ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଯାଇଥାଏ | ତେବେ ପ୍ରତେକ ସମସ୍ୟା ର କିଛି ନା କିଛି ଲକ୍ଷଣ ଗୁଡିକ ରହିଛି ଆଉ ଯେଉଁ ଲକ୍ଷଣ ଗୁଡିକୁ ଆମେ ଜାଣିବା ଯୋଗୁ ଶରୀରରେ କେଉଁ ପ୍ରକାରର ଅସୁବିଧା ଉପୁଜିଥାଏ ସେ ବିଷୟରେ ଆମେ ଜାଣି ପାରିଥାଉ | ତେବେ ଆଜି ମୁଁ ଆପଣ ମାନଙ୍କୁ ସେହି ଭଳି ଗୋଟିଏ ରୋଗ କରିବାକୁ ଯାଉଛି ତାହା ହେଉଛି ଶରୀରରେ ଆକ୍ସିଜେନ ର ଲେବୁଲ କମିବା କଥା | ଆଉ ଏହି ଭଳି ସମସ୍ୟା ଯଦି ଆପଣଙ୍କ ପାଖରେ ଦେଖିବାକୁ ମିଳିଥାଏ ତାହେଲେ ରୋଗୀର ଜୀବନ ମଧ୍ୟ ବିପଦ ରେ ପଡ଼ିବାର ସମ୍ଭାବନା ରହିଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆପଣଙ୍କ ଶରୀରରେ ଅକ୍ସିଜେନ ର ଲେବୁଲ କମିଗଲେ କଣ ସବୁ ଅସୁବିଧା ଦେଖା ଯାଇଥାଏ ଆଉ ତାହାର ଲକ୍ଷଣ ଗୁଡିକ କଣ ସବୁ ରହିଛି |
ତେବେ ଯାହା କୁହାଯାଉଛି କି ଅକ୍ସିଜେନ ର ଲେବୁଲ କମିବା ଭଳି ସମସ୍ୟା ସାଧାରଣତଃ କୋରାନା ମହାମାରୀ ର ଭେରୀଏଣ୍ଟ ଆସିବା ଫଳରେ ଦେଖିବାକୁ ମିଳିଛି | ଆଉ ଆକ୍ସିଜେନ ର ଲେବୁଲ କମିଯିବା fol9ରେ ଅନେକ ଲୋକ ତାଙ୍କର ଜୀବନ ହରାଇବା ସହିତ ଆଉ କିଏ କିଏ ଶରୀରରେ ଆକ୍ସିଜେନ ର ସ୍ତର କୁ ବଢ଼ାଇବା ପାଇଁ ମଧ୍ୟ ବିଭିନ୍ନ ପ୍ରକାରର ଉପାୟ ମାନ ଆପଣାଇବା ପାଇଁ ଲାଗିଛନ୍ତି | ତେବେ ଯଦି ଆପଣଙ୍କ ଶରୀରରେ ଆକ୍ସିଜେନ ର ଲେବୁଲ କମିଯାଏ ତାହେଲେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଉପୁଜିଥାଏ | ଆସନ୍ତୁ ତାହେଲେ ସେ ବିଷୟରେ ଜାଣିବା |ଅକ୍ସିଜେନ ଲେବୁଲ କମିବା ଯୋଗୁ କଣ ସବୁ ଅସୁବିଧା ଦେଖା ଯାଏ ଆମ ଶରୀରରେ :-
ତେବେ କୁହାଯାଉଛି କି କୋରାନା ର ଏହି ନୂଆ ଭାଇରେଣ୍ଟ ଆସିବା ଫଳରେ ଅକ୍ସିଜେନ କୁ ମାପୁଥିବା ଯନ୍ତ୍ର ପୋଲ୍ସ ଅକ୍ସି ମିଟର ର ଡିମାଣ୍ଡ ଅଧିକ ବଢିଯାଇଛି | ଆଉ ଏହି ଯନ୍ତ୍ରକୁ ଆପଣ ମାନେ ଆଙ୍ଗୁଳି ରେ ବ୍ୟବହାର କରିକି ଆପଣଙ୍କ ଶରୀରରେ ଆକ୍ସିଜେନ ର ଲେବୁଲ କୁ ଜାଣିପାରିବେ | ଯଦି ଆପଣ ଙ୍କର ରିଦିମ ରେ 94 ରୁ ଅଧିକ ଥାଏ ତାହେଲେ ଆପଣ ମାନେ ବିପଦ ମୁକ୍ତ ବୋଲି କୁହାଯାଇଥାଏ |ଆଉ 90-93 ଦେଖା ଗଲେ ବିପଦ ବଢ଼ୁଥିବା କଥା କୁହାଯାଇଥାଏ | ଆଉ ଏହିଭଳି କ୍ଷେତ୍ରରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି କି ଆପଣ ମାନେ କ୍ରୋନିଂ ଏକସେସାଇଜ ମଧ୍ୟ କରି ପାରିବେ ବୋଲି |ଏହା ବ୍ୟତୀତ ଯଦି ଆପଣଙ୍କ ଶରୀରରେ ରିଦିମ ର ପରିମାଣ 80-89 ହୋଇଥାଏ ତାହେଲେ ଏହାକୁ ଇଲେରାମିଙ୍ଗ ସିଚୁଏସନ ବୋଲି କୁହାଯାଏ ତେଣୁ ରୋଗୀକୁ ତୁରନ୍ତ ଅକ୍ସିଜେନ ଦିଆଯାଇଥାଏ |
ଅକ୍ସିଜେନ ଲେବୁଲ କମିଗଲେ ଶରୀରରେ କଣ ସବୁ ଲକ୍ଷଣ ଦେଖାଯାଏ :-
ଯଦି ଶରୀରରେ ଅକ୍ସିଜେନ ଲେବୁଲ କମିଯାଏ ତାହେଲେ ଛାତିରେ ଯନ୍ତ୍ରଣା ହୁଏ |ନିଶ୍ୱାସ ନେବାରେ ଅସୁବିଧା ହେବା ସହିତ ରୋଗୀକୁ ଆରାମ ଲାଗେନାହିଁ |ଏହା ସହିତ ରୋଗୀର ଓଠ ଲାଲ ପରିବର୍ତ୍ତେ ନୀଳ ଦେଖାଯାଏ |ତେବେ ଏହା ଥିଲା ଶରୀରରେ ଅକ୍ସିଜେନ ଲେବୁଲ କମିଗଲେ କଣ ସବୁ ଅସୁବିଧା ଉପୁଜିଥାଏ ସେ ସବୁ ବିଷୟରେ ସୂଚନା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।