Odisha News Portal

ଦେଖନ୍ତୁ ଭିଡ଼ିଓ : Ollywood ର ନୂଆ ବାହା ହୋଇଥିବା actress ମାନେ କିପରି ଭାବରେ ସାବିତ୍ରୀ ଓଷା ପାଳନ କଲେ ଦେଖନ୍ତୁ ଏହି ଭିଡ଼ିଓ ରେ

ସାଧାରଣତଃ ଆପଣ ମାନେ ଦେଖିଥିବେ ସେଲିବ୍ରେଟି ମାନଙ୍କ ର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମନେ କୌତୁହଳ ପ୍ରକାଶ କରିଥାନ୍ତି। କିନ୍ତୁ ଯଦି ଆମେ ଚଳଚିତ୍ରରେ ଅଭିନୟ କରୁଥିବା କଳାକାରଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ପ୍ରତ୍ୟେକ ଦିନର ରହଣି ଅନ୍ୟ ସାଧାରଣ ଲୋକଙ୍କ ଠାରୁ ଅଲଗା ହୋଇଥାଏ। କଳା ଜଗତରେ ତୋ ଅନେକ କଳାକାର ଅଭିନୟ କରିଥାନ୍ତି , କିନ୍ତୁ ଯେଉଁ କଳାକାର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କୁ ଭଲ ପାଇଥାନ୍ତି ଏବଂ ତାଙ୍କର ଫ୍ୟାନ ହୋଇଯାଆନ୍ତି। ଦର୍ଶକମାନେ ନିଜ ନିଜର ପସନ୍ଦିତା ଅଭିନେତା ଅଭିନେତ୍ରୀ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ କୌତୁହଳ ରହିଥାଏ।

ତେବେ ବନ୍ଧୁଗଣ ଆଜି ଆମେ ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୂଆ ବିବାହିତା କଳାକାର ମାନେ କିପରି ଭାବରେ ସାବିତ୍ରୀ ଓଷା କରିଥିଲେ ସେମାନଙ୍କ ବିଷୟରେ କହିବା ପାଇଁ ଯାଉଛୁ। ତେଣୁ ଆଜି ଆମେ ଗୋଟି ଗୋଟି ସମସ୍ତ କଳାକାରଙ୍କ ସମ୍ପର୍କରେ ଜଣେଇବୁ। ଆପଣ ମାନେ ନିଜେ ମଧ୍ୟ ଦେଖିଲେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ ସେମାନେ ଏତେ ବଡ କଳାକାର ହୋଇ ମଧ୍ୟ ଏମିତି ଓଷା ପାଳନ କଲେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଦେଖିବା ସେଲିବ୍ରେଟି ମାନେ କିପରି ଭାବରେ ଓଷା ପାଳନ କଲେ।

ପୌରାଣିକ କାଳରୁ ଏହି ସାବିତ୍ରୀ ଓଷା ଚାଲି ଆସିଛି, ସାବିତ୍ରୀ ନିଜେ ଏହି ଓଷା କରି ନିଜର ସ୍ୱାମୀକୁ ଯମ କବଳରୁ ଛଡାଇ ଆଣି ଥିଲେ ନିଜ ସ୍ୱାମୀକୁ। ସେହି ଦିନ ଠାରୁ ସବୁ ବିବାହିତା ନାରୀ ମାନେ ଉପବାସ ରହି ଏହି ସାବିତ୍ରୀ ଓଷା ପାଳନ କରିଥାନ୍ତି। ନିଜ ସ୍ୱାମୀଙ୍କ ଦୀର୍ଘାୟୁ ହେବା ନିମନ୍ତେ, ବିଶ୍ୱାସ ରହିଛି ଯେ ଏହା ଦ୍ୱାରା ସ୍ୱମୀ ଙ୍କ ଉପରେ ହେବାକୁ ଥିବା କୌଣସି ବିପଦ ଏହି ବ୍ରତ ମାଧ୍ୟମରେ ଦୁରେଇ ଯାଇଥାଏ। ତେବେ ଏହି ଓଷାରେ ପ୍ରାୟ ସମସ୍ତ ବିଧବା ନାରୀ ସ୍ବାମୀଙ୍କ ମଙ୍ଗଳ କାମନା ନିମନ୍ତେ ଏହି ବ୍ରତ ପାଳନ କରିଥାନ୍ତି।

ତେବେ ସାଧାରଣ ଲୋକଙ୍କ ପରି ଆମର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଯେଉଁ ମାନେ ନୂଆ ବିବାହ କରିଛନ୍ତି ସେମାନଙ୍କୁ ମଧ୍ୟ ଏହି ଓଷା କରୁଥିବାର ଦେଖିବା ପାଇଁ ମିଳିଛି। ଯେମିତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର ନାୟିକା ଅର୍ଚ୍ଚିତା ସବ୍ୟସାଚୀଙ୍କ ପାଇଁ ଓଷା ପାଳନ କରିଥିବା ଦେଖିବା ପାଇଁ ମିଳିଛି। ସେହିପରି ଭାବରେ ଆହୁରି ଅନେକ ନୂଆ ନୂଆ କଳାକାର ମାନେ ମଧ୍ୟ ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ଆମେ ଭଗବାନ ଙ୍କ ନିକଟରେ ଏତିକି ପ୍ରାଥନା କରୁଛୁ, ଭଗବାନ ସମସ୍ତ ଙ୍କୁ ଭଲରେ ରଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।