Odisha News Portal

ଓଡିଶାର ଜାତୀୟ ପୁଷ୍ପର ନାମ କଣ ? ଯାହାର ଉତ୍ତର 99 ପ୍ରତିଶତ ଲୋକମାନଙ୍କୁ ଜଣା ନାହିଁ

0 0

ଶିକ୍ଷା କ୍ଷେତ୍ରରେ ସାଧାର ଣ ଜ୍ଞାନର ଅଧିକ ଆବଶ୍ୟକତା ରହିଥାଏ ଏବଂ ଯେକୌଣସି କମ୍ପିଟେଟିଭ ପରିକ୍ଷାରେ ଏହା ଆମକୁ ଅନେକ ସଫଳାତା ଦେବା ସହିତ ଆମକୁ ଲକ୍ଷସ୍ଥଳରେ ପହଞ୍ଚାଇଥାଏ । ତେବେ ଆଜି ଆମେ ଜାଣିବା ଓଡିଶାରେ କେତେକ ଜାତୀୟ ପ୍ରଶ୍ନ ଉତ୍ତର ବିଷୟରେ ।

1 ଓଡିଶାର ଜାତୀୟ ଦେବତାଙ୍କ ନାମ କଣ ?
ଉତ୍ତର – ଶ୍ରୀ ଜଗନ୍ନାଥ ।

2 ଓଡିଶାର ଜାତୀୟ ପୁଷ୍ପର ନାମ କଣ ?
ଉତ୍ତର – ଅଶୋକ ଫୁଲ ।

3 ଓଡିଶାର ଜାତୀୟ ପଶୁର ନାମ କଣ ?
ଉତ୍ତର – ସମ୍ୱର ।

4 ଓଡିଶାର ଜାତୀୟ ପକ୍ଷୀର ନାମ କଣ ?
ଉତ୍ତର – ନୀଳକଣ୍ଠ ପକ୍ଷୀ ।

5 ଓଡିଶାର ଜାତୀୟ ଗଛର ନାମ କଣ ?
ଉତ୍ତର – ଓସ୍ତ ଗଛ ।

6 ଭାରତର ଜାତୀୟ ନେତା କିଏ ?
ଉତ୍ତର – ମହତ୍ମା ଗାନ୍ଧି ।

7 ଭାରତର ଜାତୀୟ ପୁଷ୍ପର ନାମ କଣ ?
ଉତ୍ତର – ପଦ୍ମ ।

8 ଭାରତର ଜାତୀୟ ଖେଳ କଣ ?
ଉତ୍ତର – ହକି ।

9 ଭାରତର ଜାତୀୟ ପତାକା ର ନାମ କଣ ?
ଉତ୍ତର – ତ୍ରିରଙ୍ଗା ।

10 ଭାରତର ଜାତୀୟ ପଶୁର ନାମ କଣ ?
ଉତ୍ତର – ବାଘ ।

11 ଭାରତର ଜାତୀୟ ପକ୍ଷୀର ନାମ କଣ ?
ଉତ୍ତର – ମୟୂର ।

12 ଭାରତର ଜାତୀୟ ଉପାଧି କଣ ?
ଉତ୍ତର – ଭାରତରନ୍ତ୍ର ।

13 ଭାରତର ଜାତୀୟ ପୋଷାକ କଣ ?
ଉତ୍ତର – ଖଦଡ ।

14 ଭାରତର ଜାତୀୟ ନୀତି କଣ ?
ଉତ୍ତର – ଅହିଂସା ।

15 ଭାରତର ଜାତୀୟ ଜୀବିକା କଣ ?
ଉତ୍ତର – କୃଷି ।

16 କିଏ ହଇଜା ରୋଗର ବାହକ ?
ଉତ୍ତର – ମାଛି ।

17 କାହା ଦ୍ୱାରା ମ୍ୟାଲେରିଆ ରୋଗ ବ୍ୟାପେ ?
ଉତ୍ତର – ମଶା ।

18 ବାତାଜ୍ୱରର ବାହକ କିଏ ?
ଉତ୍ତର – ମଶା ।

19 ବାୟୁ ପ୍ରଦୂଷଣ ରୁ କେଉଁ ରୋଗ ହୋଇଥାଏ ?
ଉତ୍ତର – ଶ୍ୱାସ ରୋଗ ।

20 ଉଦ୍ଭିଦର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରେ ?
ଉତ୍ତର – ମୂଳ ।

21 ଉଦ୍ଭିଦର କେଉଁ ଅଂଶ ଉଦ୍ଭିଦର ରୋଷେଇ ଘର ?
ଉତ୍ତର – ପତ୍ର ।

22 କେଉଁ ଗଛରୁ ଝୁଣା ମିଳେ ?
ଉତ୍ତର – ଶାଳ ।

23 କେଉଁ ଥିରୁ ମୁକ୍ତା ମିଳେ ?
ଉତ୍ତର – ଶାମୁକା ।

24 ପଦାର୍ଥର କେତୋଟି ଅବସ୍ଥା ରହିଛି ?
ଉତ୍ତର – 3 ଟି ।

25 ଆୟୋଡିନ କିପରି ପଦାର୍ଥ ?

ଉତ୍ତର – କଠିନ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।