ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଗୋଟିଏ ଭିଡ଼ିଓ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ତୁଳସୀ ଶ୍ୱେତଲିନା ଙ୍କ ହଳଦୀ ସେରିମନି ର ଭିଡ଼ିଓ | ଆଉ ଯାହା କୁହାଯାଉଛି କି ହାତ କୁ ଦୁଇ ହାତ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ ଜଣଙ୍କ | ତେବେ ଅନେକ ସିରିଏଲ ରେ କାମ କରି ଦର୍ଶକ ମାନଙ୍କ ପାଖରୁ ବେଶ ପ୍ରସଂଶା ସାଉଁଟିବାକୁ ଲାଗିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ | ଆଉ ବର୍ତ୍ତମାନ ସେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି | ଆଉ ବିବାହ ପୂର୍ବରୁ ହଳଦୀ ଫାଂକ୍ସନ ର ଏକ ଭିଡିଓ ବର୍ତ୍ତମାନ ସାମ୍ନା କୁ ଆସିଛି | ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ନିଜର ଠାଣି ଓ ଚାହାଣି ସାଙ୍ଗକୁ ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ହୃଦୟକୁ କିଣି ନେଇଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ ଜଣଙ୍କ | ଆଉ ଯାହା କୁହାଯାଉଛି କି ଅନେକ ସିରିଏଲ ରେ କାମ କରି ଓଡ଼ିଶାର ଘରେ ଘରେ ପ୍ରତେକ ଓଡ଼ିଆ ସିନେ ପ୍ରେମୀ ମାନଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ ତୁଳସୀ ଶ୍ୱେତଲିନା | ଆଉ ଯାହା କୁହାଯାଉଛି କି ସେ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓ ବିବାହ ପୂର୍ବରୁ ହଳଦୀ ଫାଂକ୍ସନ ର ଏକ ଭିଡ଼ିଓ ଦେଖିବାକୁ ମିଳିଛି |
ତେବେ “ତୋ ଅଗଣାର ତୁଳସୀ ମୁଁ “ସିରିଏଲ ମାଧ୍ୟମରେ ନିଜର ପରିଚୟ ଏକ ଭିନ୍ନ ପ୍ରକାରର ସୃଷ୍ଟି କରିଥିଲେ | ଆଉ ତୁଳସୀ ନାଁ ରେ ତାଙ୍କୁ ମଧ୍ୟ ଲୋକ ମାନେ ବେଶ ଭଲ ଭାବରେ ଜାଣିଛନ୍ତି ବୋଲି କୁହାଯାଉଛି | ଆଉ ଯାହା କୁହାଯାଉଛି କି ବର୍ତ୍ତମାନ ସେହି ଚୁଲବୁଲି ନାୟିକା ଜଣଙ୍କ ବିବାହ ବନ୍ଧନରେ ବାନ୍ଧି ହୋଇ ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି | ତେବେ ଆଗରୁ ଶ୍ୱେତଲିନା ଙ୍କ ର ଏଙ୍ଗେଜମେଣ୍ଟ ର ଭିଡ଼ିଓ ଆପଣ ମାନେ ଦେଖିବାକୁ ପାଇଥିଲେ | ତେବେ ବର୍ତ୍ତମାନ ତାଙ୍କର ହଳଦୀ ରଶମ ର କିଛି ଭିଡ଼ିଓ ଭାଇରାଲ ହେବାକୁ ଯାଉଛି ବୋଲି କୁହାଯାଉଛି |
ଆଉ ଏଠାରେ ଦେଖିବାକୁ ମିଳିଛି କି ସୁନ୍ଦରୀ ଅଭିନେତ୍ରୀ ଶ୍ୱେତଲିନା ତାଙ୍କର ଫେମିଲି ଆଉ ଫ୍ରେଡ୍ସ ମାନଙ୍କ ସହିତ ଖୁସି ମନାଉଛନ୍ତି | ଆଉ ତାହା ସହିତ ଦେଖିବାକୁ ମିଳିଛି କି ତାଙ୍କର ଫେମିଲି ଆଉ ସିରିଏଲ ରେ ବହୁତ ଜଣ ସିନେ ଆଟିଷ୍ଟ ମାନେ ତାଙ୍କର ସେହି ଫାଂକ୍ସନ ରେ ଯୋଗ ଦେଇଛନ୍ତି ଓ ହଳଦୀ ସେରିମନି କୁ ବେଶ ସୁନ୍ଦର ଭାବରେ ସେଲିବ୍ରେଟ କରୁଥିବାର ଦେଖିବାକୁ ମିଳିଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।