OYO ନେଲାବେଳକୁ କେତେ ହସାଉଥିଲା, ମୋତେ ରାତି ସାରା ଶୁଆଇ ଦେଉ ଥିଲା… ଏ ନେଇ କଣ କହୁଛନ୍ତି ଏହି ଯୁବତୀ, ଦେଖନ୍ତୁ Video

ହଁ ବନ୍ଧୁଗଣ ଏମିତି ଏକ ଅଭାବନୀୟ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଭାବିବେ କୁ ପ୍ରେମ କରିବା ଆଗରୁ ଟିକିଏ ହେଇଯାଆନ୍ତୁ ସାବଧାନ ନହେଲେ ଏହି ଭଳି ପ୍ରେମିକ ଙ୍କ ଘର ଆଗରେ ବସିକି କାନ୍ଦିବା ପାଇଁ ପଡିବ ପ୍ରେମିକା ଙ୍କୁ | ଆଉ ଶିବୁ କିଛି ଲୁଟି ନେବା ପରେ ପ୍ରେମ ସେମାନଙ୍କୁ ଖଟା ଲାଗିବ ଆଉ ଫୋପାଡ଼ି ଦେଇକି ପୋଳେଇଯିବେ ରାସ୍ତା ମଝିରେ | ଆଉ କେବଳ କାନ୍ଦିବା ଛଡା ଅନ୍ୟ କୌଣସି ଉପାୟ ମିଳିବ ନାହିଁ ସେମାନଙ୍କୁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ପ୍ରେମ କରିବା ବେଳେ ଆଉ ଶାରୀରିକ ସମ୍ପର୍କ ରଖିବା ପାଇଁ oyo କୁ ଗଲା ବେଳେ ସେଠାରେ ନା ଥିଲା ଜାତି ନା ଆଉ କଣ | ନିଜର ଫାଇଦା ପାଇକି ମନ ଖୁସିରେ ଧାଇଁବାକୁ ଲାଗିବ ସେହି ସବୁ ଜାଗାକୁ | ଆଉ ରାତି ରାତି ବସିକି ଦେହ ଖରାପ ସମୟରେ ତମକୁ ସାହାଯ୍ୟ କରିଲି | ହସ୍ପିଟାଲ ଯାଇକି ରାତି ରାତି ଉଜାଗର ରହୁଲି ରୁଷେଇ ମଧ୍ୟ କରୁକି ଦେଲି, ଆଉ ନିଜ କଥା ନ ଭାବି ଘର କଥା ନ ଭାବିକି ନିଷ୍ଠା ପର ଭାବରେ ତୋତେ ଭଲ ପାଇଲି କିନ୍ତୁ ତାହାର ପରିଣାମ କଣ ହେଲା ଶେଷରେ ଧୋକା |

ହଁ ଦର୍ଶକ ବନ୍ଧୁ ଏଭଳି କିଛି ଅଭିଯୋଗ କରିଛନ୍ତି ଜଣେ ଯୁବତୀ ଆଉ ଯାହାଙ୍କର ଘର କେନ୍ଦ୍ରାପଡ଼ା ଜିଲ୍ଲା, ମହାକାଳପଡା ପଞ୍ଚାୟତ ର, ମାର୍ଶାଖର ଥାନା ଅନ୍ତର୍ଗତ, ଖୁରୁସୁଆ ପଞ୍ଚାୟତ ର ବନ୍ଧ କୁନ୍ଧା ପଞ୍ଚାୟତ ର ରମେଶ ଙ୍କ ପୁଅ ରଞ୍ଜନ ଭଲ ପାଉଥିଲେ ଝାଡ଼ଖଣ୍ଡ ର ୠମୁଟା ମାଇଲ ହାଡ଼ୱାର ରେ କାମ କରୁଥିଲେ | ଆଉ ପ୍ରେମିକା ଜଣଙ୍କର ଘର ହେଉଛି ଯାଜପୁର ଜିଲ୍ଲାର ଝଡ଼ପଦା ଥାନା ର ଗୌତମ ରାଉତ ଙ୍କ ଝିଅ ପ୍ରତୀକ୍ଷା ରାଉତ | ଆଉ ଯେଉଁଠି ଜଣା ପଡିଥିଲା କି ଇନଷ୍ଟାରୁ ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା |.

ତେବେ ଇନଷ୍ଟାଗ୍ରାମ ରେ 14 ବର୍ଷ ହେବ ପ୍ରେମ କରିସାରିଲା ପରେ ଶାରୀରିକ ସମ୍ପର୍କ ରଖିବା ପରେ ବାହା ହେବାର ପ୍ରତିଶୃତି ନେଇକି ଏବେ ଦେଉଛନ୍ତି ଧୋକା | ଆଉ ଯେଉଁଥିପାଇଁ ଝିଅ ଜଣଙ୍କ ଏବେ ପ୍ରେମିକ ଙ୍କ ଘର ସାମ୍ନା ରେ ବସିଛନ୍ତି ଆଉ ଯେତେ ପର୍ଯ୍ୟନ୍ତ ତାଙ୍କୁ ଗ୍ରହଣ କରି ନାହାନ୍ତି ସିଏ ଏହିଭଳି ବସିବେ ବୋଲି ମଧ୍ୟ କହିଛନ୍ତି | ଆଉ ଯାହା ଏବେ ଏହି ଘଟଣା ଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବରେ ଲାଗିସଘୀ | ଆଉ ଯାହା କୁ ନେଉକି ଲୋକ ଙ୍କର ଭିନ୍ନ ଭିନ୍ନ କମେଣ୍ଟ ଦେଖିବାକୁ ମିଳିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment