Odisha News Portal

ଦେଖନ୍ତୁ ଭିଡ଼ିଓ – ଓଡ଼ିଆ actress ଝିଲିକ ସ୍ୱାମୀ ଡାନି ଙ୍କ ସହ କେମିତି ପାଳନ କଲେ ପ୍ରଥମ ବିବାହ ବାର୍ଷିକୀ ଦେଖନ୍ତୁ…..

ଆଜି କୁ ଠିକ୍ ବର୍ଷେ ପୂର୍ବେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଅଲିଉଡ ଇଣ୍ଡଷ୍ଟ୍ରି ର ଜଣାଶୁଣା ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ଓ ସୁକିନ୍ଦା ର ବିଧାୟକ ଦ୍ୟାନି ଓରଫ୍ ପ୍ରୀତି ରଞ୍ଜନ ଘଡାଇ । ଦୁଇ ଜଣ ବିବାହ କୁ ବର୍ତ୍ତମାନ ଏକ ବର୍ଷ ପୂରଣ ହୋଇଛି ଓ ଦୁଇ ଜଣ ଏହି ପ୍ରଥମ ବିବାହ ବାର୍ଷିକ ନିଜ ଘରେ ପାଳନ କରିଛନ୍ତି । ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ଓ ସୁକିନ୍ଦା ର ବିଧାୟକ ଦ୍ୟାନି ଓରଫ୍ ପ୍ରୀତି ରଞ୍ଜନ ଘଡାଇ ଦୁଇ ଜଣ ନିଜର ପ୍ରଥମ ବିବାହ ବାର୍ଷିକ କୁ ଖୁବ୍ ଧୁମ୍ ଧାମରେ ପାଳନ କରିଛନ୍ତି ।

ଆଉ ଅବସର ରେ ସେ ନିଜ ସେଲିବ୍ରେତି ଫ୍ରେଣ୍ଡ୍ ମାନଙ୍କ ସହିତ ରାଜ ନିତିଜ୍ଞ ବନ୍ଧୁ ଙ୍କୁ ମଧ୍ୟ ଡାକି ଥିଲେ । ଯେଉଁଥିରେ ପ୍ରିତି ରଞ୍ଜନ ଘଡାଇ ଓ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ କେକ କାଟି ସେଲିବ୍ରେଶନ କରିଥିଲେ ।

ତେବେ ଦେଖିବା ପାଇଁ ଗଲେ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ବର୍ତ୍ତମାନ ଚଳଚ୍ଚିତ୍ର ଜଗତ ରେ ଏତେ ସକ୍ରିୟ ନାହାଁନ୍ତି କିନ୍ତୁ ସେ ବିବାହ ପୂର୍ବରୁ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ ଅନେକ ହିଟ୍ ଫିଲ୍ମ୍ ଭେଟି ଦେଇଛନ୍ତି । ସେ ଅନେକ ହିରୋ ମାନଙ୍କ ସହିତ ଅନେକ ସୁପର୍ ହିଟ୍ ଚଳଚ୍ଚିତ୍ର ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ ଭେଟି ଦେଇଛନ୍ତି।

ତେବେ ନିଜର ପ୍ରଥମ ବିବାହ ବାର୍ଷିକ ଅବସର ପ୍ରିତି ରଞ୍ଜନ ଘଡାଇ ଓ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ମନ୍ଦିର କୁ ଯାଇଥିଲେ ଓ ସେଠାରେ ପୂଜା କରିଥିଲେ। ତେବେ ମନ୍ଦିର ରେ ସେମାନେ ପୂଜାରୀ ମାନଙ୍କ ସହିତ ମଧ୍ୟ ଫଟୋ ଉଠାଇ ଥିଲେ । ଆଉ ରାତି ରେ ସେମାନେ ନିଜ ଘରେ ଏକ ଗ୍ରାଣ୍ଡ ସେଳିବ୍ରେଶନ ରଖି ଥିଲେ ଯେଉଁ ଥିରେ ସେମାନେ ଅନେକ ରାଜ ନିତିଜ୍ଞ ଓ ଅନେକ କଳାକାର ମାନଙ୍କୁ ନିମନ୍ତ୍ରଣ ଦେଇଥିଲେ ।

ସମସ୍ତେ ଆସି ତାଙ୍କର ଏହି ଖୁସି ର ଅବସର ରେ ତାଙ୍କୁ ଅନେକ ଶୁଭେଛା ବାର୍ତ୍ତା ଜଣାଇବା ସହିତ ତାଙ୍କୁ ଉପହାର ଦେଇଥିଲେ । ଆଉ ତାଙ୍କର ଏହି ପ୍ରଥମ ବିବାହ ବାର୍ଷିକ ପାର୍ଟି କୁ ବହୁତ୍ ଗ୍ରାଣ୍ଡ ଭାବରେ ସେଲିବ୍ରେସନ୍ କରିଥିଲେ ଏହି ଦୁଇ କପୂଲ୍ । ତେବେ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ହଠାତ୍ ପ୍ରିତି ରଞ୍ଜନ ଘଡାଇ ଙ୍କ ସହିତ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ।

ତେବେ ଯେତେବେଳେ ଅଭିନେତ୍ରୀ ଝିଲିକ୍ ଙ୍କୁ ଏହି ବିଷୟ ରେ ପଚରା ଯାଇଥିଲା ସେ କିଛି କହି ନଥିଲେ କିନ୍ତୁ ପ୍ରିତି ରଞ୍ଜନ କହିଥିଲେ ଯେ ସେ ଅନେକ ଦିନରୁ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ଓ ଏହା ପରେ ଦୁଇ ଜଣ ଦୁଇ ଜଣଙ୍କୁ ଭଲ ଭାବରେ ବୁଝିବା ପରେ ବିବାହ କରିଛୁ ଆଉ ଆମ ବୈବାହିକ ଜୀବନ କେମିତି ସୁଖମୟ ହେବ ସେହି ବିଷୟ ରେ କାମନା କରନ୍ତୁ ଓ ଅଧିକ ପ୍ରଶ୍ନ କରନ୍ତୁ ନାହିଁ ବୋଲି କହିଥିଲେ ପ୍ରୀତି ରଞ୍ଜନ ଘଡାଇ ।

ତେବେ ପ୍ରୀତି ରଞ୍ଜନ ଘଡାଇ ଓ ଝିକିକ ଙ୍କ ଯୋଡ଼ି ଆପଣଙ୍କୁ କେମିତି ଲାଗୁଚି ଆମକୁ ମତାମତ ନିଶ୍ଚୟ ଜଣାନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।