Odisha News Portal

କମବୟସରେ ଓଲିଡରେ ଅଭିନେତ୍ରୀ ଭୂମିକାଙ୍କ କମାଲ, , ଖୁବଶିଘ୍ର ଦେବାକୁ ଯାଉଛନ୍ତି ଦର୍ଶକଙ୍କୁ ବହୁତ ବଡ ଖୁସିଖବର ! ଜାଣିଲେ ଆପଣ ବି ପାଟିରେ ହାତ ଦେଇଦେବେ……..

0 5

ଭୂମିକା ଓଲିଉଡରେ ଏବେ ତାଙ୍କର ଦବଦବା ବହୁତ ଭଲ ଚାଲିଛି । ଗୋଟିଏ ପରେ ଗୋଟିଏ ଫିଲ୍ମ ସାଇନ କରିବାରେ ଲାଗିଛନ୍ତି ଭୂମିକା । ଆଗକୁ ଚାଙ୍କର ପିଲ୍ମ ଆସୁଛି ତୁ ମୋ ଲଭ ଷ୍ଟୋରୀ 2 । ସିନେ ପ୍ରେମୀ ମାନେ ଏବେ ଏଥର ଅନ୍ୟ ଏକ ଲକ୍ଷ ଷ୍ଟୋରୀ ଦେଖିବାକୁ ପାଇବେ । କେବଳ ନୂଆ ଲଭ ଷ୍ଟୋରୀ ନୁହେଁ ଏବେ ପୁଣି ଥରେ ସ୍ୱରାଜ ଏବଂ ଭୂମିକାଙ୍କ ଯୋଡି ଦେଖିବାକୁ ପାଇବେ । ସିନେମାନ ସୁଟିଙ୍ଗରେ ଏବେ ବହୁତ ବ୍ୟସ୍ତ ଫିଲ୍ମର ପ୍ରଯୋଜନ ସଂସ୍ଥା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ବାର ସମ୍ଭାଳିଛନ୍ତି ତାପସ ସରଘରିଆ ।

ନାୟିକା ଭୂମିକା ଇଣ୍ଡଷ୍ଟ୍ରିକୁ ଯେତୋଟି ପିଲ୍ମ ଆଣିଛନ୍ତି ସମସ୍ତ ସିନେମାରେ କିଛି ନୂଆ ନୂଆ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ପାଇଛନ୍ତି । ଏହା ସହ ସେଥିରେ ସେ ସଫଳତା ମଧ୍ୟ ପାଇଛନ୍ତି । ସିନେମା ଶ୍ରୀମାନ ସୁରଦାସରେ ଭୂମିକା ନଜର ଆସିଥିଲେ ଗୋଟିଏ ଡ୍ୟାନ୍ସ ଟିଚର ଭାବରେ ।

କ୍ୟାରେକଟରକୁ ନେଇ ଭୂମିକାଙ୍କ ଅବିନୟ ବଳିଷ୍ଟ ମଧ୍ୟ ଥିଲା । ଏହି ସିନେମାରେ ବାବୁସାନ ଏବଂ ଭୂମିକାଙ୍କ ଯୋଡି ମଧ୍ୟ ଜମିଥିଲା । ସିନେମାର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଥିଲେ ଅଶୋକ ପତି । ଆଗରୁ ମଧ୍ୟ ହିରୋ ନଂ 1 ରେ ଦର୍ଶକ ମାନେ ବାବୁସାନ ଏବଂ ଭୂମିକାଙ୍କର ଯୋଡି ଦେଖିବାକୁ ପାଇଥିଲେ । ପ୍ରଥମେ ଚାଇଲଡ ଆକ୍ଟର ଭାବେ ପାଇଥିଲେ ପିଲ୍ମରେ ଅଫର ତାହା ପୁଣି ପିଲ୍ମ ରୁମକୁ ଝୁମାନାରେ । ଏହା ପରେ ପିଲ୍ମ ତୁ ମୋ ଲଭ ଷ୍ଟେରୀରେ ପାଇଲେ ଲିଡ ନାୟିକା ଭାବେ ଅଭିନୟ କରିବାର ମଉକା । ଏହି ପିଲ୍ମରେ ସ୍ୱରାଜ ଏବଂ ଭୂମିକାଙ୍କର ଯୋଡି ଜମିଥିଲା ।


ଭୂମିକାଙ୍କର ଅନ୍ୟ ଏକ ପିଲ୍ମ ଆଗକୁ ଆସିବା ପାଇଁ ଯାଉଛି , ଯାହାର ନାମ ରହିଛି ନାୟକର ନାମ ଦେବଦାସ । ଏଥିରେ ଭୂମିକା ପାର ଚରିତ୍ରରେ ନଜର ଆସିବେ । ଦେବଦାସ ଚରିତ୍ରରେ ପାର କ୍ୟାରେକଟରକୁ ଭୂମିକାଙ୍କ ଲୁକ ମଧ୍ୟ ରଏଲ ଲାଗୁଛି । ଭୂମିକାଙ୍କର ଅପଜିଟରେ ଦେବଦାସ ଚରିତ୍ରରେ ରହିଛନ୍ତି ଅଭିନେତା ଅସିତ । ପାର ଦେବଦାସଙ୍କୁ ନେଇ ତିଆରି ହୋଇଥିବା ଏହି ପିଲ୍ମକୁ ନେଇ ବହୁତ ପରିଶ୍ରମ କରିଛନ୍ତି ଭୂମିକା ।

ଏହି ପିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି ମୃତ୍ୟୁଞ୍ଜୟ ସାହୁ । ଇମୋସନାଲ ହେଉ କି ରୋମାଣ୍ଟିକ ସିନ ସବୁଥିରେ ଭୂମିକାଙ୍କର ଭୂମିକା ରହିଥାଏ ଟିକେ ହଟକେ । ପ୍ରତ୍ୟେକ ପିଲ୍ମରେ ଭୂମିକା ନିଜର 100 ପ୍ରିତିଶତ କଷ୍ଟ କରିବା ପାଇଁ ଚେଷ୍ଟା କରିଥାନ୍ତି , ତାଙ୍କର ଟେଲେଣ୍ଟକି ସେ ସେଥିରେ ଦେଖାଇଥାନ୍ତି । ତେବେ ଆଗକୁ ଆସୁଥିବା ଏହି ଫିଲ୍ମରେ ଜଣାପଡିବ କି ଭୂମିକା ତାଙ୍କର କ୍ୟାରେକଟରକୁ କିପରି ନିଭାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।