Odisha News Portal

Breking News – ଓଡ଼ିଶାରେ ଏହି କାରଣ ପାଇଁ +2 ପରୀକ୍ଷା ବାତିଲ୍ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

ବର୍ତ୍ତମାନର ସବୁଠାରୁ ବଡ଼ ଖବର। ଦ୍ଵାଦଶ ଦ୍ଵିତୀୟ ବର୍ଷ ପିଲାଙ୍କ ବୋର୍ଡ ପରୀକ୍ଷା ହେବାକୁ ନେଇ ରାଜ୍ୟ ସରକାର ଙ୍କ ବଡ଼ ଘୋଷଣା। ସାରା ଦେଶରେ କରନା ସ୍ଥିତି ଭୟଙ୍କର ଥିବା ବେଳେ ଆମ ରାଜ୍ୟ ଓଡ଼ିଶାରେ ମଧ୍ଯ ଏହାର ଭୟାବହତା ଦେଖିବାକୁ ମିଳୁଛି। ଅନେକ ଏମିତି କେଶ୍ ସାମ୍ନାକୁ ଆସିଛି ଯାହା ଅତ୍ୟନ୍ତ ଦୟନୀୟ ଅଟେ। ଟେବେ ସମସ୍ତ ପରିସ୍ଥିତି କୁ ଅନୁଧ୍ୟାନ ପୂର୍ବକ ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍‌ କରିବା ନେଇ ଘୋଷଣା କରିଛନ୍ତି। ଏହିଭଳି ଏକ ଖବର ଏବେ ସାମ୍ନାକୁ ଆସିଛି।

ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଥିବା ବେଳେ ଏହି ଘୋଷଣା ରେ ପିଲା ମାନଙ୍କ ସ୍ୱାସ୍ଥ୍ୟ ଏବଂ ସ୍ବାର୍ଥ କୁ ଗ୍ରୁରୁତ୍ଵ ଦିଆ ଯାଇଛି। ଯେଉଁଭଳି ଭାବରେ ଦେଶରେ କରନା ମହାମାରୀ ତାର ବିଶାଳ କାୟା ବିସ୍ତାର କରିଛି ତାହା ବାସ୍ତବରେ ଚିନ୍ତା ଜନକ ଅଟେ। ତେବେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପୂର୍ବରୁ ପିଲାମାନଙ୍କୁ ନେ଼ଇ ସମସ୍ତେ ଚିନ୍ତାରେ ରହିଥିଲେ। ଏଥିପାଇଁ ପୂର୍ବରୁ ଦଶମ ଶ୍ରେଣୀ ପରୀକ୍ଷା କୁ ବାତିଲ କରା ଯାଇଥିଲା। ଆଉ ଏବେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ମଧ୍ୟ ଚିନ୍ତାରେ ରହିଥିବା ବେଳେ ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ ସରକାର ଦଶମ ଶ୍ରେଣୀ ପିଲା ମାନଙ୍କ ପାଇଁ ପରୀକ୍ଷା ବାତିଲ ନେଇ ଘୋଷଣା କରି ଥିଲେ। ଆପଣଙ୍କୁ କହି ରଖୁଛୁ ଯେ ଗତ ମଙ୍ଗଳବାର ଦିନ କେନ୍ଦ୍ର ସରକାର ସିବିଏସ୍‌ଇର ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ରଦ୍ଦ କରିଥିଲେ । ଏହା ପିଲା ଏବଂ ଅଭିଭାବକ ମାନଙ୍କ ପାଇଁ ଏକ ବଡ଼ ଘୋଷଣ ଥିଲା।ତେବେ କେନ୍ଦ୍ର ସରକାରଙ୍କ ଏହି ଭଳି ଏକ ଘୋଷଣା ପରେ ହରିୟାଣା ସରକାରଙ୍କ ଠାରୁ ଆରମ୍ଭ କରି ଆଉ କିଛି ରାଜ୍ୟ ମଧ୍ୟ ପରୀକ୍ଷା ବାତିଲ୍‌ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ଦେଖିବାକୁ ମିଳିଥିଲା।

ଏହା ପରେ ଆମ ରାଜ୍ୟରେ ଦ୍ଵାଦଶ ଶ୍ରେଣୀ ପରୀକ୍ଷା କୁ ନେଇ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ରହିଥିଲା।ଏହା ବ୍ୟତୀତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ମଧ୍ୟ ଚିନ୍ତାରେ ରହି ଥିଲେ।ତେବେ ଆଜି ଓଡ଼ିଶା ସରକାର ଏହାକୁ ନେଇ ଏକ ବଡ଼ ଫଇସଲା ଶୁଣାଇ ଛନ୍ତି। ଫଳ ସ୍ୱରୂପ ରାଜ୍ୟ ସରକାର ସବୁ ସ୍ଥିତି କୁ ଅନୁଧ୍ୟାନ କରି ରାଜ୍ୟରେ ଯୁକ୍ତ ଦୁଇ ପରାକ୍ଷା ବାତିଲ୍‌ ନେଇ ଘୋଷଣା କରିଛନ୍ତି। ଯେଉଁ ପିଲା ମାନେ ସେମାନଙ୍କ ପରୀକ୍ଷା ଫଳ କୁ ନେଇ ଅସନ୍ତୁଷ୍ଟ ରହିବେ ସେମାନେ ଚାହିଁଲେ ପୁନର୍ବାର ପରୀକ୍ଷା ଦେଇ ପାରିବେ ବୋଲି କୁହା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।