OMG ! ଓଡ଼ିଆ ଯୁବକଙ୍କ Audio Call ହେଲା ଭାଇରାଲ୍ ଆପଣ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ…ଦେଖନ୍ତୁ ଭିଡ଼ିଓ

ତେବେ ସବୁବେଳେ କିଛି ନା କିଛି ଭିଡ଼ିଓ ମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଇଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଅନେକ ସମୟରେ ଆପଣ ମାନେ କଷ୍ଟମର କେୟାର ମାନଙ୍କର କଥା ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ଆଉ ଯେଉଁଠି କଷ୍ଟମର କେୟାର ଭାବରେ ଝିଅ ଜଣଙ୍କ ଗ୍ରହକଙ୍କୁ ଫୋନ କରିଛନ୍ତି | ଆଉ ଯାହା ଜିଓ ରେ ରଚାର୍ଜ ପାଇଁ ଝିଅ ଜଣଙ୍କ କହୁଥିବା ସମୟରେ ଲୋକ ଜଣଙ୍କ ଝିଅ ଟିକୁ ରଚାର୍ଜ କରି ଦେବା ପାଇଁ କହୁଥିବାର ଦେଖିବାକୁ ମିଳିଛି | ଆଉ ଲୋକ ଜଣଙ୍କ କିଛି କଥା ଶୁଣିବାକୁ ରାଜି ନ ଥିବାର ଦେଖୁବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ଆମର ଯେତେବେଳେ ନେଟୱାର୍କ ଜନିତ ଅସୁବିଧା ହୋଇଥାଏ ବା ଆମେ ଯଦି କୌଣସି କାରଣରୁ ରିଚାର୍ଜ ବହୁତ ଦିନ ହେବ କରି ନ ଥିବା ତାହେଲେ କଷ୍ଟମର କେୟାର ଆମକୁ ଫୋନ କରିଥାନ୍ତି ଆଉ ଯାହା ଫଳରେ ଆମକୁ ସେମାନେ ରିଚାର୍ଜ କରିବା ପାଇଁ ମଧ୍ୟ କହିଥାନ୍ତି |ତେବେ ସେହି ଭଳି ଲୋକ ଜଣକ ତାଙ୍କର ନମ୍ବର ରେ ବହୁତ ଦିନ ହେବ ରିଚାର୍ଜ କରି ନ ଥିବାରୁ କଷ୍ଟମର କେୟାର ରେ ଥିବା ଝିଅ ଜଣଙ୍କ ତାଙ୍କୁ କହିବାକୁ ଲାଗିଥିଲେ କି ରିଚାର୍ଜ କରିବା ପାଇଁ | ଆଉ ଏଭଳି କହିବା ପରେ ଲୋକ ଜଣଙ୍କ ତାଙ୍କର ମନକୁ ଯାହା ଆସୁଛି କହିବାକୁ ଲାଗିଥିଲେ |

ତାହା ସହିତ ଆହୁରି ମଧ୍ୟ କୁହାଯାଉଛି କି ରିଚାର୍ଜ କଥା କହିଲାରୁ ଲୋକ ଜଣଙ୍କ ଟା ତାଙ୍କ ପାଖରେ ପଇସା ନାହିଁ ବୋଲି କହିଥିଲେ ଆଉ ତାଙ୍କର ନମ୍ବର ରେ ରିଚାର୍ଜ କରି ଦେବା ପାଇଁ ମଧ୍ୟ କହିଥିଲେ | ଆଉ ତାହା ପରେ ଝିଅ ଜଣଙ୍କ ତାଙ୍କର ଏରିଆ ର ନାଁ ପଚାରିବାରୁ ତାଙ୍କର ମନକୁ ଯାହା ଆସିଛି ତାହା କହିଥିଲେ | ଆଉ ରିଚାର୍ଜ ପାଇଁ ଟଙ୍କା ପଠେଇବାକୁ ଫୋନ ପେ ଓ ଗୁଗୁଲ ପେ କଥା କହିଲାରୁ ଲୋକ ଜଣଙ୍କ କୋଷ୍ଟମାର ଭାବେ କଥା ହେଉଥିବା ଝିଅ ଟିକୁ ରିଚାର୍ଜ କରି ଦେବା ପାଇଁ କହିଥିଲେ |

ତାହା ବ୍ୟତୀତ ଝିଅ ଜଣଙ୍କ ତାଙ୍କର କଥା ରେ ଆଜ୍ଞା ସାର ବୋଲି କହୁଥିବାରୁ ଲୋକ ଜଣଙ୍କ କହୁଥିଲେ କି ତମେ ଆଜ୍ଞା କହିବାରୁ ମୋତେ ନିଜକୁ ସାର ବୋଲି ମନେ ହେଉଛି ବୋଲି | ତେବେ ଏହି ଭଳି ଭାବରେ ଲୋକ ଜଣଙ୍କ କୋଷ୍ଟମାର କେୟାର ଭାବରେ ଥିବା ଝିଅ ଜଣଙ୍କର କଥା ର ମୋଜା ଉଡାଉଥିଲେ ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment