Odisha News Portal

ଏକ ନିଆର ଢଙ୍ଗରେ ନୂଆବର୍ଷ ପାଳନ କଲେ ଅଭିନେତ୍ରୀ ଝିଲିକ୍ ! ଭି଼ଡିଓ ଦେଖିଲେ ଆପଣ ଙ୍କ ଆଖିରୁ ଲୁହ ଆସିଯିବ….

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପପୁଲାର ତଥା ଲୋକପ୍ରିୟ ଅଭିନେତ୍ରୀ ଝିଲିକି ଭଟ୍ଟାଚାର୍ଯ୍ୟ କିପରି ଭାବରେ ନୂଆବର୍ଷ ପାଳନ କରିଲେ ସେହି ବିଷୟରେ ଆମେ ଆପଣ ମାନଙ୍କୁ ଏହି ଲେଖା ମାଧ୍ୟମ ରେ ଜଣାଇବୁ । ତେବେ ଆପଣ ମାନେ ସମସ୍ତେ ବହୁତ ଭଲ ଭାବରେ ଜାଣି ଥିବେ ଯେ ଗତ ବର୍ଷ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଝିଲିକ୍ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ସେ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ ଙ୍କୁ ବିବାହ କରିଛନ୍ତି ।

ତେବେ ଗତ କାଲି ଝିଲିକ୍ ତାଙ୍କ ସ୍ବାମୀଙ୍କ ସହ ଶ୍ରୀକ୍ଷେତ୍ର ପୁରୀଧାମ କୁ ବୁଲିବାକୁ ଯାଇ ଥିଲେ । ଆଉ ସେଠାରେ ତାଙ୍କ ସ୍ବାମୀଙ୍କ ସହିତ ପୁରୀ ବେଳା ଭୂମିରେ ବହୁତ ମଜାମସ୍ତି କରିବା ସହିତ ମହାପ୍ରଭୁ ଜଗନ୍ନାଥ ଙ୍କ ଦର୍ଶନ ମଧ୍ୟ କରି ଥିଲେ । ତେବେ ତାଙ୍କର ଏହି ନୂଆ ବର୍ଷରେ ଆଉ ଏକ ଭିଡିଓ ମଧ୍ୟ ବହୁତ ଜୋର୍ ରେ ଭାଇରାଲ ହେବାରେ ଲାଗିଛି ।

ଆଉ ଯେଉଁ ଥିରେ ଦେଖିବା ପାଇଁ ମିଳିଛି କି ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ପୁରୀ ମନ୍ଦିର ପାଖରେ ଥିବା ଭିକାରୀ ତଥା ରାସ୍ତା କଢର ଭିକାରୀ ଏବଂ ଦରିଦ୍ର ଲୋକ ମାନଙ୍କୁ ଏହି ନୂଆବର୍ଷ ଅବସରରେ ଏବଂ ଶୀତ ଦାଉରୁ ରକ୍ଷା ପାଇବା କିଛି ପୋଷାକ ପତ୍ର ଏବଂ କିଛି ଶୀତବସ୍ତ୍ର ଦାନ କରୁ ଥିବାର । ଯାହା ପାଇଂ ଝିଲିକ୍ ଙ୍କୁ ଲୋକମାନେ ବହୁତ ଆଶିର୍ବାଦ ଦେବା ସହିତ ପ୍ରଂଶସା ମଧ୍ୟ କରିଛନ୍ତି ।

ତେବେ ଝିଲିକ୍ ନୂଆ ବର୍ଷ ଅବସରରେ ଲୋକ ମାନଙ୍କୁ ପୋଷାକ ପତ୍ର ଦାନ ଦେବା ସହିତ ଖାଦ୍ୟ ଦେଇଥିବାରୁ ବହୁତ ଖୁସି ଥିବାର ନଜରର ଆସିଥିଲେ । ତାଙ୍କର ଏପରି ସମାଜ ସେବା ପାଇଁ ତାଙ୍କୁ ସମସ୍ତେ ବହୁତ ପ୍ରଂଶସା କରୁଛନ୍ତି ଏବଂ ଅନେକ ଆଶିର୍ବାଦ ମଧ୍ୟ କରିଛନ୍ତି ।

ନୂଆବର୍ଷରେ ସେ ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରି ନୂଆବର୍ଷର ଖୁସି କୁ ଆହୁରି ଦ୍ବିଗୁଣା କରି ପାରିଛନ୍ତି । ସେ ମଧ୍ୟ ବହୁତ ଖୁସି ଅଛନ୍ତି , ଆଉ ନିଜ ସ୍ବାମୀ ଙ୍କ ସହିତ ନୂଆବର୍ଷକୁ ମନ ଭରି ଉପଭୋଗ ମଧ୍ୟ କରିଛନ୍ତି ।


ସେ ଲୋକମାନଙ୍କୁ ସାହାଯ୍ୟ କରିବା ସହିତ ସମସ୍ତ ଲୋକମାନଙ୍କ ସହିକ କଥାବାର୍ତ୍ତା ମଧ୍ୟ କରିଥିଲେ । ଏପରିକି ଲୋକମାନଙ୍କୁ ଶୀତ ବସ୍ତ୍ର ଘୋଡାଇ ଦେଉ ଥିବାର ମଧ୍ୟ ନଜରରେ ଆସିଥିଲେ । ତେବେ ତାଙ୍କର ଏପରି ମହାନତା ପାଇଁ ଆଜି ସେ ସବୁଠୁ ଚର୍ଚ୍ଚିତ ।

ତେବେ ଝିଲିକ୍ ବିବାହ କରିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରି ରୁ ସଂମ୍ପୂର୍ଣ୍ଣ ଭାବରେ ଦୂରେଇ ଯାଇଛନ୍ତି । ଆଉ ବାହାଘର ପରେ ଅଭିନେତ୍ରୀ ଝିଲିକ୍ କୌଣସି ନୂଆ ଓଡିଆ ଫିଲ୍ମ କିମ୍ବା ବଙ୍ଗଳା ଫିଲ୍ମ ରେ ଅଭିନୟ କରି ନାହାଁନ୍ତି । କିନ୍ତୁ ସେ କହିଛନ୍ତି ଯେ ଆଉ କିଛି ଦିନ ପରେ ସେ ପୁଣି ଥରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଅଭିନୟ କରିବେ ଏବଂ ଆପଣ ମାନଙ୍କୁ ନୂଆ ନୂଆ ମନୋରଞ୍ଜନ ଭରା ଚଳଚିତ୍ର ସବୁ ଭେଟି ଦେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।