ଦେଖନ୍ତୁ ଭିଡ଼ିଓ – ଓଃ କି ଡ୍ୟାନ୍ସ ! Disha Patani ଏବଂ Tiger Shroff ହଟ ଡ୍ୟାନ୍ସ ଭିଡିଓ ଭାଇରାଲ

ବଲିଉଡ୍ ର ପ୍ରସିଦ୍ଧ ଯୋଡ଼ି ମାନଙ୍କ ବିଷୟ ରେ ଯଦି କହିବା ତେବେ ଏହି ଯୋଡ଼ି ମାନଙ୍କ ମଧ୍ୟରେ ଟାଇଗର ସୋଫ ଓ ଦିଶା ପଟାନି ଙ୍କ ନାମ ନିଶ୍ଚୟ ଆସିଥାଏ । ଦୁଇ ଜଣଙ୍କୁ ବହୁତ୍ ଥର ଏକା ସହିତ ସ୍ପଟ୍ କରାଯାଇ ଅଛି । କେତେବେଳେ ଦୁହେଁ ଏକା ସହିତ ଛୁଟି ବିତାଇବା ପାଇଁ ଭ୍ୟାକେଶନ ରେ ଯିବାର ନଜର ଆସିଛନ୍ତି ତ ଆଉ କେତେବେଳେ ଦୁହେଁ ଏକା ସହିତ ଫୁଟବଲ ଖେଳିବାରେ । ଦୁହେଁ ସବୁବେଳେ ଲାଇମ ଲାଇଟ୍ ରେ ଚର୍ଚ୍ଚା ରେ ଥାଆନ୍ତି ।

ଦୁଇ ଜଣଙ୍କ ଶେଷ ଫିଲ୍ମ୍ ବାଘି 3 ରିଲିଜ୍ ହୋଇଥିଲା ଯେଉଁଥିରେ ଦୁହେଁ ଖୁବ୍ ବୋବଲ୍ ମଚାଇ ଥିଲେ ଓ ଏହି ଫିଲ୍ମ୍ ଟି ବକ୍ସ ଅଫିସ ରେ ମଧ୍ୟ ଅଧିକ ଚର୍ଚ୍ଚା ରେ ଥିଲା । ବର୍ତ୍ତମାନ ଦୁଇ ଜଣ ଏକା ସହିତ ଦ୍ୟାନ୍ସ କରିଥିବା ର ଭିଡିଓ ସାମ୍ନା କୁ ଆସିଛି ଯେଉଁଠି ଦୁଇ ଜଣ ହିର୍ତିକ୍ ରୋସନ୍ ଙ୍କ ଫିଲ୍ମ୍ ସଙ୍ଗ ବ୍ୟଙ୍ଗ ବ୍ୟଙ୍ଗ ରେ ଦ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଦ୍ୟାନ୍ସ ଭିଡିଓ ଟି ତାଙ୍କର ଇଂସ୍ତଗ୍ରାମ ରେ ସେୟାର ହୋଇଥିଲା । ଏହି ଭିଡିଓ ରେ ଦୁଇ ଜଣ ଖୁବ୍ ସିମ୍ପିଲ ନଜର ଆସିଛନ୍ତି ।

ଦିଶା ପଟାନି ଏଥିରେ ସମ୍ପୂର୍ଣ ଭାବେ ନୋ ମେକପ ଲୁକ୍ ରେ ନଜର ଆସିଛନ୍ତି । ଦୁଇ ଜଣଙ୍କ ର ଏହି ଦ୍ୟାନ୍ସ ଭିଡିଓ ଟି ଖୁବ୍ ସୁନ୍ଦର ଲାଗୁଚି ଆଉ ଫ୍ୟାନ ମାନେ ମଧ୍ୟ ଏହି ତାଙ୍କର ଏହି ଦ୍ୟାନ୍ସ ଭିଡିଓ କୁ ଖୁବ୍ ମାତ୍ରା ରେ ଲାଇକ କରିବା ସହିତ କମେଣ୍ଟେ କରି ନିଜ ମନ୍ତବ୍ୟ ମଧ୍ୟ ରଖୁଛନ୍ତି । ତାଙ୍କର ଏହି ଦ୍ୟାନ୍ସ ଭିଡିଓ ପୂର୍ବରୁ ଦୁଇ ଜଣ ଫୁଟବଲ ପ୍ଲେ ଗ୍ରାଉଣ୍ଡ ରେ ମଧ୍ୟ ନଜର ଆସିଥିଲେ ଯେଉଁଠି ଟାଇଗର ସଫ ଫୁଟବଲ ଖେଳିବା ପାଇଁ ପହଞ୍ଚି ଥିବା ବେଳେ ତାଙ୍କ ଗାର୍ଲ୍ ଫ୍ରେଣ୍ଡ୍ ଦିସା ପଟାନୀ ମଧ୍ୟ ତାଙ୍କୁ ଚିଅର୍ ଅପ୍ କରିବାରେ ନଜର ଆସିଥିଲେ। ତେବେ ଦୁଇ ଜଣ ଫୁଟବଲ ଖେଳୁ ଥିବାର ମଧ୍ୟ ନଜର ଆସିଥିଲେ ।

ବହୁତ୍ ଦିନ ଧରି ଟାଇଗର ସୋଫ ଓ ଦିଶା ପଟାନି ଙ୍କ ଲଭ୍ ବିଷୟ ରେ ଖବର ଆସୁଥିଲେ ମଧ୍ୟ ଦୁଇ ଜଣ ଏହି ବିଷୟ ରେ ପବ୍ଲିକ ରେ କୌଣସି ମତ ରଖି ନାହାନ୍ତି। କିନ୍ତୁ ଦୁଇ ଜଣ ଏକା ସହିତ ବହୁତ୍ ଥର ମିଡ଼ିଆ ସାମ୍ନା ରେ ନଜର ଆସିଛନ୍ତି । 2016 ମସିହା ରେ ଟାଇଗର ସୋଫ ଓ ଦିଶା ପଟାନି ବେଫିକର୍ ଗୀତ ରେ ନଜର ଆସିଥିଲେ ଓ ଏହାପରେ ବାଘୀ 2 ଫିଲ୍ମ୍ ରେ ନଜର ଆସିଥିଲେ । ତେବେ ଦୁଇ ଜଣଙ୍କ ଯୋଡ଼ି ମଧ୍ୟ ଫ୍ୟାନ ମାନେ ଖୁବ୍ ପସନ୍ଦ କରନ୍ତି ।

ଆଗକୁ ଦୁଇ ଜଣଙ୍କ ବହୁତ୍ ଫିଲ୍ମ୍ ରିଲିଜ୍ ହେବାକୁ ଯାଉଛି ଯେଉଁଥିପାଇଁ ଦୁଇଜଣ ସୁଟିଂ ରେ ବ୍ୟସ୍ତ ଥିବାର ଶୁଣିବାକୁ ମିଳିଛି । ତେବେ ଆପଣ ଙ୍କୁ ଏହି ଦୁଇଜଣ ଙ୍କ ଯୋଡ଼ି କିପରି ଲାଗେ ଆମକୁ କମେଣ୍ଟେ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ ଏହା ସହିତ ଦୁଇ ଜଣଙ୍କ ଦ୍ୟାନ୍ସ ଭିଡିଓ ଆପଣଙ୍କୁ କିପରି ଲାଗେ ଆମକୁ ନିଶ୍ଚୟ ଭାବରେ ଜଣାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment