Odisha News Portal

ଦେଖନ୍ତୁ ଭିଡ଼ିଓ – ଓଡ଼ିଆ ସିରିଏଲ ର ସୁନ୍ଦରୀ ଅଭିନେତ୍ରୀ ଲିପି ଙ୍କୁ କିଏ ଧୋକା ଦେଲା ??😢 କାହିଁକି ଭୋ ଭୋ ହୋଇ କାନ୍ଦିଲେ ଦେଖନ୍ତୁ…

ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ଯେ ଛୋଟ ପରଦାରେ ବଡ଼ ଧମାକା ଦେଖାଉଥିବା କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ତାଙ୍କର ଅଭିନୟ ର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ ଭଲପାଇବା ଡୋରରେ।ତେବେ ସେହିପରି ଟେଲି ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା ହେଉଛନ୍ତି ଲିପି। ଯିଏକି ଆଲବମ୍ ରେ ମଧ୍ୟ ଅନେକ ପ୍ରଶଂସା ସାଉଁଟି ସାରିଛନ୍ତି।ଆପଣ ତ ଜାଣିଛନ୍ତି ଏମିତି ରେ ବି ଅଭିନୟ ଜଗତରେ ସବୁବେଳେ କିଛି ନା କିଛି ଭିନ୍ନ ରହସ୍ୟ ଭରି ରହିଥାଏ। ସିନେ ଜଗତର ତାରକା ମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣର। ଅଭିନୟ କଥା ହଉ କି ପ୍ରେମ କାହାଣୀ ହେଉ କିମ୍ବା କାହାକୁ ଡେଟ୍ କରିବା ସବୁଥିରେ ଏକ ନିଆରା ଅନୁଭବ ଦେଖିବାକୁ ମିଳିଥାଏ ଏମାନଙ୍କ କ୍ଷେତ୍ରରେ।

ଯେତେବେଳେ ସିନେମା ବା ଅଭିନୟ ଜଗତ ର କଥା ଆସେ ସେତେବେଳେ ସମସ୍ତେ ସାମାନ୍ୟ ଚକିତ ହେବା ସାଧାରଣ କଥା। କାରଣ ଆପଣ ତ ଏହି କଥା ଜାଣିଥିବେ ଯେ କିଭଳି ଭାବରେ ଏହି ସିନେମା ଜଗତରେ ରହସ୍ୟ ଲାଗି ରହିଥାଏ। ଷ୍ଟାର୍ ନାୟକ ଓ ନାୟିକା ମାନେ ସେମାନଙ୍କର ଦୈନନ୍ଦିନ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସୋସିଆଲ ମିଡିଆରେ ବହୁତ୍ ଚର୍ଚ୍ଚାରେ ରହିଥାନ୍ତି। ପ୍ରତି ମୁହୂର୍ତ୍ତକୁ ସେମାନଙ୍କ ପ୍ରଶଂସକ ମାନଙ୍କ ସହିତ ସେୟାର କରିଥାନ୍ତି। ପ୍ରେମ କାହାଣୀ ହେଉ କି ଅଭିନୟ କିମ୍ବା ସୁନ୍ଦରତା କି ଘରୋଇ କାର୍ଯ୍ୟ କଲାପ ର କଥା ହେଉ। ଏଠାରେ ପ୍ରତିଟି କଥା କିଛି ନିଆରା ଢଙ୍ଗ ରେ ଦେଖିବାକୁ ଓ ଶୁଣିବାକୁ ମିଳେ।

ସେହିଭଳି ଆମେ ଆଜି ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ଲିପିଙ୍କ ବିଷୟରେ କହୁଛୁ ଯିଏକି ଓଡ଼ିଆ ଟେଲି ଇଣ୍ଡଷ୍ଟ୍ରି ରେ ଜଣେ ନାମୀଦାମୀ କଳାକାର ଅଟନ୍ତି। ତେବେ ତାଙ୍କର ଅଭିନୟ ର ଝଲକ ଆପଣ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ, ଧାରାବାହିକ ମାଧ୍ୟମରେ ଦେଖିବାକୁ ପାଇଥିବେ।ସେ ଦେଖିବାକୁ ଯେମିତି ସୁନ୍ଦର୍ ସେତିକି ଆକର୍ଷଣୀୟ ଅଭିନୟ ମଧ୍ୟ କରିଥାନ୍ତି।ତାଙ୍କର ଅଭିନୟ ନିଛକ ଭଳି ଲାଗିଥାଏ।ସେ ସବୁବେଳେ ନିଜ ଚରିତ୍ରରେ ହଜି ଯିବା ପାଇଁ ଚେଷ୍ଟା କରିଥାନ୍ତି ଏବଂ ଦର୍ଶକ ମାନଙ୍କ ମନକୁ ଛୁଇଁବା ପାଇଁ ଚେଷ୍ଟା ମଧ୍ୟ କରିଥାନ୍ତି।ଏବେ ସେ ତାଙ୍କର ନିଜର ୟୁ ଟ୍ୟୁବ୍ ଚ୍ୟାନେଲ ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି।

ଯେଉଁଥିରେ ସେ କହିଛନ୍ତି ଯେ ତାଙ୍କୁ ଧୋକା ଦିଆ ଯାଇଛି। ଆପଣ ବି ଭାବୁଥିବେ ତାଙ୍କୁ କିଏ ଧୋକା ଦେଇଛି। କହିବାକୁ ଗଲେ ତାଙ୍କୁ ଧୋକା ଦେଇଛନ୍ତି ତାଙ୍କ ମାଆ, ଭାଉଜ ଏବଂ ତାଙ୍କ ଘରର ଚାକରାଣୀ। ମାଆ ସୁଟିଂ ରେ ଥିବାରୁ ଏବଂ ଭାଉଜଙ୍କ ଦେହ ଭଲ ନଥିବାରୁ ଏବଂ ଚାକରାଣୀ ଆସି ନଥିବାରୁ ତାଙ୍କୁ ସକାଳୁ ଜଲଦି ଉଠି ଘରର ବାସନ କୁସନ ଧୋଇବାକୁ ପଡୁଛି ଏବଂ ଏତେ କାମ କରିବାକୁ ପଡୁଛି। ସେଥିପାଇଁ ସେ କହୁଛନ୍ତି କି ତାଙ୍କୁ ଧୋକା ଦେଇ ଦେଇଛନ୍ତି ସେମାନେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।