Odisha News Portal

ଓଲିଉଡ ର ସୁପର ଷ୍ଟାର ସବ୍ୟସାଚୀ ମିଶ୍ର କଣ ପାଇଁ, ପ୍ରଥମ ସ୍ତ୍ରୀ ସୀମାଙ୍କୁ ଛାଡପତ୍ର ୨୦୧୫ ରେ ଦେଇଥିଲେ ? ଜାଣନ୍ତୁ ଏହାର କାରଣ..

ସାଧାରଣ ମନୁଷ୍ୟ ଠାରୁ ଜଣେ କଳାକାରଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। କଳା ଜଗତରେ ଅନେକ କଳାକାର ଅଭିନୟ କରିଥାନ୍ତି। ଯେଉଁ କଳାକାର ନିଜର ଅଭିନୟ ଠିକ ଭାବରେ ପ୍ରଦର୍ଶନ କରିଥାଏ। ଲୋକ ମାନେ ସେମାନଙ୍କୁ ଭଲ ପାଇଥାନ୍ତି। ଲୋକମାନେ ନିଜ ନିଜର ପସନ୍ଦିତା କଳାକାରଙ୍କ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଲୋକ ମାନଙ୍କ ମନ ମଧ୍ୟରେ ଇଛୁକକତା ରହିଥାଏ।

ତେବେ ବର୍ତ୍ତମାନ ଓଲିଉଡ ଜଗତରେ ଏକ ଖୁସି ଖବର ଶୁଣିବା ପାଇଁ ମିଳୁଛି। ଆପଣ ମାନଙ୍କର ଅତି ପ୍ରିୟର ଅଭିନେତା ତଥା ସମାଜ ସେବକ ସଭ୍ୟସାଚି ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା କିଏ ସେ ଝିଅ ଯାହାକୁ ସୁପର ଷ୍ଟାର ସଭ୍ୟସାଚି ମିଶ୍ର ବିବାହ କରିଛନ୍ତି।

ତେବେ ସଭ୍ୟସାଚି ମିଶ୍ର ଏବଂ ଅର୍ଚ୍ଚିତାଙ୍କର ବାହାଘର ରାଜସ୍ଥାନର ଏକ ହୋଟେଲରେ ସରିଛି। କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ସଭ୍ୟସାଚି ମିଶ୍ର ଏବଂ ପ୍ରଥମ ସ୍ତ୍ରୀ ସୀମାଙ୍କୁ ନେଇ ଏକ ପ୍ରଶ୍ନ ବାଚି ସୃଷ୍ଟି କରିଛି। ସବ୍ୟସାଚୀ ମିଶ୍ର ଏବଂ ସୀମାଙ୍କୁ କଣ ପାଇଁ ଛାଡ଼ ପତ୍ର ଦେଇଥିଲେ, ଦୁଇ ଜଣଙ୍କ ମଧ୍ୟରେ କଣ ହୋଇ ଥିଲା ଏବଂ ବାହା ଘର କେବେ ହୋଇଥିଲା, ବାହାଘର ପରେ କଣ ଘଟିଥିଲା ଏହି ସବୁର କାରଣ ଜାଣିବା ନିଜର ଫ୍ୟାନ ମାନଙ୍କ ମଧ୍ୟରେ ଇଛୁକତା ଅନେକ ରହିଛି। ଏହି ସବୁ ପ୍ରଶ୍ନର ଉତ୍ତର ଆମେ ନିଶ୍ଚିତ ଭାବରେ ଜଣେଇବା ପାଇଁ ଯାଉଛୁ, ତେବେ ଆସନ୍ତୁ ଜାଣିବା;

ବର୍ତମାନ ସମୟରେ ସବ୍ୟସାଚୀ ମିଶ୍ର ଅର୍ଚ୍ଚିତାଙ୍କୁ ବିବାହ କରିଛନ୍ତି ସତ କିନ୍ତୁ ଆପଣମାନେ ଜାଣିଛନ୍ତି ଯେ ଏହା ପୂର୍ବରୁ ସେ ସେ ସୀମାଙ୍କୁ ବିବାହ କରିସାରିଥିଲେ। ସବ୍ୟସାଚୀ ମିଶ୍ର ନିଜର ବିବାହ ସମ୍ପର୍କରେ କେବେବି କହି ନାହାନ୍ତି ସତ କିନ୍ତୁ ସେ ଯେତେବେଳେ କଲେଜ ସମୟରେ ଇଂଜିନିୟରିଂ କରୁଥିଲେ ସେତେବେଳେ ନିଜ ସହିତ ସୀମା ମଧ୍ୟ ପାଠ ପଢୁଥିଲା।

ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏବଂ ସେ ସେତେବେଳେ ସୀମାଙ୍କୁ ବିବାହ କରିଥିଲେ। ଦୁଇ ବର୍ଷ ଏକାଠି ରହିଥିଲେ, ଏକାଠି ରହିବା ପରେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ଭୁଲ ବୁଝମଣା ହୋଇ ସେମାନେ ଦୁଂହେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ଦୁଇ ଜଣଙ୍କ ସହମତିରେ ସେମାନଙ୍କ ଛାଡପତ୍ର ୨୦୧୫ ମସିହାରେ ହୋଇଥିଲା।

ତାପରେ ସେ ନିଜର ଇଂଜିନିୟରିଂ ଛାଡି ସେ ଅଭିନୟ ଦୁଆରେ ପାଦ ଦେଇଥିଲେ। ଖୁବ କମ ଦିନ ମଧ୍ୟରେ ନାଁ କମେଇ ଥିଲେ। ଏହା ସହିତ ଆପଣମାନେ ଅର୍ଚ୍ଚିତା ଓ ସବ୍ୟ ସାଚୀ ଉଭୟ ଏକାଠି ଅନେକ ଗୁଡିଏ ଫିଲ୍ମ କରିଥିଲେ। ଦୁଇ ଜଣଙ୍କ ଜଡିକୁ ଲୋକମାନେ ଖୁବ ପସନ୍ଦ କରିଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଉଭୟ ଅର୍ଚ୍ଚିତା ଓ ସବ୍ୟସାଚୀ ରିଲ ଲାଇଫ ରୁ ରିୟଲ ଲାଇଫରେ ଜୀବନ ସାଥି ହୋଇ ଛନ୍ତି। ଦୁଃହୀଙ୍କ ଫ୍ୟାନ ମାନେ ଅନେକ ସୁବେଛା ଓ ଆଶୀର୍ବାଦ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।