Odisha News Portal

ଦୁଇ ସପ୍ତାହ ଧରି ପେଟ ଯନ୍ତ୍ରଣା ରେ ହେଉଥିଲା କିନ୍ତୁ ଅପରେସନ ସମୟରେ ମହିଳାଙ୍କ ପେଟ ରୁ ଯାହା ବାହାରିଲା ତାହା ଦେଖି ଡାକ୍ତର ଙ୍କର ହୋସ ଉଡ଼ିଗଲା

ଆଜିକା ସମାଜ ଏକ ଉନ୍ନତ ସମାଜ ଭାବେ ପରିଗଣିତ ହେଲାଣି , ଏବେ ଆମ ଦେଶ ଡିଜିଟାଲ ଇଣ୍ଡିଆରେ ପରିଣତ ହେବାରେ ଲାଗିଛି । ଯାହା ଦ୍ୱାରା କି ଲୋକମାନେ ଏବେ ଅନ୍ଧବିସ୍ୱାସକୁ ଭରସା କରୁନାହାନ୍ତି ବରଂ ବିଜ୍ଞାନ ବା ଟୋକ୍ନାଲୋଜିର ସାହାରା ନେଉଛନ୍ତି । ଯାହା ଦ୍ୱାରା କି ଆମର ଜୀବନରେ ଟୋକ୍ନୋଲେଜିର ବହୁତ ମାତ୍ରାରେ ବ୍ୟବହାର ହୋଇପାରୁଛି । ଆମ ମନୁଷ୍ୟ ଜାତି ସମସ୍ତ ପ୍ରାଣୀ ଙ୍କ ଠାରୁ ଭିନ୍ନ ଏବଂ ସ୍ଵତନ୍ତ୍ର ଭାବରେ ଗଢିଛନ୍ତି । ବେଳେ ଆମ ଅଜାଣତରେ ଆମ ସହ ଏମିତି ସବୁ ଘଟଣା ଘଟିଯାଇ ଥାଏ ତାହା ଆମେ କେବେ ହେଲେ କଳ୍ପନା ମଧ୍ୟ କରିପାରିବା ନାହିଁ ।

ଏହି ଆମ ମାନଙ୍କର ଟିକେ ଅସାବଧାନତା ଆମ ମାନଙ୍କର ଜୀବନ ମଧ୍ୟ ନେଇ ଯାଇପାରେ । ମାତ୍ର ଆଜି ଆମେ ଆପଣ ମାନଙ୍କୁ ଆମେରିକାରେ ଘଟିଥିବା ଏମିତି ଏକ କଥା ବିଷୟରେ କହିବୁ , ଯେଉଁଥିରେ ଜଣେ ମହିଳା ଅପରେସନ ହେବା ପରେ ତାଙ୍କ ପେଟରୁ ଏମିତି ଏକ ଜିନିଷ ବାହାରିଲା ଯାହା ଦେଖିକରି ଡାକ୍ତର ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

ସୂଚନା ଅନୁସାରେ , ଆମେରିକା ରେ ଜଣେ 26 ବର୍ଷୀୟ ମହିଳା ସେଠାକାର ସରକାରୀ ହସ୍ପିଟାଲ କୁ ଆସିଥିଲେ ।ତାଙ୍କର କହିବା ଅନୁସାରେ ଗତ ଦୁଇ ସପ୍ତାହ ଧରି ତାଙ୍କର ପେଟ ରେ ନିୟମିତ ଭାବରେ ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି । ତାଙ୍କର ଏହି କଥା ଶୁଣିବା ପରେ ଡାକ୍ତର ମାନେ ତାଙ୍କର ଅପରେସନ କରିବା କୁ ନିଷ୍ପତ୍ତି ନେଇଥିଲେ ।

ମାତ୍ର ଅପରେସନ ସମୟ ରେ ମହିଳା ଜଣ ଙ୍କର ପେଟ ମଧ୍ୟରୁ ଯାହା ବାହାରି ଥିଲା ତାହା ଦେଖି ଡାକ୍ତର ମାନଙ୍କର ଆଖି ଚକିତ ହୋଇ ରହିଗଲା । ସେମାନେ ବିଶ୍ୱାସ କରିପାରିଲେ ନାହିଁ କି ଏହା ସମ୍ଭବ କିପରି ହେଲା , କାହିଁକିନା ଅପରେସନ ପରେ ମହିଳା ଜଣକ ପେଟ ତଳ ଭାଗରୁ ବାହାରି ଥିଲା ଏକ କଣ୍ଡମ ଯାହା ଦେଖି ଡାକ୍ତର ଙ୍କର ହୋସ ଉଡ଼ିଗଲା । ତେବେ ଅପରେସନ ମାଧ୍ୟମରେ ତାହାକୁ ବାହାର କରାଯାଇଥିଲା ।

ଡାକ୍ତରଙ୍କର କହିବା ଅନୁସାରେ ଭାରତର ଜନସଂଖ୍ୟା ହାରକୁ କମ କରିବା ପାଇଁ ତଥା ଅବାଧ୍ୟ ଗର୍ଭ ଧାରଣ କରିବାରୁ ବଞ୍ଚିତ ହେବା ପାଇଁ ସରକାର ଲୋକ ମାନଙ୍କୁ ଏହାର ବ୍ୟବହାର କରିବାକୁ କହିଥିଲେ । ତେବେ ସେକ୍ସ କରୁଥିବା ସମୟ ରେ ଏହି କଣ୍ଡମ ଟି ମହିଳା ଙ୍କ ପେଟ ର ତଳ ଭାଗରେ ରହିଯାଇଥିଲା ।

ଯେଉଁ କାରଣ ରୁ ଦୁଇ ସପ୍ତାହ ଧରି ମହିଳା ପେଟ ଯନ୍ତ୍ରଣା ର ସମୁଖୀନ ହୋଇଥିଲେ । ତେବେ ଅପରେସନ ପରେ ସେ ଠିକ ଅଛନ୍ତି ବୋଲି ଡାକ୍ତର ସୂଚନା ପ୍ରଦାନ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।