ଜଣେ ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ସାଧାରଣ ଲୋକ ମାନେ କଳାକାରଙ୍କର ତାଙ୍କ ଜୀବନରେ ପ୍ରତିଦିନ କଣ ସବୁ ଘଟି ଚାଲିଛି ତାହା ଜାଣିବା ପାଇଁ ଉତ୍କଣ୍ଠାର ସହିତ ଚାତକ ପରି ଚାହିଁ ରହି ଥାଆନ୍ତି। ଦର୍ଶକ ମାନଙ୍କର ପ୍ରିୟ ଅଭିନେତ୍ରୀ ବା ଅଭିନେତାଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ତଥ୍ୟ ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ ସବୁବେଳେ ପାଇଁ କରି ଥାଆନ୍ତି। ହେଲେ ବେଳେ ଏହି ସେଲିବ୍ରେଟି ମାନଙ୍କ ଜୀବନରେ ଅନେକ ଦୁଖଃ ଦେଖିବା ପାଇଁ ମିଳିଥାଏ। ଯାହାକୁ ଆମେ ମଧ୍ୟ ଦୁଃଖ ମଧ୍ୟ ରହିଛି।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଜଣେ ସମ୍ବଲପୁରି କଳାକାର ଏଭଳି କିଛି କହିଲେ। ଆଉ ସମସ୍ତ ଦର୍ଶକ ମାନଙ୍କୁ ସାହାଯ୍ୟ ମାଗିଲେ। ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା ବିଷୟରେ। ଏହି ଭିଡ଼ିଓ ରେ ଯାହା ଦେଖବାକୁ ମିଳିଛି ଜଣେ କମେଡିଆନ ଙ୍କର ସମ୍ପର୍କରେ। ଆଉ ଏଠାରେ ତାଙ୍କୁ କେହି ବୋଧ ହୁଏ କିଛି କହିଛନ୍ତି ଯାହା ପାଇଁ ସେ ଏଠାରେ ନିଜର ଭାଷା ପାଇଁ ଆଗକୁ ବାହାରିଛନ୍ତି। ବେଳେବେଳେ ସମାଜରେ ଦେଖା ଯାଇଥାଏ ରାଜ୍ୟ ଭିତରେ ସବୁ ଜିଲ୍ଲା ମଧ୍ୟରେ। ଆଉ ବିଭିନ୍ନ ଜିଲ୍ଲାରେ ଭାଷା ରେ ଟିକିଏ ପରିବର୍ତ୍ତନ ରହିଥିବାରୁ ଏଠାରେ ବିବାଦ ଦେଖା ଦେଇଛି। ଆଉ ଏମିତି ସେହି ଜଣଙ୍କ କହୁଛନ୍ତି ଯେ ନିଜ ମାଟିରେ କିଛି କରିକି ଦେଖେଇବେ ଆଉ ନିନା ଭାଷା ପାଇଁ ମଧ୍ୟ ସାମ୍ନାକୁ ଆସିବେ।
ତାଙ୍କର ସମ୍ବଲପୁର ଭାଷାକୁ ଆଗକୁ ନେବା ପାଇଁ ସେ ଏଠାରେ କହିଛନ୍ତି ଏବଂ ତାଙ୍କ ଭାଷାରେ ଫିଲ୍ମ ତିଆରି ପାଇଁ ଅଣ୍ଟା ଭିଡିଛନ୍ତି। ଯାହା ପାଇଁ ଏବେ ସେ ସମସ୍ତଙ୍କୁ ଉତ୍ସାହିତ କରିଥିବାର ନଜରରେ ଆସିଛନ୍ତି। ଆଉ ଏମିତି ସମୟରେ ଅଧିକାଂଶ ଜାଗାରେ ମଧ୍ୟ ସମ୍ବଲପୁରୀ ଗୀତକୁ ମଧ୍ୟ ବହୁତ ଗୁରୁତ୍ୱ ଦୁଆ ଯାଉଛି ଏବଂ ଏମିତି ବି ବିଦେଶ ରେ ଆମେରିକା ଓ ନାଇଜେରିଆରେ ପ୍ରସାର ହୋଇଛି ଯାହା ସେ ଏଠାରେ କହିଛନ୍ତି। ଏବେ ସେହି କମେଡିଆନ କହୁଛନ୍ତି ଯେ ଏଠାରେ କେବଳ କମେଡି ଓ ଗୀତ ହଉଛି ହେଲେ ସିନେମା ପ୍ରସ୍ତୁତ କରା ଯିବ।
ପୁଣି ନିଜେ ତିଆରି କରିବା ପାଇଁ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରେ ଏହାର ପ୍ରଚାର ଓ ପ୍ରସାର କରିବେ। ଯାହା ଏବେ ଦେଖିବା ପରେ ଅନେକ ଲୋକ ଏହାକୁ ମଧ୍ୟ ଶେୟାର କରିଛନ୍ତି। ଯାହାବି ହେଉ ସେ ହେଉଛନ୍ତି ବହୁତ ଲୋକ ପ୍ରିୟ କମେଡିନ। ସେ ସମ୍ବଲପୁରୀ ଭାଷା ସିନେମାକୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟା କରୁଛନ୍ତି। ସବୁବେଳେ ସେ ନିଜର ପରିଶ୍ରମ କରି କିଭଳି ଭାବରେ ନିଜର ଅଭିନୟକୁ ଆଗକୁ ନେଇ ପାରିବେ ଚେଷ୍ଟା କରନ୍ତି। ଆପଣ ଆମେ ମଧ୍ୟ ତାଙ୍କୁ ସେହିଭଳି ଭାବରେ ଭଲ ପାଇବା ଦିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।