Odisha News Portal

Ollywood News – ହଠାତ କ’ଣ ପାଇଁ ବିବାହର ୧୫ ଦିନ ପରେ ପୋଲିସ ନିକଟରେ ପହଞ୍ଚିଲେ ସବ୍ୟ ଅର୍ଚ୍ଚିତା ଘଟଣା ଜାଣିଲା ପରେ ଗୋଡ ତଳୁ ମାଟି ଖସିଯିବ

ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ ମାର୍ଚ୍ଚ ୧ ତାରିଖ ରେ ଅର୍ଚ୍ଚିତା ସବ୍ୟ ଙ୍କୁ ବିବାହ କରିଥିଲେ ଆଉ ବିବାହ ର ପ୍ରାୟ ୫ ଦିନ ପରେ ସେମାନେ ଓଡ଼ିଶା ଫେରିଥିଲେ। ଦୁଇ ଜଣ ରାଜସ୍ଥାନ ରେ ଏକ ବିଳାସପୂର୍ଣ୍ଣ ଅବସ୍ଥା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ବିବାହ ବନ୍ଧନରେ ବାନ୍ଧି ହୋଇ ସାରିବା ପରେ ଆଜି ରାଜସ୍ଥାନ ର ବିଭିନ୍ନ ସ୍ଥାନ ରେ ବୁଲୁ ଥିଲେ ସବ୍ୟସାଚୀ ଓ ଅର୍ଚ୍ଚିତା । ତେବେ ବର୍ତ୍ତମାନ ଏକ ଖବର ଖୁବ୍ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ରିଲ ଲାଇଫ ରେ ଲୋକ ମାନଙ୍କ ର ସବୁଠୁ ପ୍ରିୟ ଯୋଡ଼ି ଆଜି ରିଅଲ ଲାଇଫ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ତେବେ ଏହି ଚର୍ଚ୍ଚିତ ଯୋଡ଼ି ଆଉ କେହି ନୁହନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା ସାହୁ ଙ୍କ ଯୋଡ଼ି । ଅଲିଉଡ ର ଏହି ପ୍ରିୟ ଯୋଡ଼ି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।ତେବେ ଆମର ଓ ଆପଣ ମାନଙ୍କ ର ପ୍ରିୟ ଅଭିନେତା ଓ ଅଭିନେତ୍ରୀ ସବ୍ୟସାଚୀ ଓ ଅର୍ଚ୍ଚିତା ସାହୁ ସବୁବେଳେ ନିଜ କାର୍ଯ୍ୟ କଳାପ କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ରେ ରହୁଛନ୍ତି । ବର୍ତ୍ତମାନ ଯଦି ଦେଖିବେ ସବ୍ୟସାଚୀ ଓ ଅର୍ଚ୍ଚିତା ଅଚାନକ ତାମିଲନାଡୁ ପୋଲିସ୍ ଫୋର୍ସ ର ଡିଜିପି ଜେକେ ତ୍ରିପାଠୀ କୁ ସାକ୍ଷାତ୍ କରି ଅଛନ୍ତି । ତେବେ ଅଚାନକ ଭାବେ ସବ୍ୟସାଚୀ ଓ ଅର୍ଚ୍ଚିତା କାହିଁକି ପୋଲିସ୍ ଅଫିସର୍ ଙ୍କ ପାଖକୁ ଯାଇ ଅଛନ୍ତି ଆସନ୍ତୁ ଜାଣିବା ଏହି ଲେଖା ମାଧ୍ୟମରେ ;

ବର୍ତ୍ତମାନ ର ଯେଉଁ ବଡ଼ ଖବର ଟି ରହିଛି ଅଭିନେତା ଓ ଅଭିନେତ୍ରୀ ସବ୍ୟସାଚୀ ଓ ଅର୍ଚ୍ଚିତା ସାହୁ ତାମିଲନାଡୁ ପୋଲିସ୍ ଫୋର୍ସ ର ଡିଜିପି ଜେକେ ତ୍ରିପାଠୀ କୁ ସାକ୍ଷାତ୍ କରି ଅଛନ୍ତି । ଯାହାକି ନିଜେ ସବ୍ୟସାଚୀ ମିଶ୍ର ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ସେୟାର କରିଛନ୍ତି ଓ ଲେଖିଛନ୍ତି ଯେ ଆମେ ତାମିଲନାଡୁ ପୋଲିସ୍ ଫୋର୍ସ ର ଡିଜିପି ଜେକେ ତ୍ରିପାଠୀ କୁ ସାକ୍ଷାତ୍ କରି ଅଛୁ।

ସେ ଜଣେ ସଚ୍ଚୋଟ ପୋଲିସ୍ ଅଫିସର୍ ଅଟନ୍ତି ଯିଏକି କରନା ସଂକ୍ରମଣ ର ଲକ୍ ଡାଉନ୍ ରେ ଦିନ ରାତି ପରିଶ୍ରମ କରି ଲୋକ ମାନଙ୍କୁ ସୁରକ୍ଷା ଦେଇଛନ୍ତି। କେବଳ ତାଙ୍କ ସାହାର୍ଯ୍ୟ ମୁ ହଜାର ହଜାର ଓଡ଼ିଆ ପ୍ରବାସୀ ମାନଙ୍କୁ ଓଡ଼ିଶା କୁ ଫେରାଇ ଆଣିବାକୁ ସକ୍ଷମ ହୋଇଛି।

ତେଣୁ ତାଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଦେଖା କରି ଧନ୍ୟବାଦ ଜଣାଇ ଅଛି । ଅର୍ଥାତ୍ କରନା ସଂକ୍ରମଣ ସମୟ ରେ ତାମିଲନାଡୁ ରେ ଯେଉଁ ଓଡ଼ିଆ ଭାଇ ଭଉଣୀ ମାନେ ଥିଲେ ତାଙ୍କ ସହାୟକ ରେ ସେ ତାଙ୍କୁ ଓଡ଼ିଶା କୁ ଫେରାଇ ଆଣିବାକୁ ସକ୍ଷମ ହୋଇଛନ୍ତି । ତାମିଲନାଡୁ ର ପୋଲିସ୍ ଫୋର୍ସ ର ଡିଜିପି ଜେକେ ତ୍ରିପାଠୀ ତାଙ୍କର ଏହି କାମ ରେ ତାଙ୍କୁ ବେଶ୍ ସାହାର୍ଯ୍ୟ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।