Viral Video – ଓଡିଆ ହିରୋଇନ ରିୟା ଦେ ( Riya de ) ଙ୍କର ନିର୍ବନ୍ଧ ପୁରା ଭିଡ଼ିଓ ଦେଖନ୍ତୁ….

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ହିରୋ ଆଉ ହିରୋଇନ ମାନଙ୍କୁ ନେଇକି ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥାଏ ପ୍ରତେକ ଦିନ | ତେବେ ବର୍ତ୍ତମାନ ସେହି ଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି ଦେଖିବାକୁ ମିଳିଛି କି ଅଲିଉଡ ର ଚୁଲବୁଲି ନାୟିକା ସମସ୍ତଙ୍କର ଅତି ପ୍ରିୟର ଅଭିନେତ୍ରୀ ରିୟା ଦେ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ରିୟା ଦେ ଙ୍କର ରିଙ୍ଗ ସେରିମନି ର କିଛି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓ ଉପରେ ଟିକିଏ ନଜର ପକାଇବା |
ନିଜର ଅଭିନୟ ଥିଲା ତାଙ୍କର ପିଲା ଦିନରୁ ଇଚ୍ଛା, ଆଉ ଡାନ୍ସ ଥିଲା ତାଙ୍କର ଜୀବନ ଆଉ ସେହି ଅଭିନୟ ଆଉ ଡାନ୍ସ ର ଝଲକ ଦେଖାଇଥିଲେ ଓଡିଶା ର ଅଗଣିତ ଦର୍ଶକ ମାନଙ୍କୁ ରିୟା | ଆଉ ଅଭିନେତ୍ରୀ ରିୟା ତାଙ୍କର ନିଆରା ଅନ୍ଦାଜ ରେ କିଣି ନେଇଥିଲେ ସମସ୍ତଙ୍କର ହୃଦୟକୁ | ଆଉ ଯାହା କୁହାଯାଉଛି କି ପ୍ରଥମେ “ପ୍ରେମ ଅଢେଇ ଅକ୍ଷୟ ” ଫ୍ଲିମ ଟି ତାଙ୍କର ପ୍ରଥମ ଚଳଚିତ୍ର ଥିଲା | ଆଉ ସେହି ଫ୍ଲିମ ରେ ସେ ପ୍ରଥମେ ଫ୍ଲିମ ଜଗତରେ ପାଦ ଦେଇଥିଲେ ଆଉ ଯେଉଁଥିପାଇଁ ସେ ସମସ୍ତଙ୍କର ହୃଦୟରେ ଦର୍ଶକ ମାନଙ୍କର ମନକୁ କିଣି ନେଇଥିଲେ |
ତେବେ ଏଠାରେ ଦେଖିବାକୁ ମିଳିଛି କି ଅଲିଉଡ ର ସେହି ଚୁଲବୁଲି ନାୟିକା ଙ୍କର ମନରେ ନାୟକ ଆସିବାକୁ ଯାଉଛନ୍ତି | ଆଉ ସେ ହାତରୁ ଦୁଇ ହାତ ମଧ୍ୟ ହେବାକୁ ଯାଉଛନ୍ତି, ଆଉ ସେ ବର୍ତ୍ତମାନ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହେବାକୁ ଯାଉଛନ୍ତି | ତେବେ ତାଙ୍କର ରିଙ୍ଗ ସେରିମନି ର କିଛି ଭିଡିଓ ବର୍ତ୍ତମାନ ଗଣ ମାଧ୍ୟମ ସାମ୍ନା କୁ ଆସିଛି | ଆଉ ଯେଉଁଠି ସେ ତାଙ୍କର ହେବାକୁ ଯାଉଥିବା ମନର ନାୟକ ଙ୍କ ସହିତ ଖୁସି ମନାଉଛନ୍ତି କେକ କାଟୁଛନ୍ତି ଆଉ ତାହା ସହିତ ନିର୍ବନ୍ଧ ମଧ୍ୟ କରୁଛନ୍ତି |

ଆଉ ଯାହା ଜଣା ପଡିଛି କି ସୁନ୍ଦରୀ ନାୟିକା ରିୟା ବର୍ତ୍ତମାନ ପ୍ରେମ ବିବାହ କରିବାକୁ ଯାଉଛନ୍ତି |ବାଲେଶ୍ୱର ଜିଲ୍ଲା ରେ ରିୟା ଙ୍କର ଘର ହୋଇଥିବାରୁ ସେହିଠାରେ ରିଙ୍ଗ ସେରିମନି ପାର୍ଟି ହୋଇଥିଲା |ଆଉ ସେହି ଚୁଲବୁଲି ନାୟିକା ରିୟା ଦେ ବିବାହ କରୁଛନ୍ତି ବିଜନେସମେନ ସୁନୀଲ ଙ୍କୁ | ଆଉ ରିୟା ଆଉ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପୂର୍ବରୁ ଥିଲା ଆଉ ସେ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment