OMG ! ପେଟରେ ବଢୁଥିଲା କଅଁଳ ଜୀବନ, ମାରିଦେଲେ… ଦେଖନ୍ତୁ Video

ଆଉ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ଜଣେ ନବ ବିବାହିତ ମହିଳାଙ୍କର ମୃତ୍ୟୁ ଯାହା ଏବେ ଚାଂଚଲ୍ୟ ସୃଷ୍ଟି କରିଛି। ଆଉ ଏବେ ଏହିପରି ଅନେକ ଘଟଣା ଦେଖିବାକୁ ମିଳିଥିଲେ ମଧ୍ୟ ଏହା ଏକ ରହସ୍ୟ ଜନକ। ଏହି ଘଟଣା ରେ ନୂଆ କରି ବିବାହ କରିଥିଲେ ହେଲେ କିଛି ଦିନ ପରେ ଶାଶୁଘର ଲୋକ ବହୁତ ନିର୍ଯ୍ୟାତନା ମଧ୍ୟ ଦେଇଥିଲେ ଯାହା ଥିଲା ତାଙ୍କର ଅଭିଯୋଗ ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ।

ଏଠାରେ ଦେଖୁବାକୁ ମିଳିଥିବା ଘଟଣା ଟି ଏକ ଭିନ୍ନ ଧରଣର ଯାହା ଏକ ଦୁଃଖଦପୁର୍ଣ୍ଣ। ଆଉ ଏଠାରେ ଏହିଭଳି ଭାବରେ କିଛି ଯୋଜନା ବଦ୍ଧ କରି ସେହି ନବ ବିବାହିତ କରିଥିବା ଯୁବତୀଙ୍କୁ ହତ୍ୟା କରିଥିବା ନେଇ ଘର ଲୋକ ଅଭିଯୋଗ ଆଣିଛନ୍ତି। ଆଉ ଏବେ ଶୁଣିବାକୁ ମିଳିଛି ସେହି ନବ ଦମ୍ପତି ଦୁହେଁ ମିଶି କରି ଘର ଛାଡି ଭଡା ଘରେ ରହୁଥିଲେ। ଆଉ ଏହିପରି ସମୟରେ ଜଣେ ନୂଆ ବାହାଘର ପରେ ତାଙ୍କ ଶାଶୁଘର କୁ ଆସିବା ସମୟରେ ସାଧାରଣ ଭାବରେ ଯୌତୁକ ଓ କିଛି ଟଙ୍କା ଆଣି ଥାଆନ୍ତି ଏଠାରେ ସେହି ଯୁବତୀ ମଧ୍ୟ ବିବାହ କରିବା ବେଳେ ସବୁ ଜିନିଷ ଆଣିଥିଲର ହେଲେ ପରବର୍ତ୍ତୀ ସମୟରେ ଅଧିକ ଆଣିବା ଲାଗି ନିର୍ଯ୍ୟାତନା ଦେଇଥିଲେ ଯାହା ତାଙ୍କ ଘର ଲୋକ ଅଭିଯୋଗ ଆଣିଛନ୍ତି।

ଆଉ ଏହି ଘଟଣା ରେ ଯେପରି ହୋଇଛି ତାହା ସେଥିରେ କିଛି ରହସ୍ୟ ଲୁଚି ରହିଥିବା ନେଇ କନ୍ୟା ର ବାପା କହୁଛନ୍ତି। ଆଉ ଏଠାରେ ତାଙ୍କର ବାପା କହୁଛନ୍ତି ଯେ ସେ ଦୁହେଁ ପ୍ରଥମେ ବିବାହ କରିଥିଲେ ପରବର୍ତ୍ତୀ ସମୟରେ ସେ ଦୁହିଁଙ୍କର ବୈଦିକ ରୀତିନୀତି ରେ ବାହାଘର ହୋଇଥିଲା। ଆଉ ସେହି ଯୁବତୀ ଜଣଙ୍କ ମଧ୍ୟ ଏକ ବ୍ୟାଙ୍କ ରେ ଚାକିରୀ କରିଥିଲେ ଯାହା ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି ଏବଂ ସେ ବିବାହ ସମୟରେ ସବୁ ଟଙ୍କା ପଇସା ସହିତ ଜିନିଷ ଯାହା ବି ଦିଆ ଯାଏ ବାହାଘର ସମୟରେ ସବୁ ବର କୁ ଦିଆ ଯାଇଥିଲା। ଆଉ ବାହାଘର ର କିଛି ଦିନ ସେହି କନ୍ୟାର ରହସ୍ୟ ଜନକ ଭାବରେ ମୃତ୍ୟୁ ହୋଇଥିଲା ଯାହାର କାରଣ ଅସ୍ପଷ୍ଟ। ଆଉ ଏହି ସମୟରେ ପୋଲିସ ଏହି ଘଟଣା କୁ ନେଇ ତଦନ୍ତ ଚଲେଇଛି।

ଆଉ ଏଠାରେ ଯାହା ଶୁଣିବାକୁ ମିଳିଛି ଯେ ସେଦିନ ରାତିରେ ବାଥରୁମ ରେ ଥିବା ଅବସ୍ଥାରେ ଗୋଡ଼ ଖସି ଯାଇଥିଲା ତାପରେ ମେଡିକାଲ ନେବା ପରେ ଡାକ୍ତର ମୃତ୍ୟୁ ବୋଲି ଘୋଷଣା କରିଛନ୍ତି ଯାହାକୁ ଏବେ ତାଙ୍କ ଘର ଲୋକ ମାନିବାକୁ ରାଜି ନାହାଁନ୍ତି। ଆଉ ଏପଟେ ଯୁବତୀର ପରିବାର ଲୋକ ଭଦ୍ରକ ଜିଲ୍ଲାର ଆରକ୍ଷ୍ୟ ଅଧକାରୀ ଙ୍କୁ ଭେଟି ଅଭିଯୋଗ କରିଛନ୍ତି ଘଟଣା ର ସତ୍ୟାସତ୍ୟ ଜାଣିବା ପାଇଁ ଯାହା ଏବେ ତଦନ୍ତ ପରିସର ଭୁକ୍ତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment