Odisha News Portal

ପରୀ ହତ୍ୟାକାଣ୍ଡର ବଡ ଖୁଲାସା ! ପରୀ କୁ ଦିଆଯାଇଛି ନରବଳୀ ! ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି , ! କଣ ସତରେ ଅପରାଧିକୁ ଫାଶୀଦଣ୍ଡ ମିିଳିବ ?

0 3

ବର୍ତ୍ତମାନ ସମୟରେ ପରି ହତ୍ୟାକାଣ୍ଡକୁ ନେଇ ଆସିଛି ଏକ ବହୁତ ବଡ ଖବର । ପରି କୁ ବଳି ଦିଆ ଯାଇଥିବା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଚାଲନ୍ତୁ ଜାଣିବା ସଂମ୍ପୂର୍ଣ୍ଣ ରିପୋର୍ଟ ଉପରେ ।ପରି ମୃତ୍ୟୁ ମାମଲାରେ ରାଜ୍ୟ ସାରା ଉଠୁଛି ପଡୁଛି । ଏଥିରେ ପରିର ବଡବାପା ଏବଂ ବଡମାଁଙ୍କ ସଂପୃକ୍ତି ଥିବା ଜଣେ ସାକ୍ଷି ଦେଇଥିବା କଥା ଚର୍ଚ୍ଚା ହେଉଛି । ତେବେ ଜଣେ ମୂକ ଏବଂ କାଲା ବ୍ୟକ୍ତି ପରିକୁ ରାତି 3ଟା ବେଳେ କିଡନାପ୍ ଦୃଶ୍ୟ ଦେଖିଥିବା ବୋଲି ସେ କହିଛନ୍ତି । ଅନ୍ୟପଟେ କିଛି ଗାଁ ଲୋକଙ୍କ ସୂତ୍ରରୁ ଜଣା ପଡିଛି ଯେ ଏଥିରେ ମନ୍ତ୍ରୀ ଅନୁଣ ସାହୁ ସଂପୃକ୍ତ ଅଛନ୍ତି ।

ତେବେ ସୂତ୍ରରୁ ଖବର ମିଳିଛି ଯେ ଅନେକ କଣ୍ଟ୍ରାକ୍ଟର ମନ୍ତ୍ରୀ ବିଧାୟକଙ୍କ ଠାରୁ କଣ୍ଟ୍ରାକ୍ଟିଭ କାମ ଆଣି ଶିଶୁ ବଳି ଏବଂ ତନ୍ତ୍ରମନ୍ତ୍ର କରାଯାଉଥିଲା । ଆଉ ପରେ ଶିଶୁ ମାନଙ୍କର ମୃତ ଶରୀରକୁ ଏସିଡ୍ ଦ୍ବାରା ନଷ୍ଟ ବା ଡିସପୋଜ୍ କରି ନଷ୍ଟ କରାଯାଉଥିଲା । ପରି ନୁହେଁ ଏଭଳି ଅନେକ ଘଟଣା ନୟାଗଡ ରେ ଘଟିଛି ବୋଲି ଖବର ମିଳିଛି । ତେବେ ଏଥିରେ ନେତାଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀଙ୍କର ହାତ ରହିଛି ବୋଲି ମଧ୍ୟ ଲୋକେ କହୁଛନ୍ତି ।

ଅନ୍ୟପଟେ ମନ୍ତ୍ରୀ ଅରୁଣ ସାହୁ 3ଦିନ ପରେ ମୁହଁ ଖୋଲିଥିଲେ ତାହା ପୁଣି କାଗଜର ପୂର୍ବ ଲିଖିତରୁ ସେ ବିବୃତି ଦେଉଥିଲେ । ତେବେ ବିଧାନସଭାରେ ଏହି ପ୍ରସଙ୍ଗ ନେଇ ହଙ୍ଗାମା ପରେ ନିଜ ବୟାନ ରଖି ପାରିନଥିବା ଅନୁଣ ସାହୁ ଅପରାହ୍ନରେ ପ୍ରେସ୍ ଆଗରେ ମୁହଁ ଖୋଲିଥିଲେ । ତେବେ ପରି ହତ୍ୟା ଘଟଣାରେ ମୋତେ ବ୍ୟାଥିତ କରିଛି , ଏହି ଘଟଣାରେ ମୁଁ ଗଭୀର ମର୍ମାହତ ହୋଇଛି ବୋଲି ଅରୁଣ ସାହୁ କହିଛନ୍ତି ।

ସେହିଞ୍ଚାକୁ ବିରୋଧ କରିବା ସହିତ କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ବାଗତ କରୁଛି ବୋଲି ଅରୁଣ କହିଛନ୍ତି । ପରି ନ୍ୟାୟ ପାଉ , ସତ୍ୟ ଉନ୍ମୋଚନ ହେଉ କହିବା ସହିତ ଯିଏବି ଏହି ଘଟଣା ପଛରେ ଜଡିତ ଥାଆନ୍ତୁ ତାଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।


ଅରୁଣଙ୍କ ବିବୃତି୍ ବେଲେ ବି ଗୃହରେ ହୋହାଲା ଜୋରି ରହିଥିଲା । ଏଥିସହିତ ବାଚସ୍ପତିଗୃହକୁ ଆସନ୍ତା କାଲି ଯାଏ ମୁଲତବୀ ରଖିଥିଲେ । ଏଥିଯୋଗୁଁ ବାଚସ୍ପତିଗୃହକୁ ଗତକାଲି ଯାଏଁ ମୁଲତବୀ ମଧ୍ୟ ରଖିଥିଲେ । ତେବେ ପରି ମୃତ୍ୟୁ ପ୍ରସଙ୍ଗରେ ଲାକି ବିଧାନସଭାରେ ହଙ୍ଗାମା କରିଥିଲେ ବିରୋଧୀ । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ଥଫା ଦାବିରେ କମ୍ପିତ ଥିଲା ଗୃହ ଏବଂ ଉଭୟ ବିଜେପି, କଂଗ୍ରେସ ସଦସ୍ୟ ହୋ ହାଲା କରିଥିଲେ ।

ବିଜେପିର ସଦସ୍ୟ ମାନେ ବ୍ୟାନର ଦେଖାଇ ହୋ ହାଲା କରିଥିବା ମଧ୍ୟ ଏବେ ଚର୍ଚ୍ଚା ହେଉଛି । ତେବେ ନୟାଗଡ ଜିଲ୍ଲାର ପରି ଅପହରଣ ଏବେ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଏହି ଘଟଣାକୁ କଢା ନିନ୍ଦା କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।