Big Update – ଓଡିଶା 10th ମ୍ୟାଟ୍ରିକ ରେଜଲ୍ଟ ଏହି ତାରିଖରେ..

ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ତାହାର ମାଟ୍ରିକ ଫଳାଫଳ ପ୍ରକାଶ କରିବାକୁ ଯାଉଛି, ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ର ଛାତ୍ରୀ ତାଙ୍କର ଫଳା କୁ ଅପେକ୍ଷା କରି ରହିଛନ୍ତି, ଚଳିତ ବର୍ଷ 5 ଲକ୍ଷ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବାର ସୂଚନା ରହିଛି ହେଲେ ଜୁନ ମାସ ଶେଷ ସୁଦ୍ଧା ମାଟ୍ରିକ ଫୋଳା ଫଳ ଆସିବ ବୋଲି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ଏଥର ମାଟ୍ରିକ ମୂଲ୍ୟାନ କିପରି ସଠିକ ଭାବେ ହେବ ସେଥିପ୍ରତି ସେ ଦୃଷ୍ଟି ଦେଇଥିଲେ |

ଗତ ବର୍ଷ ଦେଶରେ କରୋନା ମହାମାରୀ ମାଟ୍ରିକ ପରୀକ୍ଷା ହେଇନଥିଲେ ବି ସେମାନଙ୍କୁ ପାସ କରିଦିଆଯାଇଥିଲା ଏବେ ବର୍ଷ ସ୍ଥିତି ଟିକେ ଆୟତ ରେ ଥିବାରୁ ରାଜ୍ୟ ସରକାର ଓ ଗଣ ଶିକ୍ଷା ମନ୍ତ୍ରୀ ଙ୍କ ଚେଷ୍ଟା ବଳରେ ରାଜ୍ୟ ରେ ପରୀକ୍ଷା ମାନ ଭଲ ରେ ହେଇପାରିଥିଲା,ବହୁତ ଦିନ ଧରି ସ୍କୁଲ ମାନ ବନ୍ଦ ରହିଥିଲା ବେଳେ ପିଲାଙ୍କ ପାଠ ପଢ଼ାରେ ବାଧା ପ୍ରାପ୍ତ ହେଉଥିଲା, ଯେତେବେଳେ କରୋନା ଏହି ମହା ପ୍ରକୋପ, ଦେଖା ଯାଇଥିଲା ସେତେବେଳେ ରାଜ୍ୟ ସ୍ଥିତି ଆୟତ ର ବାହାରେ ଥିଲା ଓ ସ୍କୁଲ କଲେଜ ମାନ ବନ୍ଦ ରଖା ଯାଇଥିଲା ଯାହା ଦ୍ୱାରା ପିଲାଙ୍କ ପଢା ରେ ବାଧା ପ୍ରାପ୍ତ ହେଉଥିଲା |

ତାହାକୁ ଆଖି ଆଗରେ ରଖି ସରକାର ଏ ବର୍ଷ ସତର୍କତା ର ସହିତ ଶ୍ରେଣୀ ଗୃହ ରେ ଦୂରତା ରକ୍ଷା କରି ପାଠ ଚାଲୁ ରଖିଥିଲେ, ଓ ପିଲାଙ୍କ ସ୍କୁଲ ଆସିବା ବାଧ୍ୟତା ମୂଳକ ମଧ୍ୟ କରିନଥିଲେ, ପିଲାଙ୍କ ପାଠ ପଢା କୁ ଧ୍ୟାନ ରେ ରାଜ୍ୟ ସରକାର ସମସ୍ତ ପ୍ରକାର ର ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦେଇଥିଲେ ଯାହା ଆଜି ପିଲା ମାନେ କରୋନା ର ଏହି ମାରି ସମୟରେ ମଧ୍ୟ ପିଲାଙ୍କ ଶ୍ରେଣୀ ଗୃହକୁ ସାନିଟାଇଜ଼ କରିଛନ୍ତି, ଯାହା ଦ୍ୱାରା ଛାତ୍ର ଛାତ୍ରୀ ମାନେ ଏ ବର୍ଷ ବହୁତ ଭଲ ଭାବରେ ପରୀକ୍ଷା ହଲ ରେ ବସି ପରୀକ୍ଷା ଦେଇପାରିଥିଲେ, ହେଲେ ଚଳିତ ବର୍ଷ ପରୀକ୍ଷା ଭଲ ହେଇଛି ବୋଲି ଛାତ୍ର ଛାତ୍ରୀ ଙ୍କ ମୁହଁରେ ଶୁଣା ଯାଇଛି|

ତେବେ ଚଳିତ ବର୍ଷ ମାଟ୍ରିକ ଫଳ କୁ ନେଇ ଚେକକିଙ୍ଗ କରି ଚେକିଂ ସରିଛି, ଜୁନ ଶେଷ ସୁଦ୍ଧା ଏହାର ଫୋଳା ଫଳ କୁ ପିଲା ଙ୍କ ଭିତରେ ଉତ୍ସାହ ଦେଖା ଦେଇଛି,ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନଲାଇନ ରେ ପରୀକ୍ଷା ଫଳ ଉପଲବ୍ଧ କରାଯିବା ନେଇ ସୂଚନା ମିଳିଛି |

ଗତ ବର୍ଷ ଫଳା ଫଳ ଅନୁସାରେ ଏ ବର୍ଷ ଶତକଡା ହାର ଭଲ ରହିଛି ବୋଲି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ଏବେ ରହିଲା ପିଲାଙ୍କ ଭୋବିଷ୍ୟତ କଥା ଯାହା ଜୁନ ଶେଷ ସୁଦ୍ଧା ଜଣା ପଡିବ ବୋଲି କୁହାଯାଉଛି, ଏମିତି ଖବର ପାଇବା ପାଇଁ ଆମ ଲେଖା କୁ ପଢିବା ସହିତ ସାଙ୍ଗ ସାଥି ଙ୍କ ସହିତ ସେଆର କରନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment