Odisha News Portal

ଦେଖନ୍ତୁ ଭିଡିଓ ଶାଶୁଘରେ କେମିତି ଅଛନ୍ତି କୁଆଁରୀ ବୋହୂ ସିରିଏଲ ର କବିତା ଅପା ! ବିବାହ ପରେ ସେ ଶାଶୁ ଘରେ କଣ ସବୁ କରୁଛନ୍ତି …?

0 6

ଆପଣ ମାନେ ତ ଜାଣିଛନ୍ତି କି ଏବେକା ସମୟ ତ ବିବାହ କରିବାର ସମୟ । ଅର୍ଥାତ ଏବେ ଏହି କେତୋଟି ମାସରେ ଜୋରଦାର ଭାବରେ ଚାରିଆଡେ ବିବାହା ହୋଇଥାଏ । କାରଣ ଏହି ସମୟରେ ବିବାହର ଲଗ୍ନ ଆସିଥାଏ । ତେବେ ସେଥିପାଇଁ ଓଡିଆ ଧାରାବାହିକର ଯେଉଁ କଲାକାର ମାନେ ବିବାହ କରିନାହାନ୍ତି ବା ବିବାହ ହେବାର ଅଛି ସେମାନଙ୍କର ଏହି ଲଗ୍ନ ସମୟରେ ହୁଏତ ବିବାହ ହୋଇପାରେ ।

ଆମେ ଆପଣ ମାନଙ୍କୁ ସେମିତି ଜଣେ କଲାକାରଙ୍କ ବିଷୟରେ କହିବୁ , ଯିଏ କି ଏହି କେତେଦିନ ହେବ ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି । ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା କୁଆରୀ ବୋହୀ ଧାରାବାହିକର କବିତା ଅପାଙ୍କୁ ତ ଆପଣ ମାନେ ଜାଣିଥିବେ ।

କବିତାଙ୍କର ପ୍ରକୃତ ନାମ ହେଉଥି ସୋନାଲି ଓଝା ।ସୋନାଲି ନିକଟରେ ତାଙ୍କର ପ୍ରେମିକ ସାଗରଙ୍କୁ ବିବାହ କରିଥିଲେ । ସାଗରଙ୍କର ଘର ହେଉଛି ଜଗତପୁର କଟକ ଏବଂ ସୋନାଲି ମଧ୍ୟ କଟକର ଝିଅ ଅଟନ୍ତି । ସୋନାଲି ସାଗରଙ୍କୁ ପ୍ରେମ ବିବାହ କରିଛନ୍ତି । ତେବେ ଏବେକା ସମୟରେ ସୋନାଲିଙ୍କର ରିସେପସନ ମଧ୍ୟ ସରିଯାଇଛି । ତେବେ ଏବେ ବିବାହ ପରେ ସୋନାଲି ନିଜ ଶାଶୁଘରେ କେମିତି ଅଛନ୍ତି ଆସନ୍ତୁ ଜାଣିବା ସେ ବିଷୟରେ ।

ଆପମ ମାନେ ତ ସୋନାଲି ଓଝାକୁ କୁଆଁରୀ ବୋହୂ ଧାରାବାହିକରେ ଅଭିନୟ କରୁଥିବାର ଦେଖିବାକୁ ପାଇଥିବେ । ସୋନାଲି ଖୁବ ସୁନ୍ଦର ଆକ୍ଟିଙ୍ଗ କରି ଲୋକମାନଙ୍କ ହୃଦୟକୁ ବହୁତ ଭଲ ଭାବରେ ଜିତିଛନ୍ତି । ସୋନାଲି ତାଙ୍କର ବହୁତ ଦିନର ପ୍ରେମିକ ସାଗରକୁ ବିବାହ କରିଛନ୍ତି ଏବଂ ସାଗର ହେଉଛନ୍ତି ଜଣେ ବିଜନେସ ମ୍ୟାନ । ସାଗରକୁ ବିବାହ ପରେ ସୋନାଲି ଏବେ କଟକର ଜଗତପୁର ଅଞ୍ଚଳରେ ରହୁଛନ୍ତି ।

ସୋନାଲିଙ୍କ ବାପ ଘରେ କଟକରେ ଥିବା ହେତୁ ସେ ତାଙ୍କ ବାପ ଘରକୁ ବେଳେ ବେଳେ ଭେଟିବାକୁ ଆସୁଥିବାର ମଧ୍ୟ ଶୁଣାଯାଉଛି । ସୋନାଲି ଆଗରୁ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି , ସେ କୁଆଁରୀ ବୋହୂ ହେଉ କି ମାନିନୀ କି ଅପା ବା ଉଆଁସୀ କନ୍ୟା । ସମସ୍ତ ସିରିଏଲରେ ନିଜର ଜଲୱା ଦେଖାଇଛନ୍ତି ତାଙ୍କର ଅଭିନୟ ମାଧ୍ୟମରେ । ପ୍ରଥମ ଥର ପାଇଁ ଜୀବନ ଯମୁନାରେ ଜୁଆର କୁଟରେ ଦାରାବାହିକରେ ନିଜର ଡେବ୍ୟୁ କରିଥିଲେ ଏବଂ ତାପରେ ସେ କେବେବି ପଛକୁ ଫେରି ଚାହିଁ ନାହାନ୍ତି ।

ଏହା ପରେ ସେ ଗୋଟେ ପରେ ଗୋଟେ ହିଟ ଦାରାବାହିକ କରି ଲୋକମାନଙ୍କର ହୃଦୟକୁ ତାଙ୍କର ଆକ୍ଟିଙ୍ଗର କଳା ମାଧ୍ୟମରେ ବାନ୍ଧି ରଖିଛନ୍ତି । ତାଙ୍କର ଆକ୍ଟିଙ୍ଗ ଏବେ ମଗ୍ଧ ମୋହିତ କି ୟେ କୌଣସି ଲୋକ ତାଙ୍କର ଆକ୍ଟିଙ୍ଗ ଦେଖିଲେ ତାଙ୍କୁ ପ୍ରସଂସା ତ ନିଶ୍ଚିତ ରୂପରେ କରିବ । ସୋନାଲିଙ୍କର ଆକ୍ଟିଙ୍ଗ ଯେତେ ସୁନ୍ଦର ସେ ଦେଖିବା ପାଇଁ ମଧ୍ୟ ସେତେ ସୁନ୍ଦର ଅଟନ୍ତି । ତେବେ ସୋନାଲିଙ୍କର ବୈବାହିକ ଜୀବନ ଆଗକୁ ଯେମିତି ଭଲରେ ରହୁ ତାହା ଆମ ସମସ୍ତଙ୍କର କାମନା ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।