Odisha News Portal

ଓଡିଆ ଗାୟକ ଏବଂ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ପରିବାର ଆଗରୁ କେବେ ଦେଖିନଥିବେ !

0 2

ଆପଣ ମାନେ ନିଶ୍ଚିତ ରୂପେ ଓଡିଆ ଗୀତ ଶୁଣିବାକୁ ପସନ୍ଦ କରୁଥିବେ ତେବେ ନିଶ୍ଚିତ ରୂପରେ ଶୁଣୁଥିବେ ମଧ୍ୟ । ଏହା ସହିତ ସେହି ଗୀତରେ ଆପଣ ମାନଙ୍କର ପ୍ରିୟ ଗାୟକ ମାନେ ମଦଧ୍ୟ ଥିବେ । ଯାହାଙ୍କର ଗୀତକୁ ଆପଣ ମାନେ ବହୁତ ପସନ୍ଦ କରୁଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଗୀତର ଗାୟକ ଏବଂ ନିର୍ଦ୍ଦେଶକଙ୍କ ବିଷୟରେ କହିବୁ , ଯାହାକୁ ଆପଣ ମାନେ ବହୁତ ହିଁ ପସନ୍ଦ କରନ୍ତି । ତାଙ୍କର ଗୀତ ଗାଇବାର ଶୈଳୀ ଏବଂ ଗୀତର ନିର୍ଦ୍ଦେଶନାକୁ ଆପଣ ମାନେ ବହୁତ ପସନ୍ତ କରନ୍ତି । ଆଜି ଆମେ ଆପଣ ମାନଙ୍କୁ ତାଙ୍କ ବିଷୟରେ କିଛି କହିବୁ , ତେବେ ଆସନ୍ତୁ ଜାଣିବା .

ଆପଣ ମାନେ ତ ନିଶ୍ଚିତ ରୂପରେ ଓ଼ଡିଆର ସୁପରିହିଟ ମୁଜ୍ୟିକ ଡାଇରେକ୍ଟର ଆଭିଜିତ ମଜୁମଦାରଙ୍କ ବିଷୟରେ ଜାଣିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଅଭିଜିତ ମଜୁମଦାରଙ୍କର ପରିବାର ଏବଂ ତାଙ୍କ ବିଷୟରେ କିଛି ଅଜଣା କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ କେବେ ଜାଣିନଥିବେ । ଆଜି ଆମେ ଆପଣ ମାନଙ୍କୁ ଅଭିଜିତଙ୍କର ଜୀବନୀ ଏବଂ ପରିବାର ବିଷୟରେ କିଛି ତଥ୍ୟ ପ୍ରଦାନ କରିବୁ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ଆପଣ ମାନେ ଜ ଅଭିଜିତ ମଜୁମଦାରଙ୍କୁ ଜାଣିଥିବେ ଏହା ସହିତ ତାଙ୍କର ଗୀତ ମଧ୍ୟ ଶୁଣିଥିବେ । ତାଙ୍କର ଜବରଦସ୍ତ ଗୀତ ପାଇଁ ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ତିଆରି କରିଛନ୍ତି । ସେ ତାଙ୍କର ଗୀତ ଯାଦୁରେ ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରି ରଖିଛନ୍ତି । ଅଭିଜିତ ମଜୁମଦାର କିଛି ଦିନ ମଧ୍ୟରେ ତାଙ୍କର ଗୀତ ମାଧ୍ୟମରେ ପୁର ପଲ୍ଲୀରେ ଚାରିଆଡେ ଚର୍ଚ୍ଚାରେ ରହିଛନ୍ତି ।

ଲୋକମାନେ ମଧ୍ୟ ତାଙ୍କର ଗୀତକୁ ବହୁତ ହିଁ ପସନ୍ଦ କରନ୍ତି । ତେବେ ଅଭିଜିତ ମଜୁମଦାର 400 ରୁ ଅଧିକ ଓଡିଆ ପିଲ୍ମରେ ଗୀତର ନିଦ୍ଦେଶନା ଦେଇଛନ୍ତି । ତାଙ୍କର ଗୀତ ମଧ୍ୟ ବହୁତ ସୁପରହିଟ ହୋଇଥାଏ , ତେବେ ସେ ଜଣେ ଗୀତ ନିର୍ଦ୍ଦେଶକ ହେବା ସହିତ ଜଣେ ଗାୟକ ମଧ୍ୟ ଅଟନ୍ତି । ତେବେ ଅଭିଜିତ ମଜୁମଦାରଙ୍କର ଘର ହେଉଛି ସମ୍ବଲପୁର ମାତ୍ର ଏବେ ସେ ତାଙ୍କର ପରିବାର ସହିତ କଟକରେ ରହୁଛନ୍ତି ।

ତାଙ୍କ ପରିବାରରେ ତାଙ୍କର ବାପା , ମା ଭାଇ , ସ୍ତ୍ରୀ ଏବଂ ଏକମାତ୍ର ପୁଅ ମଧ୍ୟ ଅଛନ୍ତି । ଅଭିଜିତ ମଜୁମଦାର ପିଲା ବେଳରୁ ହିଁ ଗୀତ ଗାଇବାକୁ ପସନ୍ଦ କରୁଥିଲେ ତେବେ ବର୍ତ୍ତମାନ ସେ ନଂ 1 ସିଙ୍ଗର ଏବଂ ଗୀତ ଡାଇରେକଟର ଭାବେ ପରିଚିତ ଅଟନ୍ତି । ପିଲା ଦିନରୁ ହିଁ ଅଭିଜିତ ମଜୁମଦାର ସମସ୍ତ ଫାନ୍କସନ ଗୀତ ଗାଇବାରେ ଭାଗ ନେଉଥିଲେ ଏବଂ ତାଙ୍କର ଗୀତ ସେହି ଫାକସନର ସମସ୍ତ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ହେଉଥିଲା ।

ଯାହା ଦ୍ୱାରା ସେହି ଭାଗ ନେବାରେ ସେ ହିଁ ବିଜେତା ହେଉଥିଲେ । ତାଙ୍କର ଗୀତ ସମସ୍ତ ଦର୍ଶକ ମାନଙ୍କୁ ପସନ୍ଦ ହୋଇଥାଏ । ସେ ଅନେକ ସୁପରହିଟ ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ସେ ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ ଗୀତ ଲୋକମାନଙ୍କୁ ଭେଟି ଆସିଛନ୍ତି । ସେ ଅନେକ ଓଡିଆ ପିଲ୍ମ ସହିତ ଓଡିଆ ଗୀତ ମଧ୍ୟ ସଂପାଦନ କରିଥାନ୍ତି । 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।