Odisha News Portal

ଓଡିଆ ହିରୋଇନ ମାନଙ୍କର ପ୍ରକୃତ ଘର କେଉଁଠି ! ଜାଣନ୍ତୁ କେଉଁ ଅଭିନେତ୍ରୀ ଙ୍କର ଘର କେଉଁ ଜିଲ୍ଲା ଏବଂ କେଉଁ ଗ୍ରାମରେ …..

0 10

ଆପଣ ମାନେ ତ ପ୍ରତ୍ୟେକ ଦିନ ଓଡିଆ ପିଲ୍ମ ବା ଓଡିଆ ଚଳଚ୍ଚିତ୍ର ନିଶ୍ଚିତ ରୂପରେ ଦେଖୁଥିବେ । ମାତ୍ର କଣ ଆପଣ ମାନେ ଜାଣିଛନ୍ତି ଫିଲ୍ମରେ କାମ କରିଥିବା ହିରୋଇନ ମାନଙ୍କ ଘର କେଉଁଠି ଏବଂ ସେମାନେ କେଉଁଠାରେ ରହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟରେ କହିବୁ କି ଆପଣ ମାନଙ୍କର ପ୍ରିୟ ହିରୋଇନ ମାନେ କେଉଁଠାରେ ରହନ୍ତି । ତାହା ତ ଆପଣ ମାନେ ଜାଣିନଥିବେ ପ୍ରାୟତଃ କେତେକ ଲୋକମାନେ ଜାଣିନଥିବେ କି ତାଙ୍କର ପ୍ରିୟ ହିରୋଇନ ମାନେ କେଉଁଟାରେ ରହନ୍ତି ତେବେ ତାହା ଜାଣିବା ପାଇଁ ସେମାନେ ଆଗ୍ରହ ପ୍ରକାଶ ନିଶ୍ଚିତ ରୂପରେ କରୁଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

1–ଭୂମିକା ଦାସ


ଆପଣ ମାନେ ତ ଭୂମିକା ଦାସଙ୍କୁ ଜାଣିଥିବେ , କାରଣ ସେ ପିଲା ଦିନରୁ ହିଁ ଓଡିଆ ପିଲ୍ମ ଜଗତରେ ପାଦ ଦେଇଥିଲେ । ଭୂମିକା ଦାସଙ୍କର ଜନ୍ମ ରାଉଲକେଲାରେ ହୋଇଥିଲା ମାତ୍ର ଏବେ ସେ ଭୁବନେଶ୍ୱରରେ ରହୁଛନ୍ତି । ତାଙ୍କର ପାଠପଢା ସରିନି ଏହା ସେ ସେ ପିଲ୍ମରେ କାମ କରିବା ସହ ପାଠ ମଧ୍ୟ ପଢୁଛନ୍ତି ।

2–ପୁନମ ମିଶ୍ର

ପୁନମ ମିଶ୍ର ତ ଆପଣ ମାନେ ଜାଣିଥିବେ ସେ ଓଡିଆ ପିଲ୍ମ ଜଗତରେ ବହୁତ ପିଲ୍ମରେ କାମ କରିସାରିଛନ୍ତି । ତାଙ୍କର ପ୍ରତ ଘର ଭୁବନେଶ୍ୱରରେ ସେ ସେହିଠାରେ ରହୁଛନ୍ତି ।

3–ବର୍ଷା ପ୍ରିୟଦର୍ଶିନୀ


ବର୍ଷା ପ୍ରିୟ ଦର୍ଶିନୀଙ୍କୁ ତ ଆପଣ ମାନେ ନିହାତି ଭାବରେ ଜାଣିଥିବେ ତେବେ ତାଙ୍କର ଜନ୍ମ ସ୍ଥାନ ହେଉଛି ଭୁବନେଶ୍ୱରରେ । ମାତ୍ର ଅନୁଭବଙ୍କୁ ବିବାହ ପରେ ସେ କଟକରେ ରହୁଛନ୍ତି ।

4–ଶିବାନୀ


ଆପଣ ମାନେ ହିରୋଇନ ଶିବାନୀଙ୍କୁ ତ ଜାଣିଥିବେ ତାଙ୍କର ପ୍ରକୃତ ଘର ହେଉଛି ଖୋର୍ଦ୍ଦା । ସେ ଛୋଟ ବେଳରୁ ହିଁ ସେହିଠାରେ ରହୁଛନ୍ତି ।

5–ଅର୍ଚ୍ଚିତା ସାହୁ


ଅର୍ଚ୍ଚିତା ସାହୁଙ୍କର ପ୍ରକୃତ ଘର ହେଉଛି ଭୁବନେଶ୍ୱରରେ , ତାଙ୍କର ଜବରଦସ୍ତ ଆକ୍ଟିଙ୍ଗ ପାଇଁ ସେ ଦର୍ଶକ ମାନଙ୍କ ହୃଦୟରେ ରାଜ କରିଥାନ୍ତି । ତେବେ ସେ ଭୁବନେଶ୍ୱରରେ ଛୋଟ ବେଳରୁ ହିଁ ରହୁଛନ୍ତି ।

6–ଶୀତଲ

ଆପଣ ମାନେ ତ ଶିତଲଙ୍କୁ ନିସ୍ଚିତ ରୂପରେ ଜାଣିଥିବେ ଯିଏ ଯାହା କହୁ ମୋର ଢୋ ରୁ ସେ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କର ଘର ହେଉଛି କଟକ ସେ କଟକରେ ବାସ କରନ୍ତି ।

7–ଏଲିନା

ଆପଣ ମାନେ ତ ଏଲିନାଙ୍କୁ ଜାଣିଥିବେ । ସେ ଇସ୍କ ତୁ ହିଁ କୁ ରେ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଏବେ ସେ ବହୁତ ଫେମସ ହୋଇଛନ୍ତି । ତାଙ୍କର ଘର ହେଉଛି ଭଦ୍ରକ ସେ ଏବେ ଭଦ୍ରକରେ ହିଁ ରୁହନ୍ତି ।

8–ରିୟା


ଆପଣ ମାନେ ତ ରିୟାଙ୍କୁ ଜାଣିଥିବେ ତେବେ ରିୟାଙ୍କର ଘର ହେଉଛି ବାଲେଶ୍ୱର । ତେବେ ରିୟାଙ୍କର ଆକ୍ଟିଙ୍ଗ ସମସ୍ତ ଦର୍ଶ ମାନଙ୍କୁ ବହୁତ ହିଁ ଭଲ ଲାଗେ ଏବଂ ତାଙ୍କୁ ଅନେକ ଲୋକମାନେ ବହୁତ ହିଁ ପସନ୍ଦ ମଧ୍ୟ କରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।