OMG ! ଓଡ଼ିଆ ଯୁବକଙ୍କ Audio Call ହେଲା ଭାଇରାଲ୍ ଆପଣ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ…ଦେଖନ୍ତୁ ଭିଡ଼ିଓ

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି ଘଟଣା ମାନ ଭାଇରାଲ ହେବାକୁ ଲାଗିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ତେବେ ବର୍ତ୍ତମାନ ସେମିତି ଏକ ଭିଡିଓ ଟିଏ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଓଡ଼ିଆ ଟୋକା ଜଣ ଙ୍କ କଥା ହେଉଛନ୍ତି କଷ୍ଟମର କେୟାର ସହିତ | ଆଉ ଯେଉଁଠି ଦେଖା ଯାଇଛି କି କଥା ହେଉଥିବା ସମୟରେ ଝିଅ ଜଣଙ୍କ ଇଂରାଜୀ ରେ କିଛି କଥା ହୋଇଥିଲେ | ଆଉ ଯାହାକୁ ବୁଝି ପାରୁ ନ ଥିଲେ ପୁଅ ଜଣଙ୍କ | ଆଉ ଯାହା ଫଳରେ ଆଲତୁ ଫାଲତୁ କଥା କହିକି ମଜାକ ଉଡାଉଥିଲେ କଥା ର | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ କଣ କଥା ହେଇଥିଲେ ସେ ସବୁ ବିଷୟରେ ନଜର ପକାଇବା |

ତେବେ ଆମେ ଅନେକ ସମୟରେ ଦେଖିବାକୁ ପାଇଛୁ କି ଯଦି ଆମର ମୋବାଇଲ ର କିଛି ଅସୁବିଧା ହୁଏ ତାହେଲେ ଆମେ ମାନେ କଷ୍ଟମର କେୟାର ପାଖକୁ କୋଲ କରିଥାଉ | ଆଉ ଯାହା ଦେଖାଯାଏ କି ଆମେ ଆମର ଆସିବିଧା କୁ ଜଣାଇଲେ ସେମାନେ ଆମର କଣ ଅସୁବିଧା ହେଉଛି ତାହାକୁ ବୁଝି ଆମକୁ ସମାଧାନ ରାସ୍ତା ଦେଖାଇଥାନ୍ତି | ତେବେ ସେହି ଭଳି କିଛି ଦେଖିବାକୁ ମିଳିଛି | ଏଇ ଯେଉଁଠି ଯୁବକ ଜଣଙ୍କ ଫୋନ କରିଛନ୍ତି କଷ୍ଟମର କେୟାର ପାଖକୁ |ଆଉ ସେଠାରେ ଆରମ୍ଭ ହୋଇଯାଇଛି କଥା ବାର୍ତ୍ତା |

ତେବେ ଝିଅ ଜଣଙ୍କ ଯୁବକ ଙ୍କୁ ପଚାରିଥିଲେ କି ଏଇଟା କଣ ଆପଣ ଙ୍କ ଜିଓ ସିମ, ଆଉ ଆପଣ ଙ୍କର ନେଟୱାର୍କ ପ୍ରୋବ୍ଲେମ ହେଉଛି ବୋଲି | ଆଉ ଯୁବକ ଜଣଙ୍କ ତାହା ନ ବୁଝି କହିବାକୁ ଲାଗିଥିଲେ ସେ ଜିତୁ ର ଭାଇ ବୋଲି ଆଉ ଯେତେବେଳେ ଝିଅ ଜଣଙ୍କ ଅଟୋ ମୋଡ଼ କଥା କହିଥିଲେ | ସେତେବେଳେ ମଧ୍ୟ ଝିଅ ଜଣଙ୍କ ବିଭିନ୍ନ କଥା କହି ଭଣ୍ଡେଇ ବାକୁ ଲାଗିଥିଲେ କଷ୍ଟମର କେୟାର ଝିଅ ଟିକୁ | ଆଉ ଯାହା ଜଣା ପଡୁଥିଲା କି ଝିଅ ଜଣ ଙ୍କର ଘର ଆମ ଓଡିଶା ରେ ବୋଲି | ଆଉ ଝିଅ ଜଣଙ୍କ ଯାହା କହୁଥିଲେ ତାହାକୁ ସେ ଠିକ ଭାବରେ ବୁଝିପାରୁ ନ ଥିଲେ ବୋଲି ମଧ୍ୟ କୁହାଯାଇଛି |

ତେବେ ଯାହା କୁହାଯାଇଛି କି ଏହିଭଳି ଭାବରେ ଇଂରାଜୀ ବୁଝି ନ ପାରି ଝିଅ ଜଣଙ୍କର ସମୟ ନଷ୍ଟ କରୁଥିଲେ ଯୁବକ ଜଣଙ୍କ | ଆଉ କଥା ରେ କିଛି ମାନେ ନ ଥିବା ବେଳେ ସେହିଭଳି କଥା ପ୍ରକାଶ କରିବାକୁ ଲାଗିଥିଲେ ଓଡ଼ିଆ ଟୋକା ଜଣଙ୍କ | ଆଉ ଯାହାର କୋଲ ରେକଡ଼ିଂ ବର୍ତ୍ତମାନ ଚାରିଆଡେ ସମସ୍ତଙ୍କ ମୋବାଇଲ କୁ ମୋବାଇଲ ଘୁରି ବୁଲୁଛି | ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment