OMG ! ଓଡ଼ିଆ ଯୁବକଙ୍କ Audio Call ହେଲା ଭାଇରାଲ୍ ଆପଣ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ…ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ହେଉଛି ଟେକ୍ନୋଲୋଜିର ଯୁଗ ଏହାର ଏକ ବଡ଼ ଦାନ ହେଉଛି ଆଜିକାଲିର ସୋସିଆଲ ମିଡ଼ିଆ। ତେବେ ସୋସିଆଲ ମିଡ଼ିଆ ସମାଜରେ ଏକ ବଳିଷ୍ଠ ମାଧ୍ୟମ ଭାବରେ ସ୍ଥାନ ଗ୍ରହଣ କରିଛି। ସୋସିଆଲ ମିଡିଆରେ ବର୍ତ୍ତମାନ ଛୋଟ ଛୁଆ ମାନଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତିଦିନ ଅଙ୍ଗାଅଙ୍ଗୀ ଭାବରେ ଜଡିତ ଅଟନ୍ତି। ଆଜିକାଲି ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ରହିଛି ଓ ଏହା ଦ୍ୱାରା ସେମାନେ ଅନେକ ପ୍ରକାରର ଭିଡ଼ିଓ କରି ପୋଷ୍ଟ କରି ଥାଆନ୍ତି। ବର୍ତ୍ତମାନର ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ରେ ଖୁସି ଲାଗିବା ସହିତ ବହୁତ ଆନନ୍ଦ ମଧ୍ୟ ଲାଗିଥାଏ। ଯଦି ସେହି ଭିଡ଼ିଓ ମଧ୍ୟରୁ କୌଣସି ମଜଳିଆ ଓ କୌତୁକିଆ କଥା ଶୁଣିବା ପାଇଁ ମିଳିଥାଏ, ତା’ହେଲେ ମନ ଖୁସିରେ ଉତଫୁଲିତ ହୋଇ ଯାଇଥାଏ। ଠିକ ସେମିତି ବର୍ତ୍ତମାନ ଏଭଳି କିଛି ଭିଡ଼ିଓ ସାମ୍ନାକୁ ଆସିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଭିଡ଼ିଓ ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଭିଡ଼ିଓ ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଖୁସି ଅନୁଭବ କରିବେ। ତାହା ହେଉଛି ଜଣେ ଓଡ଼ିଆ ଯୁବକଙ୍କ ଅଡିଓ କଲ ଭାଇରଲ ହେଉଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଜଣେ ଗ୍ରାହକ ଜଣେ କଷ୍ଟମର କେୟାରଙ୍କ ସହିତ ଏଭଳି ଭାବରେ କଥା ହେଉଛନ୍ତି ଯାହାକି ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। କଷ୍ଟମର କେୟାରର ଜଣେ ଯୁବତୀ ଜଣେ ଗ୍ରାହକଙ୍କ ସହିତ ହିନ୍ଦୀରେ କଥା ବାର୍ତା ହେଉଛନ୍ତି। କିନ୍ତୁ ଗ୍ରାହକ ଜଣଙ୍କ ତାଙ୍କ ସହିତ ହିନ୍ଦୀରେ ଠିକ ଭାବରେ କଥା ବାର୍ତା ହୋଇ ପାରୁ ନାହଁନ୍ତି। ସେ କଷ୍ଟମର କେୟାରଙ୍କ ସହିତ କଥା ହେଉଥିବା ସମୟରେ ବେଳେ ବେଳେ ଓଡ଼ିଆ ମିଶାଇ କଥା ହେଉଛନ୍ତି ଓ ଏଥି ସହିତ କହୁଛନ୍ତି ଯେ ମାଡାମ ଆପଣ ଓଡ଼ିଆ ଭାଷା ବୁଝି ପାରୁଛନ୍ତି।

ତେବେ କିନ୍ତୁ କଷ୍ଟମର କେୟାର ଗ୍ରାହକଙ୍କ କଥାକୁ ବୁଝି ପାରୁ ନାହାଁନ୍ତି। ଏହା ପରେ ପୁଣି ଥରେ ଗ୍ରାହକ ଜଣଙ୍କ ହିନ୍ଦୀ ଓ ଓଡ଼ିଆ ମିଶାଇ କଥା ହେଉଛନ୍ତି ମାଡାମ ତାଙ୍କ କଥା ଶୁଣି ବହୁତ ଜୋର ଭାବରେ ହସୁଛନ୍ତି ପୁଣି ଥରେ ଟିକେ ଅଟକି ଯାଇ କଥା ହେଉଛନ୍ତି। ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ଭାଇରଲ ହେବା ପରେ ହଜାର ହଜାର ଲୋକ ମାନେ ଦେଖି ସାରିଲେଣି। ଏଥି ସହିତ ଲୋକ ମାନେ ମଧ୍ୟ ଏହି ଭିଡ଼ିଓକୁ ଦେଖି ବହୁତ ମଜା ନେବା ସହିତ ଖୁସି ମଧ୍ୟ ହୋଇ ଯାଉଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହି ଭିଡ଼ିଓଟିକୁ ଦେଖି ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment