ତେବେ ବନ୍ଧୁଗଣ ଆଜି କାଲି ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେବାରେ ଲାଗିଛି | ତେବେ ପ୍ରେମ ସମ୍ପର୍କ କୁ ନେଇକି ବର୍ତ୍ତମାନ ଅଧିକ ଖବର ଭାଇରାଲ ହେଉଛି | ଆଉ ଯେଉଁଠି ପୁଅ ଝିଅ ମାନେ ଲିଭିଙ୍ଗ ରିଲେସନ ସିପ ରେ ରହୁଛନ୍ତି ଆଜିକାଲି ବିବାହ ପୂର୍ବରୁ | ଆଉ ଯାହା ଫଳରେ ଦେହ ସୁଖ ପାଇବା ପରେ ପୁଅ ଝିଅ ମାନଙ୍କ ମଧ୍ୟରେ ଭଲ ପାଇବା ଓ ଇନଟ୍ରେଷ୍ଟ କମିବାରେ ଲାଗିଛି ଆଉ ଯାହା ପାଇଁ ସେମାନଙ୍କ ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଉଛି ବୋଲି କହିଛନ୍ତି ଲିଜା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଉ କଣ ସବୁ କହିଛନ୍ତି ଏହି ଲିଭିଙ୍ଗ ରେ ରହିବାକୁ ନେଇକି ଲିଜା ସେ ବିଷୟରେ ନଜର ପକାଇବା |
ତେବେ ଯାହା ଜଣା ପଡୁଛି କି ଆଜି କି ଭଲ ପାଇବା ର ମାନେ ସେକ୍ସ ବୋଲି ଆଜିର ଯୁଗରେ ପୁଅ ଝିଅ ମାନେ ମାନୁଛନ୍ତି | ଆଉ ଯାହା କୁହାଯାଉଛି କି ସୁପ୍ରିମକୋଟ ଯେଉଁ ରାୟ ଦେଇଛି କି ଲିଭିଙ୍ଗ ରେ ପିଲା ମାନେ ରହିପାରିବେ | ଆଉ ଯେଉଁଥିପାଇଁ ଆଜି ପିଲା ମାନେ ପାଠ ପଢିବା ଓ ଚାକିରୀ କରିବା ନାଁ ରେ ଠକି ଚାଲିଛନ୍ତି ନିଜର ଘର ଲୋକ ଙ୍କୁ ତାହା ସହିତ ଆମର ସଂସ୍କୃତି ଓ ପରମ୍ପରା ବିରୋଧ ରେ ଯାଉଛନ୍ତି ବୋଲି କହିଛନ୍ତି ଲିଜା | ତାହା ସହିତ ଆଜିର ପିଲା ମାନେ ମାଇଣ୍ଡ ମେଚିୟଡ଼ ହୋଇନି କିନ୍ତୁ ଲିଭିଙ୍ଗ ରେ ରହୁଛନ୍ତି |
ତେଣୁ ଲିଜା ଙ୍କର କହିବା କଥା କି ପ୍ରେମ ମାନେ ହେଉଛି ତ୍ୟାଗ | ଆଉ ଭଲ ପାଇବା ରାଧା କୃଷ୍ଣ ଙ୍କ ଭଳି ହେବା ଦରକାର ତାହା ର ମାନେ ନୁହଁ କି ସେକ୍ସ | ଆଉ ଏଥିପାଇଁ ଆଜି ଅଫତାପ ଓ ଶ୍ରଦ୍ଧା ଙ୍କ କେଶ ହେଉ ବା ତପସ୍ୱିନୀ ଓ ଦୀପିକା କେଶ ହେଉ ଆମ ଓଡିଶା ରେ ସବୁକିଛି ର କାରଣ ହେଉଛି ସୁପ୍ରିମକୋର୍ଟ ରେ ଲିଭିଙ୍ଗ ରେ ରହିବାକୁ ପୋରମିସନ ଦେବା ଯୋଗୁ ହୋଇଛି ବୋଲି କୁହାଯାଉଛି | ଆଉ ଏଥିପାଇଁ ସରକାର ଙ୍କର କୌଣସି କାର୍ଯ୍ୟାନୁଷ୍ଠାନ ନେବା ନିହାତି ଆବଶ୍ୟକ ରହିଛି |
ଆଉ ତାହା ସହିତ ଆଜିକାଲି ପିଲାମାନଙ୍କୁ OYO ଭଳି ସୁବିଧା ମିଳିଯାଉଛି | ଆଉ ଯେଉଁଥିରେ ଲୋକ ମାନେ ଲିଗାଲ୍ଲୀ ରୁମ ରେ ରହି ପାରିବେ ଆଉ ସବୁ ପ୍ରକାରର ସୁଖ ପାଇପାରିବେ ବୋଲି ମଧ୍ୟ କୁହାଯାଉଛି | ଆଉ ଯାହା ପାଇଁ ଆଜିର ଯୁବ ପିଢ଼ି ମାନେ ବର୍ବାଦ ହେଉଛନ୍ତି ବୋଲି କହିଛନ୍ତି ଲିଜା | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।