Odisha News Portal

ଦେଖନ୍ତୁ ଭିଡ଼ିଓ – ollywood ହିରୋଇନ ବିଦୁସ୍ମିତା ନୂଆ କରି ଜିମ trainer କଲେ ଏମିତି…..

ଆପଣ ମାନେ ନିଶ୍ଚିତ ଭାବରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ବିଦୁସ୍ମିତା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। ତେବେ ବର୍ତ୍ତମାନ ସେ ନିଜର ଫିଗର୍ ପ୍ରତି ଅଧିକ ଧ୍ୟାନ ଦେଉଥିବା ର ନଜର ଆସିଛନ୍ତି ଓ ସେ ଏଥିପାଇଁ ପ୍ରତିଦିନ ଜିମ ଯିବା ସହିତ ରେଗୁଲାର ଏକ୍ସସାଇଯ କରୁଥିବାର ନଜର ଆସିଛନ୍ତି । ତେବେ ଯିମ୍ ରେ ବିଦୁସ୍ମିତା ଙ୍କ ସହିତ ଶ୍ରୀରାମ ମଧ୍ୟ ଜୀମ ରେ ନଜର ଆସିଛନ୍ତି ଯେଉଁଠି ସେ ବିଦୁସ୍ମିତା କୁ ଏକ୍ସସାଇଯ କରିବାରେ ସାହାର୍ଯ୍ୟ କରିଥିବାର ନଜର ଆସିଛନ୍ତି। ତେବେ ବର୍ତ୍ତମାନ ବିଦୁସ୍ମିତା ଙ୍କ ଜୀମ ଯାଇ ଏକ୍ସର୍ଶୈଜି କରୁଥିବାର ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

ତେବେ ବିଦୁସ୍ମିତା ଯିମ ରେ ସବୁ ପ୍ରକାର ୱାର୍କ ଆଉଟ୍ କରୁଥିବାର ଦୃଶ୍ୟ ଏହି ଭିଡିଓ ରେ ଦେଖିବାକୁ ମିଳିଛି। ତେବେ ବିଦୁସ୍ମିତା ଓ ଶ୍ରୀରାମ ଙ୍କ ର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଭାଇରଲ ହେବାରେ ଲାଗିଛି । ଲୋକ ମାନେ ତାଙ୍କର ଏହି ଯୋଡ଼ି କୁ ଖୁବ୍ ପସନ୍ଦ କରିବା ସହିତ ସନ୍ଦେହ କରୁଛନ୍ତି ଯେ ଆଗକୁ ହୁଏତ ଶ୍ରୀରାମ ଓ ବିଦୁସ୍ମିତା ଙ୍କ ର ଚଳଚ୍ଚିତ୍ର ଆସିପାରେ । କିନ୍ତୁ ଏହି ବିଷୟ ରେ ବର୍ତ୍ତମାନ କୌଣସି ପ୍ରକାର ସୂଚନା ମିଳି ପାରିନାହିଁ । ବିଦୁସ୍ମିତା ଙ୍କୁ ଜୀମ୍ ରେ ଟ୍ରେନିଂ ଦେଉ ଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

ତେବେ ବିଦୁସ୍ମିତା ଯୀମ ଯିବାର ଅଭିଜ୍ଞତା ମଧ୍ୟ ସେୟାର କରିଛନ୍ତି ଓ କହିଛନ୍ତି ସେ ସବୁବେଳେ ଫିଟ୍ ଓ ଫୋଇନ ରହିବାକୁ ପସନ୍ଦ କରନ୍ତି । ଏହା ସହିତ ସେ ଆହୁରି କହିଛନ୍ତି ଯେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ଅନେକ ହିରୋ ହିରୋଇନ୍ ମାନେ ଅଛନ୍ତି ଯେଉଁମାନେ ସର୍ବଦା ଫିଟ୍ ଫାଇନ୍ ଓ ଏଭେରଗ୍ରିନି ଅଛନ୍ତି ସେମାନଙ୍କ ପରି ସେ ମଧ୍ୟ ସର୍ବଦା ଫିଟ୍ ଫାଇନ୍ ଓ ଏଭେରଗ୍ରିନି ରହିବାକୁ ପସନ୍ଦ କରନ୍ତି ଓ ଆଉ ଥରେ ଲାଇମ ଲାଇଟ୍ କୁ ଆସିବେ ବୋଲି କହିଛନ୍ତି। ତେବେ ବିଦୁସ୍ମିତା କହିଛନ୍ତି ଯେ ତାଙ୍କୁ ସବୁବେଳେ ଅଧିକ ପରିଶ୍ରମ କରିବାକୁ ଭଲ ଲାଗେ ଓ ସେ ସବୁବେଳେ ପରିଶ୍ରମ କରନ୍ତି ନିଜର କ୍ୟାରିୟର ପାଇଁ ।

ତେବେ ଏହା ସହିତ ଯେଉଁ ମାନେ ସବୁ ନିଜ ହେଲ୍ଥ ପତି ଅଧିକ ଯତ୍ନବାନ ଅଟନ୍ତି ସେମାନଙ୍କୁ ସେ କହିଛନ୍ତି ଯେ ଯଦି ଆପଣ ୱର୍କ୍ ଆଉଟ୍ କରିବାକୁ ଯାଉଛନ୍ତି ତେବେ କେବେ ମଧ୍ୟ ଖାଲି ପେଟରେ ଯାଆନ୍ତୁ ନାହିଁ ସବୁବେଳେ କିଛି ଲାଇଟ୍ ଫୁଡ୍ ଖାଇ ଯାଆନ୍ତୁ । ସେ ଜୀମ ଯିବା ପୂର୍ବରୁ ତାଙ୍କୁ ବାସୀ ରୁଟି ପସନ୍ଦ ସେ ବାସୀ ରୁଟି ସହିତ ମହୁ ଖାଇକି ଯାଆନ୍ତି ଏହା ସହିତ ବ୍ଲାକ କଫି ପିଇ ମଧ୍ୟ ଯାଇ ଥାନ୍ତି।

ତେବେ ବିଦୁସ୍ମିତା ଙ୍କ ଏହି ଯୀମ୍ ଯିବା ଭିଡିଓ ଯେଉଁଥିରେ ଶ୍ରୀରାମ ତାଙ୍କୁ ହେଲ୍ପ କରୁଛନ୍ତି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ଓ ଲୋକ ମାନେ ଭାବୁଛନ୍ତି ତାଙ୍କର ଆଗକୁ କୌଣସି ଫିଲ୍ମ୍ ଆସିବାକୁ ଯାଉଛି। କିନ୍ତୁ ଆପଣଙ୍କୁ ଜଣାଇ ଦେଉଛୁ ଯେ ଏମିତି କିଛି ସୂଚନା ମିଳିନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।