Odisha News Portal

Intresting GK Question – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ହେଲେ ଫେଲ୍ ! ଆପଣ କହିପାରିବେ କି ଏହାର ଉତ୍ତର କଣ ?

ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ ଯାହା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l କେତେକ ପ୍ରଶ୍ନ ର ଉତ୍ତର ଜାଣିଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ , ଲୋକର ଜ୍ଞାନ ବୃଦ୍ଧିର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ପ୍ରକାର ଜ୍ଞାନ ମୂଳକ କାର୍ଯ୍ୟ କରିଥାନ୍ତି । ଏବେକା ସମୟରେ ଆପଣ ମାନେ ଯେ କୌଣସି ଜାଗାକୁ ଜବ କରିବା ପାଇଁ ଗଲେ ପ୍ରଥମେ ଏନଟ୍ରାନ୍ସ , ଇଣ୍ଟରଭ୍ୟୁୟର ସାମ୍ନା କରିବାକୁ ପଡେ ସେଥିରେ ପାସ ହେଲେ ଆପଣଙ୍କୁ ଏକ ଭଲ ସ୍ଥାନରେ ଭଲ ପଦବୀରେ ଜବ ମିଳେ ।

କେତେକ ସମୟରେ ଏହା ମଧ୍ୟ ଦେଖିବାକୁ ମିଳେ କି ଅନେକ ବ୍ୟକ୍ତି ମାନେ ଡିଗ୍ରୀ ପରିଚୟ ହାସଲ କରିଥିଲେ ମଧ୍ୟ ସେମାନଙ୍କର ପାଖରେ ସାଧାରଣ ଜ୍ଞାନ ବିଷୟରେ ବହୁତ କମ ନଲେଜ ରହିଥାଏ । ଯାହା ଦ୍ୱାରା କି ହଠାତ କେହି ସେମାନଙ୍କୁ ଏହା ପଚାରିଦେଲେ ସେଠାରେ ସେମାନେ ଅପମାନିତ ହୋଇଥାନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ଜେନେରାଲ ନଲେଜ ପ୍ରଶ୍ନ ପଚାରିବୁ , ଆପଣ ମାନେ ହୁଏତ ତାହା ଜାଣିଥିବେ ମାତ୍ର ଅନ୍ୟ ପ୍ରଶ୍ନ ଗୁଡିକ ଯଦି ଜାଣିନଥିବେ ତେବେ ଜାଣିଯିବେ । ଯାହା ଫଳରେ କି ଆପଣଙ୍କର ଜ୍ଞାନର ସୀମାକୁ ଅଧିକ ବୃଦ୍ଧି କରିପାରିବେ । ତେବେ ଆସନ୍ତୁ ଜାଣିବା ସେମିତି କିଛି ପ୍ରଶ୍ନ ବିଷୟରେ ।

1–ଓଡିଶାର ପ୍ରଥମ ଓଡିଆ ଚଳଚ୍ଚିତ୍ରର ନାମ କଣ ?

ଉତ୍ତର–ସୀତା ବିବାହ

2–ଓଡିଶାର ପ୍ରଥମ ବେତାର କେନ୍ଦ୍ରର ନାମ କଣ ?

ଉତ୍ତର–କଟକ

3–ଓଡିଶାର ପ୍ରଥମ ଆଇପିଏସ କିଏ ?

ଉତ୍ତର–ସୌମ୍ୟା ମିଶ୍ର

4–ଓଡିଶାର ପ୍ରଥମ ରାଜ୍ୟପାଳ କିଏ ?

ଉତ୍ତର–ସାର ଜନ ଅଷ୍ଟିକ ହବାକ

5–ଓଡିଶାର ପ୍ରଥମ ଓକିଲ କିଏ ?

ଉତ୍ତର–ମଧୁସୂଦନ ଦାସ

6–ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କର ନାମ କଣ ?

ଉତ୍ତର–ହରେକୃଷ୍ନ ମହତାବ

7–ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲର କଲେଜର ପ୍ରଥମ ଅଧ୍ୟକ୍ଷ କିଏ ଥିଲେ ?

ଉତ୍ତର–ଡ. ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ

8–ସୁପ୍ରିମ କୋର୍ଟର ମୁଖ୍ୟ ଓଡିଆ ବିଚାରପତି କିଏ ?

ଉତ୍ତର–ଜଷ୍ଟିସ ରଙ୍ଗନାଥ ମିଶ୍ର

8–ପ୍ରଥମ ଓଡିଆ ଏସପି କିଏ ?

ଉତ୍ତର–ଶ୍ରୀକୃଷ୍ନ ମହାପାତ୍ର

10–ଓଡିଶାର ପ୍ରଥମ ସମ୍ବାଦପତ୍ରର ନାମ କଣ ?

ଉତ୍ତର–ଉତ୍କଳ ଦୀପିକା 1864 ମସିହାରେ

11–ପ୍ରଥମ ଓଡିଆ ରାଷ୍ଟ୍ରଦୂତ କିଏ ଥିଲେ ?

ଉତ୍ତର–ଲଲାଟେନ୍ଦୁ ମାନସିଂହ

12–ପ୍ରଥମ ଓଡିଆ ଏୟାର ମାର୍ଶାଲ କିଏ ?

ଉତ୍ତର–ସରୋଜ ଜେନା

13–ପ୍ରଥମ ଓଡିଆ ଚିଫ ସେକ୍ରେଟେରୀର ନାମ କଣ ?

ଉତ୍ତର–ନାଗରି ମୋହନ ପଟ୍ଟନାୟକ

14–ଓଡିଶାର ପ୍ରଥମ ଓଡିଆ ମନ୍ତ୍ରୀ କିଏ ଥିଲେ ?

ଉତ୍ତର–ମଧୂସୁଦନ ଦାସ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।