Odisha News Portal

ଓଡିଆ ଟିଭି ସିରିଏଲ୍ ନୂଆ ବୋହୁରେ ଅଭିନୟ କରୁଥିବା ଲୋପାମୁଦ୍ରା ଙ୍କ ପରିବାର ଆଗରୁ କେବେ ଦେଖିନଥିବେ ! ଜାଣନ୍ତୁ ତାଙ୍କ ପରିବାରରେ କିଏ କିଏ ଅଛନ୍ତି ?

0 27

ଆପଣ ମାନେ ସମସ୍ତେ ନିଶ୍ଚୟ ଓଡିଆ ଟିଭି ସିରିଏଲ୍ ଦେଖୁଥିବେ । ତା ହେଲେ ଆପଣ ମାନେ ନିଶ୍ଚୟ ଏହି ଓଡିଆ ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କୁ ମଧ୍ୟ ଜାଣିଥିବେ । ଆମ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରୁଥିବା ପ୍ରତ୍ୟେକ କଳାକାର ନିଜ ଟ୍ୟାଲେଣ୍ଟ ଓ ନିଜ କଷ୍ଟରେ ଓଡିଆ ଇଣ୍ଡଷ୍ଟ୍ରିରେ ଯୋଗ ଦେଇଛନ୍ତି । ଏହି ଇଣ୍ଡଷ୍ଟ୍ରିରେ କେତେ ଜଣ ସଫଳ ହୋଇଛନ୍ତି ତ ଅନ୍ୟ କେତେଜଣ ବିଫଳ ହୋଇ ରହିଛନ୍ତି । ହେଲେ ଏମାନେ ନିଜ ଚେଷ୍ଟା ଓ ସଂଘର୍ଷକୁ ଜାରି ରଖିଛନ୍ତି ।ଆପଣ ମାନେ ନିଶ୍ଚୟ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆବୋହୂ ଧାରାବିହକ ନିଶ୍ଚୟ ଦେଖୁଥିବେ ।

ତେବେ ସେଥିରେ ଅଭିନୟ କରୁଥିବା ସାତ୍ବିକଙ୍କ ଭାଉଜ ଭୂମିକାରେ ଲୋପାମୁଦ୍ରାଙ୍କୁ ତ ନିଶ୍ଚୟ ଜାଣିଥିବେ । ସେ ଆଗରୁ ଅନେକ ଚଳଚିତ୍ର ଏବଂ ଅନେକ ଧାରାବାହିକରେ ଅଭିନୟ କରି ସାରିଛନ୍ତି ଏବଂ ସେ ପୁଣି ଏବେ ନୂଆବୋହୂ ଧାରାବାହିକରେ ଏକ କ୍ୟୁଟି ଏବଂ ଚୁଲବୁଲି ଅନ୍ଦାଜର କ୍ୟାରେକ୍ଟରରେ ଅଭିନୟ କରି ଲୋକ ମାନଙ୍କର ହୃଦୟ କୁ ବେଶ୍ ପସନ୍ଦ ଆସୁଛିନ୍ତି । ତେବେ ଲୋକମାନେ ମଧ୍ୟ ତାଙ୍କ ଅନ୍ଦାଜର ଏହି ଆକ୍ଟିକୁ ବହୁତ ପସନ୍ଦ କରୁଛନ୍ତି ।

ତେବେ ଲୋପାମୁଦ୍ରାଙ୍କର ପ୍ରକୃତ ନାମ ମଧ୍ୟ ଲୋପାମୁଦ୍ରା ଅଟେ । ସେ ନୀଳଗିରିର ଝିଅ ଅଟନ୍ତି ଏବଂ ସେ ଏବେ ବିବାହ ପରେ ଭୂବନେଶ୍ବରରେ ହିଁ ରହୁଛନ୍ତି ଏବଂ ଭୂବନେଶ୍ବରରେ ହିଂ ତାଙ୍କ ସ୍ବାମୀ ରୁହନ୍ତି । ତେବେ ସେ ଏବେ ଭୂବନେଶ୍ବରରେ ହିଁ ରହି ସେହିଠାରୁ ସୁଟିଂ ସେଟକୁ ଯାଇଥାନ୍ତି । ଲୋପାମୁଦ୍ରା ନୀଳଗିରିରେ ହିଁ ନିଜର ସ୍କୁଲ ଏବଂ କଲେଜ ସାରିଛନ୍ତି ।

ଲୋପାମୁଦ୍ରାଙ୍କର କହିବା ଅନୁସାରେ ସେ ନିଜ ସ୍ବାମୀଙ୍କ ସାଥିରେ ବେଶ ଖୁସିରେ ଅଛନ୍ତି ଏବଂ ନିଜର ଦାମ୍ପତ୍ୟ ଜୀବନ ମଧ୍ୟ ବହୁତ ଖୁସିରେ କଟୁଛି । ତେବେ ତାଙ୍କ ସ୍ବାମୀ ସବୁ କଥାରେ ତାଙ୍କୁ ବହୁତ ସପୋର୍ଟ କରନ୍ତି ଏବଂ ତାଙ୍କ ଶାଶୁ ଘର ଲୋକ ମଧ୍ୟ ତାଙ୍କୁ ସବୁ କଥାରେ ସପୋରିଟ କରିଥାନ୍ତି । ଏମିତିକି ଆକ୍ଟି ଲାଇନକୁ ଆସିବା ପାଇଁ ତାଙ୍କ ଶାଶୁ ଘର ଲୋକଙ୍କର ମଧ୍ୟ ଥିଲା ସହମତି ।

ତେବେ ଲୋପାମୁଦ୍ରାଙ୍କର ଅଭିନିତ ଅନେକ ମ୍ୟୁଜିକ ଭିଢିଓ ମଧ୍ୟ ଆସିଛି , ଯାହାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ଲୋପାମୁଦ୍ରା ଧିରେ ଧିରେ ଫେମସ ମଧ୍ୟ ହୋଇଛନ୍ତି ଏବଂ ନୂଆବୋହୂ ଧାରାବାହିକଟି ତାଙ୍କ ଜୀବନରେ ଆଣିଥିଲା ଏକ ମାଇଲଷ୍ଟୋନ । କାହିଁକି ନାଁ ତାଙ୍କ ଜୀବନର ଟର୍ଣ୍ଣିଂ ବଦଳି ଯାଇଥିଲା ନୂଆବୋହୂ ଧାରାବାହିକରେ ।

 ଏହି ଧାରାବାହିକରେ ଏକ ଚୁଲବୁଲି ଏବଂ ଅଜଣା ଭୂମିକାରେ ଅଭିନୟ କରୁଥିବା ଲୋପାମୁଦ୍ରା ପହଞ୍ଚି ଯାଇଥିଲେ ଶୀର୍ଷରେ ଏବଂ ଲୋକମାନେ ତାଙ୍କୁ ତାଙ୍କର ନିଜର ପରିଚୟରେ ଜାଣିଥିଲେ । ଅବଶ୍ୟ ଏହି୍ ଧାରାବାହିକରେ ଲୋପାମୁଦ୍ରାଙ୍କର ପ୍ରକୃତ ନାମ ହିଁ ରଖାଯାଇଛି । ସେ ଅନେକ ଧାରାବାହିକରେ କାମ କରିଥିଲେ ମଧ୍ୟ ତାଙ୍କୁ ଏତେ ଲୋକ ଚିହ୍ନିନଥିଲେ ଯେତିକି ନୂଆବୋହୂ ଧାରାବାହିକରେ ଚିହ୍ନିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।