍ମର ଶିକାର ହୋଇଥିବା ନିର୍ଭୟାଙ୍କୁ ଉଚିତ ଶାସ୍ତି ହେଦା ପାଇଁ ନିର୍ଭୟାଙ୍କର ମା ପ୍ରାଣ ପଣେ ଚେଷ୍ଟା କରି ଶେଷରେ ସଫଳ ମଧ୍ୟ ହୋଇଥିଲେ । ପରୀର ମାଙ୍କୁ ଆଶ୍ୱସନା ହେଇ ଆଶା ଦେବୀ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଏହି ଘଟଣାରେ ତୁନ୍ତ ସିବିଆଇ ତଦନ୍ତ କରାଯାଉ ବୋଲି ମଧ୍ୟ କହିଛନ୍ତି ।

ପରୀର ଦୋଷୀଙ୍କୁ ଦଣ୍ଡ ମିଳୁ ଏବଂ ପରୀକୁ ନ୍ୟାୟ ମିଳୁ ବୋଲି କହିଛନ୍ତି ନିର୍ଭୟାଙ୍କର ମା ଅଶାଦେବୀ । ସେ ସାହସ ହେବା ସହିତ ଏହା ମଧ୍ୟ କହିଛନ୍ତି କି ନିର୍ଭୟାଙ୍କର କେସ ଲଢୁଥିବା ଓକିଲ ଏବେ ପରୀର କେସ ଲଢିବେ । ଆଗକୁ ପରୀକୁ ନିଶ୍ଚିତ ରୂପରେ ନ୍ୟାୟ ମିଳିବ । ପରୀର ବାପା ମା ସରୋଜ ସେଠୀଙ୍କୁ ଦୋଷୀ ମାନିବାକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି କି ଏହି କେସରେ ସରୋଜ ସେଠୀକୁ ପସାଇ ଦିଆଯାଉଛି । ନିରୀହ ବ୍ୟକ୍ତିକୁ ଫସାଇ ବଡ ବଡିଆ ମାନେ ଖସି ଯାଉଛନ୍ତି ।

ଯଦି ଏହି କେସର ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଧରାନଯିବ , ଏହି କେସର ପ୍ରକୃତ ଯାଞ୍ଚ କରାନଯିବ , ପରୀକୁ ଯଦି ନ୍ୟାୟ ନମିଳିବ ତେବେ ସେମାନେ ଆତ୍ମହୂତି ଦେବେ । ତେବେ ପ୍ରକୃତରେ ଏହି ପରୀ ଘଟଣାରେ ଆଗକୁ କଣ ନୂଆ ଟ୍ୱିଷ୍ଟ ଆସୁଛି , କିଏ ଏହି କେସ ଲଢିବ , ସିବିଆଇ ଏହାର ଚତଦନ୍ତ କରିବା କି ନାହିଁ ତାହା ବହୁତ ଶୀଘ୍ର ଆମ ମାନଙ୍କ ସାମ୍ନାକୁ ଆସିବ । ଏହା ସହିତ ସରୋଜ ପରୀର ପ୍ରକୃତ ଦୋଷୀ ନା ଆଉ କିଏ ତାହା ମଧ୍ୟ ବହୁତ ଜଲଦି ଆମ ମାନଙ୍କ ସାମ୍ନାକୁ ଆସିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।