Odisha News Portal

ପାନମଧୁରୀ ସେବନ କରୁଛନ୍ତି କି ତେବେ ଜାଣନ୍ତୁ ତାହାର ଚମକ୍ତାରିତା ବିଷୟରେ… ଏହି ପାଞ୍ଚୋଟି ବିଶେଷ ଫାଇଦା ରହିଛି ……

ଆଜି ଆମେ ଆପଣ ମାନଙ୍କୁ ପାନ ମଧୁରୀ ସେବନ କରିବାର ଉପକାରିତା ବିଷୟରେ କହିବୁ । ତେବେ ପାନମହୁରୀର ସେବନ ସମସ୍ତଙ୍କ ପାଇଁ ବେଶ ଲାଭଦାୟକ ହୋଇଥାଏ , ଏହାର ସ୍ୱାଦ ଭଲ ହୋଇଥାଏ । ଖାଦ୍ୟ ଖାଇସାରିବା ପରେ ଅଳ୍ପ ପାନମଧୁରୀର ସେବନ କଲେ ଏହା ପାଟିର ଦୁର୍ଗଦ୍ଧ ଦୂର କରିଥାଏ । ତେବେ ଆସନ୍ତୁ ଜାଣିବା ପାନମହୁରୀ ସେବନ କରିବାର ଉପକାରିତା ବିଷୟରେ ।

1–ହଜମ କ୍ରିୟାରେ ସାହାର୍ଯ୍ୟ କରେ –ଖାଦ୍ୟ ଖାଇ ସାରିବା ପରେ ପାନମଧୁରୀର ସେବନ କଲେ ଏହା ଖାଦ୍ୟ ହଜମ କ୍ରିୟାରେ ସେବନ କରିଥାଏ । ପାନମଧୁରୀ ଆମ ପାକସ୍ଥଳୀରେ ହଜମ ପାଇଁ ଆବଶ୍ୟକ ହେଉଥିବା ଜରୁରୀ ଏନଜାଇମର କ୍ଷରଣକୁ ତ୍ୱରାନ୍ୱିତ କରିଥାଏ । ଏହା ବ୍ୟତୀତ ପେଟ ଏବଂ ଅନ୍ତଳୀ ପୋଡାଜଳାକୁ କମ କରିଥାଏ ।

2–କୋଷ୍ଟ କାଠିନ୍ୟରୁ ରକ୍ଷା କରିଥାଏ

ପାନମଧୁରୀର ପ୍ରତ୍ୟେକ ଦିନ ସେବନ କଲେ କୋଷ୍ଟକାଠିନ୍ୟ ସମସ୍ୟା ରହିନଥାଏ । ପାନମଧୁରିରୀରେ ଏସିଡିଟି ଦବର କରିବାର ଗୁଣ ରହିଥାଏ । ଏଥିରେ ଥିବା ଆସପାରିକ ଏସିଡ ନାମକର ତତ୍ତ୍ୱ ଯୋଗୁଁ ଏହା ପେଟରେ ସୃଷ୍ଟି ହେଉଥିବା ଗ୍ୟାସକୁ ଦୂର କରିଥାଏ । ପାନମଧୁରିରୀେ ଭିଟାମିନ ସି , ଆମିନ ଏସିଡ , କୋବାଲ ଏବଂ ମ୍ୟାଗନେସିୟମ ଆଦି ମିନେରାଲ୍ସ ରହିଥାଏ ।

3–ପାଟିର ଦୁର୍ଗନ୍ଧ ଦୂର କରିଥାଏ

ପାନ ମଧୁରୀ ମାଉଥ ପ୍ରେସନରର କାମ କରିଥାଏ । ଏଥିରେ ଅନେକ ପ୍ରକାର ସୁଗନ୍ଦିତ ତେଲ ରହିଥାଏ , ଯାହାକି ପାଟିକୁ ସୁଗନ୍ଧିତ କରିଥାଏ । ଏହା ସହିତ ପାନମଧୁରୀରେ ଆଣ୍ଟି ବ୍ୟକ୍ଟେରିଆ ଏବଂ ଆଣ୍ଟି ମିନେରାଲ ଯୋଗୁଁ ଏଥିରେ ଥିବା ଖରାପ ବ୍ୟାକ୍ଟେରିଆକୁ ନଷ୍ଟ କରିଦିଏ । ଯାହା ଦ୍ୱାରା ଦାନ୍ତ ମାଡି ସଂକ୍ରମଣର ଭୟ ରହିନଥାଏ ।

4–ମାସିକ ଧର୍ମ ଯନ୍ତ୍ରମାରୁ ରକ୍ଷା କରିଥାଏ

ପାନମହୁରୀର ସେବନ କଲେ ଏହା ଗର୍ଭାଶୟ ଏବଂ ବେସପିକରେ ରକ୍ତକୁ ନିୟନ୍ତ୍ରିତ ଏବଂ ସନ୍ତୁଳିତ ଉପାୟରେ ପ୍ରବାହ କରାଇ ମାସିକ ଧର୍ମ ସମୟରେ ଦେଉଥିବା ଯନ୍ତ୍ରଣାକୁ ଦୂର କରିଥାଏ । ଯେଉଁ ମହିଳା ମାନେ ମାସିକ ଧର୍ମ ସମୟରେ ପାନମହୁରୀ ପାଣିର ସେବନ କରନ୍ତି ତାଙ୍କୁ ମାସିକ ଧର୍ମ ସମୟରେ ହେଉଥିବା କଷ୍ଟ କମ ସହିବାକୁ ପଡିଥାଏ । ଯଦି ଆପଣ ମାନଙ୍କୁ ମାସିକ ଧର୍ମ ସମୟରେ ଅନେକ କଷ୍ଟ ଅନୁଭବ ହେଉଥାଏ ତେବେ ଗୋଟିଏ ଗ୍ଲାସ ପାଣିରେ ସେଥିରେ ଗୋଟିଏ ଚାମୁଚ ପାନ ମହୁରୀ ମିଶାଇ ଫୁଟାନ୍ତୁ , ଏହା ପରେ ତାହାକୁ ଉଷୁମ କରି ତାହାର ସେବନ କରନ୍ତୁ ।

5–ରକ୍ତଚାପ ନିୟନ୍ତ୍ରଣ କରିଥାଏ

ପାନମଧୁରୀରେ ନାଇଟ୍ରେଟ ପ୍ରଚୁର ମାତ୍ରାରେ ରହିଥାଏ , ଏହା ରକ୍ତକୁ ତିଆରି କରିବା ଏବଂ ଏହାର ସଂଖ୍ୟା ବଢିବାରେ ସହୟୋଗ କରିଥାଏ । ପାନମଧୁରୀ ଖାଇବା ସମୟରେ ଯେଉଁ ଲାଳ ବାହାରିଥାଏ ତାହା ନାଇଟ୍ରେଟର ମାତ୍ରାକୁ ବଢାଇ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।