ଓଡିଶା ସରକାର କଲେ ବଡ ଘୋଷଣା ! ସରକାରୀ ସ୍କୁଲ ରେ ପଢୁଥିବା ପିଲାଙ୍କ ପାଇଁ ଖୁସି ଖବର, ଆପଣଙ୍କ ପିଲା ପଢୁଥିଲେ ଶୀଘ୍ର ଦେଖନ୍ତୁ

ବିଧାନ ସଭାରେ ଆସିଲା ଏକ ବଡ଼ ସଂକଳ୍ପ। ସରକାରୀ ହାଇସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଖୁସି ଖବର। ଏଥିନେଇ ବିଧାନ ସଭାରେ ଆସିଥିବା ସଂକଳ୍ପ ରେ ଯାହା କୁହା ଯାଇଛି ଏବେ ସରକାରୀ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ପଢୁଥିବା ପିଲା ମାନଙ୍କୁ ୧୫% ସଂରକ୍ଷଣ ମିଳିବ। ମେଡିକାଲ ଏବଂ ଇଞ୍ଜିନିୟରିଂ ପାଇଁ ୧୫ ପ୍ରତିଶତ ସଂରକ୍ଷଣ ନିମନ୍ତେ ଗୃହରେ ସଂକଳ୍ପ ହୋଇଛି। ତେବେ ବର୍ତ୍ତମାନ ପାଇଁ ଏହା ଏକ ବଡ଼ ଖବର ଅଟେ ସମସ୍ତଙ୍କ ପାଇଁ। ନିଶ୍ଚିତ ଭାବରେ ସରକାରୀ ହାଇସ୍କୁଲ ରେ ପଢୁଥିବା ଛାତ୍ର ଛାତ୍ରୀ ମାନେ ଏହା ଦ୍ଵାରା ଉପକୃତ ହେବେ କାରଣ ସେମାନଙ୍କୁ ଏବେ ୧୫ ପ୍ରତିଶତ ସଂରକ୍ଷଣ ମିଳିବାକୁ ଯାଉଛି।।

ଆପଣଙ୍କୁ କହି ରଖୁଛୁ ଯେ ଏଭଳି ଏକ ପଦକ୍ଷେପ ଗ୍ରହଣ ଏଥିପାଇଁ କରା ଯାଇଛି ଯେ ମହାତ୍ମାଗାନ୍ଧୀ ଓଡ଼ିଶା ଆସିବାର ଆଜି ୧୦୦ ବର୍ଷ ପୂରିଛି। ଆଉ ଏହାକୁ ନେଇ ବିଧାନସଭା ରେ ଏକ ସ୍ବତନ୍ତ୍ର ଆଲୋଚନା ମଧ୍ୟ ରହିଥିଲା। ଆଉ ଏହି ଆଲୋଚନା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସଂକଳ୍ପ ଆଣିବେ ବୋଲି କୁହା ଯାଉଥିଲା। ତେଣୁ ଏସବୁ ଭିତରେ ସେହି ବଡ଼ ସଂକଳ୍ପ ଉପରେ ସମସ୍ତଙ୍କ ନଜର ରହିଥିଲା।

ଯେଉଁ ସଂକଳ୍ପ ଏବେ ସମସ୍ତଙ୍କ ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତି କ୍ରମେ ସଭାଗୃହରେ ହୋଇଥିବା ସଂକଳ୍ପ ଅନୁସାରେ ସରକାରୀ ସ୍କୁଲରେ ପଢୁଥିବା ପିଲାକୁ ଏବେ ୧୫ % ସଂରକ୍ଷଣ ମିଳିବ। ମେଡିକାଲ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ପିଲା ମାନଙ୍କୁ ଏହି ସଂରକ୍ଷଣ ପାଇଁ ଗୃହରେ ସଂକଳ୍ପ ଅଣା ଯାଇଛି।

ବିଭିନ୍ନ କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କୁ ସୁବିଧା ସୁଯୋଗ ଦେବା ପାଇଁ ସରକାରଙ୍କ ଏହିଭଳି ପଦକ୍ଷେପ ସ୍ବାଗତ ଯୋଗ୍ୟ ଅଟେ। ଶିକ୍ଷା କ୍ଷେତ୍ରରେ ସରକାରୀ ସ୍କୁଲରେ ପଢୁଥିବା ପିଲା ମାନଙ୍କ ପାଇଁ ଏହିଭଳି ଏକ ପଦକ୍ଷେପ ନେବାକୁ ନେଇ ଏହା ପିଲା ମାନଙ୍କୁ ବହୁତ୍ ସୁବିଧା ହେବ। ସରକାର ଏଭଳି ପଦକ୍ଷେପ ଆଗରୁ ମଧ୍ୟ ନେଇଥିବା ଦେଖା ଯାଇଛି ଏବଂ ଏହା ମଧ୍ୟ ପିଲା ମାନଙ୍କୁ ଆଗାମୀ ଶିକ୍ଷା କ୍ଷେତ୍ର ମାନଙ୍କରେ ସହାୟକ ହେବ ବୋଲି କୁହା ଯାଉଛି।

ଏହା ପୁଣି ମହାତ୍ମା ଗାନ୍ଧୀ ଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷର ପୂର୍ତ୍ତି ଅବସରରେ ବିଧାନସଭାରେ ହେବାକୁ ଥିବା ଏକ ସ୍ବତନ୍ତ୍ର ଆଲୋଚନାରେ ଏଭଳି ଏକ ସଂକଳ୍ପ ଗ୍ରହଣ କରା ଯାଇଛି।ବିଧାନ ସଭାରେ ଆସିଥିବା ସଂକଳ୍ପ ରେ ଯାହା କୁହା ଯାଇଛି ଏବେ ସରକାରୀ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ପଢୁଥିବା ପିଲା ମାନଙ୍କୁ ୧୫% ସଂରକ୍ଷଣ ମିଳିବ।

ତେଣୁ ନିଶ୍ଚିତ ଭାବରେ ସରକାରୀ ହାଇ ସ୍କୁଲ ରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହା ଖୁସି ଖବର, କାରଣ ଏହା ଦ୍ବାରା ସେମାନେ ଉପକୃତ ହେବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment