Odisha News Portal

ଓଡ଼ିଆ ସୁପରଷ୍ଟାର Anubhav ଙ୍କ ସହିତ ଏହି ବୁଲେଟ ଚଢା ଶାଢ଼ୀ ପିନ୍ଧା ମହିଳା ଜଣକ କିଏ ? ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ… ଦେଖନ୍ତୁ Video

ବନ୍ଧୁଗଣ ଜି ସାର୍ଥକ ରେ ପ୍ରସାରିତ ହେଉଥିବା ଏକ ଲୋକପ୍ରିୟ ରିଏଲିଟି ଶୋ ହେଉଛି ଦାଦାଗିରି ଶୋ। ଯାହାର ଲୋକପ୍ରିୟତା ଏବେ ବହୁତ୍ ଅଧିକ ରହିଛି। ଓଡ଼ିଶାର କୋଣ ଅନୁକୋଣରୁ ଲୋକେ ଏହି ଶୋ ରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳୁଛି। ତେବେ ଏହି ରିଏଲିଟି ଶୋ ରେ ସୁପରଷ୍ଟାର୍ ଅନୁଭବ ମହାନ୍ତି ହୋଷ୍ଟ କରୁଥିବାର ନଜର ଆସୁଛନ୍ତି। ଯେଉଁପାଇଁ ଏହି ଶୋ ର ଚାହିଦା ବେଶ ଅଧିକ ରହିଛି। ଯେଉଁ ଶୋ ର ନାମ ହେଉଛି ଦାଦାଗିରି, ହୃଦୟରୁ।ଅନୁଭବ ମହାନ୍ତି ଏହି ଶୋ କୁ ହୋଷ୍ଟ କରୁଥିବାର ଏହି ଶୋ ର ଚାହିଦା ବି ବହୁତ୍ ଅଧିକ ଅଟେ ଏବଂ ଲୋକଙ୍କର ବେଶ୍ ପସନ୍ଦ ବି ଅଟେ।

ଏକ ନୂତନ ପ୍ରୟାସ ଏବଂ ଚିନ୍ତାଧାରା କୁ ନେଇ ଏହି ଶୋ କୁ ପ୍ରସାରିତ କରିଛି ଜି ସାର୍ଥକ। ଯାହାର ବାସ୍ତବ ପ୍ରତିରୂପ ଏବେ ଦେଖିବାକୁ ମିଳୁଛି। କାରଣ ଏବେ ଲୋକଙ୍କର ପ୍ରିୟ ଶୋ ଭାବରେ ଦାଦାଗିରି ଶୋ ଟି ବେଶ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ଏହା ଅନେକଙ୍କୁ ଏକ ଭିନ୍ନ ମାଧ୍ୟମ ଯୋଗାଇଛି ମନୋରଂଜନ ସହିତ। କିପରି ଭାବରେ ଓଡ଼ିଶାର କଳା, ସଂସ୍କୃତି କୁ ଓଡ଼ିଶା ବାସୀ ଙ୍କୁ ପ୍ରଶ୍ନ ଯୋଗେ ଜଣାଇବା ଏବଂ ଓଡ଼ିଶା ବାସୀ ଙ୍କୁ ଅବଗତ କରାଇବା ତାହା ଏହି ଶୋ ମାଧ୍ୟମରେ ଜାଣିବାକୁ ପାଇବେ ଆପଣ ମାନେ। ଏହି ଶୋ ରେ ଯେଉଁମାନେ ପ୍ରତିଯୋଗୀ ଭାବରେ ଅଂଶ ଗ୍ରହଣ କରିବେ ସେମାନଙ୍କର ପ୍ରତିଭାକୁ ବିକଶିତ କରାଯାଇ ପାରିବ।

ଏବଂ ସଂସ୍କୃତି ଏବଂ ପରମ୍ପରା କୁ ସେମାନେ ଦେଖାଇ ପାରିବେ ତାହା ଏହି ଶୋ ରେ ହିଁ ପରିପ୍ରକାଶ ଏବଂ ପ୍ରତିଫଳିତ ହୋଇଥାଏ। ଓଡ଼ିଶାର ଅଗଣିତ ଜନସାଧାରଣ ମାନଙ୍କ ପାଇଁ ଏହା ଏକ ସୁନ୍ଦର୍ ସୁଯୋଗ ସୃଷ୍ଟି କରିଛି। ଯେଉଁ କାରଣରୁ ଏହି ଶୋ କୁ ଅନେକ ପସନ୍ଦ କରୁଛନ୍ତି। ତେବେ ଏହି ଶୋ ର ଯେଉଁ ଟାଗ ଲାଇନ୍ ରହିଛି, ଦାଦାଗିରି ହୃଦୟରୁ ତାହା ଏଠାରେ ପ୍ରତିଫଳିତ ହୋଇଥାଏ। ଏବେ ଏହି ଶୋ ରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ଯେଉଁଠି ଜଣେ ପ୍ରତିଯୋଗୀ ତାଙ୍କର ପୋଷା ମାଙ୍କଡ ସହ ନଜର ଆସିଛନ୍ତି ଏବଂ ତାଙ୍କ ସହ ଫଟୋ ଉଠାଇ ଛନ୍ତି ଅନୁଭଵ। ତେବେ ଏହି ପ୍ରତିଯୋଗୀ ଙ୍କ ନାମ ହେଉଛି ମୋନାଲିସା।

ଆଉ ତାଙ୍କର ଏହି ମାଙ୍କଡ଼ ର ନାମ ହେଉଛି ସୁନ୍ଦରୀ।ସେ କିପରି ମୋନାଲିସା ଙ୍କ ଉପରେ ଚଢ଼ି ଯାଉଛି, ତାଙ୍କ ଉପରେ ଖେଳୁଛି, ତାଙ୍କୁ ଜାବୁଡ଼ି ଧରୁଛି ତାହା ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ। ତେବେ ଏହି ମାଙ୍କଡ଼ କିପରି କାର୍ଯ୍ଯ କଳାପ ସବୁ ଦେଖାଉଛି ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଖୁସି ମଧ୍ଯ ହେବେ। ଏହି ଦୃଶ୍ୟର ଭିଡିଓ ଏବେ ସେୟାର ହେଉ ଥିବାର ଦେଖିବାକୁ ମିଳିଛି। ଏହାକୁ ଦେଖିଲେ ନିଶ୍ଚିତ ଆପଣ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।