ପ୍ରତିଦିନ ସମାଜରେ ବିଭିନ୍ନ ପ୍ରକାର ଅନ୍ୟାୟ ଅନୀତି ଅତ୍ୟାଚାର ଖବର ବିଷୟରେ ଶୁଣିବା ପାଇଁ ମିଳିଥାଏ। ବନ୍ଧୁଗଣ ଆପଣ ମାନେ ଦେଖିଥିବେ, ଡ଼କାୟତି, ଚୋରି , ହତ୍ୟା, ବଳତ୍କାର ଭଳି ଅପରାଧ ସମାଜରେ ବଢି ବଢି ଚାଲିଛି। ତେବେ ଆପରାଧି ଯେଉଁ ମାନେ ଖୁଲମ ଖୁଲା ଅପରାଧ ଘଟାଇ ଚାଲିଛନ୍ତି। ଏପରି ବେଳେ ବେଳେ ଦିନ ଦ୍ୱିପ୍ରହରରେ ହତ୍ୟା କରି ନିଭୟରେ ଅପରାଧ କରି ଚାଲିଛନ୍ତି।
କାରଣ ସେମାନଙ୍କର ପୋଲିସ ପ୍ରଶାସନ ଉପରେ ଟିକିଏ ହେଲେ ଡର ନାହିଁ କି ଭୟ ନାହିଁ। ଧୀରେ ଧୀରେ ସମାଜରେ ମାନବିକ ମୂଲ୍ୟବୋଧ କମିବାରେ ଲାଗିଛି, ଲୋକଙ୍କ ମନ ମଧ୍ୟରେ ସାହାଯ୍ୟର ମନବୃତି କମିବାରେ ଲାଗିଛି। ପ୍ରତିଦିନ ଏଭଳି ଖବର ସୋସିଆଲ ମିଡିଆରେ ଏଭଳି ଖବର ଦେଖିବା ପାଇଁ ପାଇଥାଉ। ଓଡ଼ିଶାରେ ମଧ୍ୟ ଅନେକ ଅପରାଧ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସମୟରେ କ୍ୟାମେରା ମ୍ୟାନ ମାନସଙ୍କ ଘଟଣା ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ବନ୍ଧୁଗଣ, ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ ଯେ ଆମ ଓଡ଼ିଶାରେ କ୍ୟାମେରା ମ୍ୟାନ ମାନସ ହତ୍ୟା କରାଯାଇଛି। ଏହାର କାରଣ ହେଉଛି ଏକ ମେମୋରି ଚିପ ଏବଂ ତାଙ୍କର ହତ୍ୟା ପଛରେ ଶର୍ମିଷ୍ଠା ନାମକ ଜଣେ ମହିଳା ଯିଏକି ୱେବପୋର୍ଟାଲ ଚଳାନ୍ତି। ସେ ତାଙ୍କୁ ଯୋଜନା ବଦ୍ଧ ଭାବରେ ହତ୍ୟା କରିଥିଲେ। ଏହା ପଛରେ ନିରଞ୍ଜନ ତାଙ୍କୁ ସମର୍ଥନ କରିଥିଲେ। ତେବେ ପୋଲିସ ନିରଞ୍ଜନଙ୍କୁ ଗିରଫ କରିଥିଲେ। ତାଙ୍କର ଏବଂ ଶର୍ମିଷ୍ଠାଙ୍କର ବହୁତ ଭଲ ସଂପର୍କ ରହିଥିବା ଶୁଣିବା ପାଇଁ ମିଳିଥିଲା। ଉଭୟ ଉଭୟଙ୍କୁ ବହୁତ ଭଲ ପାଉଥିଲେ। ନିକଟରେ ଶର୍ମିଷ୍ଠାଙ୍କୁ ମଧ୍ୟ ପୋଲିସକୁ ଗିରଫ କରିଛି। ତେବେ ବର୍ତ୍ତମାନ ସମୟରେ ଖବର ଆସୁଛି ଶର୍ମିଷ୍ଠାଙ୍କ କହିବା କଥା ଯେ ମେମୋରି ଚିପ ପାଇଁ ତାଙ୍କୁ ହତ୍ୟା କରାଯାଇ ନାହିଁ। ତେବେ ସେହି ମେମୋରି ଚିପରେ କିଛି ନଥିବା ଖବର ଦେଖିବା ପାଇଁ ମିଳିଛି। ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁ ଭିଡ଼ିଓରେ ଶର୍ମିଷ୍ଠା ଏବଂ ନିରଞ୍ଜନ ଖୁବ ସୁନ୍ଦର ଭାବରେ ବିଚ ରେ ଅଭିନୟ କରୁଥିବା ଦେଖିବା ପାଇଁ ମିଳିଛି।
ଯେଉଁଥିରେ ନିରଞ୍ଜନ ହିରୋ ଏବଂ ଶର୍ମିଷ୍ଠା ହିରୋଇନ ରହିଥିବା ମଧ୍ୟ ଦେଖିବା ପାଇଁ ମିଳୁଛି। ବିଚରେ ଏକ ଝିଅ ପାଣିରେ ବୁଡ଼ି ଯାଇଛି ଏବଂ ତାଙ୍କୁ ହିରୋ ଭାବରେ ଉଦ୍ଧାର କରୁଛନ୍ତି। ତାପରେ ଠାକୁରଙ୍କ ପାଖରେ ଆଣି ଶୁଆଇ ଦେଇ ଗୀତ ଗାଉଥିବା ଦେଖିବା ପାଇଁ ମିଳିଛି। ଉଭୟ ମଧ୍ୟ ଆହୁରି ଅନେକ ଗୀତ ଇତ୍ୟାଦି କରିଛନ୍ତି। ଯାହାକୁ ଆପଣ ମାନେ ଦେଖିଲେ ଖୁସି ହୋଇଯିବେ। ତେବେ ଉଭୟ ବର୍ତ୍ତମାନ ସମୟରେ ଜେଲ ରେ ଅଛନ୍ତି। ନିଜର କଲା କର୍ମର ଫଳ ପାଇଁ ସେମାନଙ୍କୁ ନିଶ୍ଚିତ ଭାବରେ ଦଣ୍ଡ ମିଳିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।