Odisha News Portal

ଦେଖନ୍ତୁ ଭିଡ଼ିଓ – ଓଡ଼ିଶାରେ ଲଜ୍ୟା ! ଜ୍ୟୋତିଷ ବାବା ଙ୍କ ରାସଲୀଳା ଭିଡ଼ିଓ ଭାଇରାଲ…

ଅନେକ ସମୟରେ ଦେଖାଯାଏ ଯେ ଅଭିଭାବକ ମାନେ ସେମାନଙ୍କ ପିଲାଙ୍କ ଭବିଷ୍ୟତ କୁ ନେଇ ଚିନ୍ତାରେ ରହୁଥିବା କାରଣରୁ ସେମାନେ ଜ୍ୟୋତିଷ ଙ୍କ ପାଖକୁ ସେମାନଙ୍କର ପିଲା ମାନଙ୍କ ଜାତକ ନେଇ ଯାଇଥାନ୍ତି। କାରଣ ସେମାନଙ୍କର ବିଶ୍ୱାସ ଥାଏ କି ଏହି ଜ୍ୟୋତିଷ ମାନେ ତାଙ୍କ ପିଲାଙ୍କ ଭବିଷ୍ୟତ କୁ କହି ଦେଇ ପାରିବେ। କେଉଁଭଳି ଭାବରେ ପିଲାଙ୍କୁ ପ୍ରସ୍ତୁତ କଲେ ସେମାନେ ଆଗାମୀ ଦିନରେ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ ସେଥିପାଇଁ ସେମାନେ ଜ୍ୟୋତିଷ କିମ୍ବା ବାବା ମାନଙ୍କ ପାଖରୁ ବାର୍ତ୍ତା ନେଇଥାନ୍ତି। କିନ୍ତୁ ଅନେକ ସମୟରେ ଏହା ଦେଖାଯାଏ ଯେ କିଛି ଭଣ୍ଡ ବାବା ଏହାର ଫାଇଦା ଉଠାଇ ଥାଆନ୍ତି।

ସାଧାରଣ ଲୋକଙ୍କୁ ଭୟଭୀତ କରାଇ ଏମାନେ ଲୋକଙ୍କୁ ଠକି ଥାଆନ୍ତି ଏବଂ ଲୁଟି ଥାଆନ୍ତି ମଧ୍ୟ। ଲୋକେ ସେମାନଙ୍କ କଥାରେ ପଡି ସେମାନେ ଯାହା କୁହନ୍ତି ତାକୁ ସହଜରେ ବିଶ୍ୱାସ ମଧ୍ୟ କରି ଯାଇଥାନ୍ତି। ଯଦିଓ ସମସ୍ତ ଜ୍ୟୋତିଷ କିମ୍ବା ଜ୍ୟୋତିଷ ଶାସ୍ତ୍ର ଗଣନା ଭୁଲ୍ ନୁହଁ ତଥାପି ଏହାର ମଉକା ନେଇ କିଛି ଭଣ୍ଡ ଜ୍ୟୋତିଷ ଏବଂ ବାବା ମାନେ ଏଭଳି ସ୍ଥିତି ସମାଜରେ ଲୋକଙ୍କ ମନରେ ସୃଷ୍ଟି କରୁଛନ୍ତି ଯାହା ନ କହିବା ଭଲ। ଲୋକଙ୍କ ପାଖରୁ ଟଙ୍କା ପଇସା ନବା ପ୍ରତିକାର କରିବା ବାହାନାରେ ଏବଂ ସେମାନଙ୍କୁ ପ୍ରରୋଚିତ କରିବା ଯେ ପିଲା ମାନଙ୍କୁ ସେମାନଙ୍କ କଥା ଅନୁସାରେ କାର୍ଯ୍ୟ କରିବା ପାଇଁ।

ଅନେକ ସମୟରେ ଏହିଭଳି ମନ୍ଦ ଉଦ୍ଦେଶ୍ୟ ସମ୍ପନ୍ନ ଜ୍ୟୋତିଷ ମାନେ ଯୁବତୀ ମାନଙ୍କ ସହିତ ଖରାପ୍ ବ୍ୟବହାର ପ୍ରଦର୍ଶନ କରିବା ସହିତ ନିନ୍ଦନୀୟ ହରକତ ସବୁ ମଧ୍ୟ କରିଥାନ୍ତି। ସେହିଭଳି ଏକ ଅନୁରୂପ ଘଟଣା ନିକଟରେ ଏକ ସ୍ଥାନରେ ଦେଖିବାକୁ ମିଳିଛି। ଏଠାରେ ଜଣେ ଜ୍ୟୋତିଷ ଯେଉଁ ଭଳି କାର୍ଯ୍ୟ କରିଛନ୍ତି ତାହା ଆପଣ ନିଜେ ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ।ଏହି ଭିଡିଓ ରେ ଆପଣ ଦେଖି ପାରିବେ ଯେ କିପରି ଭାବରେ ଲୋକେ ଜଣେ ଜ୍ୟୋତିଷ କୁ ଗାଳି ଦେବା ସହ ମାଡ଼ ମଧ୍ୟ ମାରୁଛନ୍ତି। କାରଣ ସେ ସେମିତି କିଛି ହରକତ କରିଛନ୍ତି ଜଣେ ଯୁବତୀଙ୍କ ସହିତ। ଯାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଲଜ୍ୟା ଜନକ ଅଟେ।

ଯାହା ଏହି ଭିଡିଓ ରେ ଜଣା ପଡିଛି ଜଣେ ଜ୍ୟୋତିଷ ଏକ ଅଞ୍ଚଳକୁ ଜାତକ ଦେଖିବାକୁ ଯାଇଥିବା ବେଳେ ଜଣେ ଯୁବତୀଙ୍କ ସହିତ ଅଶାଳୀନ ବ୍ୟବହାର କରିଛନ୍ତି। ଏହା ସହ ଏହି ଭଣ୍ଡ ଜଣଙ୍କ ତାଙ୍କର ସବୁ ଠିକ୍ କରି ଦେବେ କହି ତାଙ୍କ ଶରୀରର ଆପତ୍ତି ଜନକ ସ୍ଥାନରେ ହାତ ମାରିଛନ୍ତି। ଲୋକେ ଏକଥା ଜାଣି ତାଙ୍କୁ ପଚାରିବା ପରେ, ଗାଳି କରିବା ପରେ ସେ ନିଜେ ଏକଥା ମାନିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ସେଠାରେ ବାନ୍ଧି ତାଙ୍କ ସହିତ ଯେଉଁ ଭଳି ବ୍ୟବହାର କରୁଛନ୍ତି ତାହା ଏଠାରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।