Odisha News Portal

ଦେଖନ୍ତୁ ଭିଡ଼ିଓ – cute actress ଭୂମିକା ଓ ସ୍ୱରାଜ ଙ୍କ ଜବରଦସ୍ତ ରିଏଲସେଲ ଦେଖିଲେ ହୋଇଯିବେ ଫିଦା

ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ।ପୁଣି କେତେବେଳେ ନିଜର ଚଳଚ୍ଚିତ୍ର ପାଇଁ ତ କେତେବେଳେ ନିଜର ଲାଇଫ ଷ୍ଟାଇଲ ଓ ବ୍ୟକ୍ତିଗତ ଜୀବନ ପାଇଁ।ସବୁ ବେଳେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି ।

ତେବେ ନିକଟ ଅତୀତ ରେ ଏକ ଓଲିଉଡ ଅଭିନେତ୍ରୀ ଓ ଅଭିନେତା ଙ୍କ ଦ୍ୟାନ୍ସ ପ୍ରାଟିସ କରୁଥିବାର ଭିଡିଓ ସାମ୍ନା କୁ ଆସିଛି । ତେବେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ତେବେ ଅଭିନେତ୍ରୀ ଜଣଙ୍କ ଆଉ କେହି ନୁହନ୍ତି ଓଲିଉଡ ର ହଟ୍ ଏବଂ ସେକ୍ସି ଗାର୍ଲ ଅଥବା ଭୂମିକା ଦାସ ଓ ଅଭିନେତା ହେଉଛନ୍ତି ହ୍ୟାଣ୍ଡସମ୍ ସ୍ବରାଜ।

ଦୁହେଁ ଏକାଠି ନୃତ୍ୟ ସିଖୁ ଥିବାର ନଜର ଆସିଛନ୍ତି । ତେବେ ଆପଣ ମାନଙ୍କୁ ଜଣାଇ ଦେଉଚୁ ଯେ ଆଗକୁ ତରଙ୍ଗ ଚ୍ୟାନେଲ ରେ ତରଙ୍ଗ ସିନେ ଆୱାର୍ଡ଼ ସମାରୋହ ହେବାକୁ ଯାଉଛି ଯେଉଁଥିରେ ଏହି ଦୁଇଜଣ ଏକା ସହିତ ନଜର ଆସିବେ । ସେଥିପାଇଁ ଦୁହେଁ ଦିନ ରାତି ପରିଶ୍ରମ କରି ନୃତ୍ୟ ଶିଖୁ ଅଛନ୍ତି । ସେମାନଙ୍କୁ ନୃତ୍ୟ ଶିଖାଉ ଅଛନ୍ତି ଓଡ଼ିଶା ପ୍ରତିଷ୍ଠ ନୃତ୍ୟ ଶିଳ୍ପୀ ଶାଶ୍ଵତ ।

ତେବେ ଚୁଲବୁଲି ନାୟିକା ଭୂମିକା ଙ୍କୁ କିଏ ବା ନଜାଣେ।ସେ ଜଣେ ଶିଶୁ କଳାକାର ଭାବେ ଓଲିଉଡ ରେ ପ୍ରଵେଶ କରି ଥିଲେ। ‘ରୁମକୁ ଝୁମାନା’ ପରି ଏକ ସୁନ୍ଦର ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ ପାଇଁ ସେ ଦର୍ଶକଙ୍କ ଖୁବ ପ୍ରିୟ ହୋଇ ପାରି ଥିଲେ।ତାଙ୍କର ସୌନ୍ଦର୍ଯ୍ୟ ଓ ଚମତ୍କାର ଅଭିନୟ ଦ୍ୱାରା ଓଲିଉଡ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି।

ଏହା ସହିତ ସ୍ବରାଜ ମଧ୍ୟ ଜଣେ ଶିଶୁ କଳାକାର ଭାବରେ ଆଗରୁ ଅନେକ ହିଟ୍ ଫିଲ୍ମ୍ ରେ ନଜର ଆସିଥିଲେ ।ତେବେ ଶିଶୁ କଳାକାର ରୁ ଦୁହେଁ ହିରୋ ହିରୋଇନ୍ ଭାବେ ‘ତୁ ମୋ ଲଭ ଷ୍ଟୋରି’ ଫିଲ୍ମରେ ନଜର ଆସିଥିଲେ। ଲୋକ ମାନେ ତାଙ୍କର ଏହି ଯୋଡ଼ି କୁ ଖୁବ୍ ପସନ୍ଦ କରିଥିଲେ ଓ ତାଙ୍କର ଏହି ଫାଷ୍ଟ ଫିଲ୍ମ୍ ସୁପର୍ ହିଟ୍ ମଧ୍ୟ ହୋଇଥିଲା ।

ଏହି ଫିଲ୍ମ୍ ମାଧ୍ୟମ ରେ ସେ ତାଙ୍କ ଚମତ୍କାର ଅଭିନୟ ର ଛାପ ଛାଡ଼ି ଥିଲେ।ଏହା ପରେ ସେ ଆଉ ଅଟକି ନାହାଁନ୍ତି। ବର୍ତ୍ତମାନ ଦୁହେଁ ପୁଣିଥରେ ତରଙ୍ଗ ସିନେ ଆୱାର୍ଡ଼ ସମାରୋହ ନଜର ଆସିବାକୁ ଯାଉଛନ୍ତି। ସେଥିପାଇଁ ଦୁହେଁ ଖୁବ୍ ପରିଶ୍ରମ କରୁଥିବାର ନିଜର ଆସିଛନ୍ତି । ଦୁହେଁ ଦିନରାତି ଏକ କରି ନୃତ୍ୟ ଶିଖୁ ଅଛନ୍ତି । ତେବେ ଦୁହିଙ୍କ ର ପରିଶ୍ରମ ର ଫଳ ତରଙ୍ଗ ସିନେ ଆୱାର୍ଡ଼ ସମାରୋହ ଦେଖିବାକୁ ମିଳିବ ।

ତେବେ ଆପଣ ମାନଙ୍କୁ ଏହି ଦୁହିଁଙ୍କର ଯୋଡ଼ି କେମିତି ଲାଗେ ଆମକୁ କମେଣ୍ଟେ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।