ଓଡ଼ିଆ ଲୋକ ପ୍ରିୟ ଅଭିନେତ୍ରୀ ସ୍ନିଗ୍ଧା(Snigdha ) ବିଦେଶରେ କେମିତି ରହୁଛନ୍ତି ….ଦେଖନ୍ତୁ ଭିଡିଓ

ତେବେ ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡ଼ିଆରେ ହିରୋଇନ ଓ ସେଲିବ୍ରିଟି ମାନଙ୍କ ବିଷୟରେ ସବୁବେଳେ କିଛି ନା କିଛି କଥା ଭାଇରାଲ ହେଉଥିବାର ଆମେ ମାନେ ଦେଖିବାକୁ ପାଇଥାଉ | ସେ ବଲିଉଡ ହେଉ ବା ଅଲିଉଡ ସବୁବେଳେ ସୋସିଆଲ ମିଡ଼ିଆରେ ଅଭିନେତା ଓ ଅଭିନେତ୍ରୀ ମାନଙ୍କର ଲାଇଫ ଷ୍ଟାଇଲ ଓ ବିଭିନ୍ନ କଥା କୁ ନେଇକି ଅନେକ ତଥ୍ୟ ଆସିଥାଏ | ତେବେ ଆଜି ଆମେ ଯାହାଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ଅଲିଉଡ ର ଜଣେ ବହୁତ ଜଣାଶୁଣା ଫେମସ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି | ଆଉ ତାଙ୍କର ବିଦେଶରେ କେମିତି ସମୟ ଅତିବାହିତ କରୁଛନ୍ତି ସେ ସେ ସବୁ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା |

ତେବେ ଏଠାରେ ଆମେ ଯାହାଙ୍କ ବିଷୟରେ କହିବାକୁ ଯାଉଛି ସେ ହେଉଛନ୍ତି ଅଲିଉଡ ରେ ନିଜ ର ଅଭିନୟ ର ଝଲକ ଦେଖାଇ ନାୟିକା ସାଙ୍ଗକୁ ଅନେକ ଫ୍ଲିମ ରେ ଖୋଳ ନାୟିକା ଭାବରେ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ରେ ଫେମସ ହୋଇଥିବା ବେଶ ଚର୍ଚ୍ଚିତ ଚେହେରା ସ୍ନିଗ୍ଧା ମହାନ୍ତିଙ୍କ ବିଷୟରେ | ଆଉ ଯେଉଁଠି ଓଡିଶା ର ଘରେ ଘରେ ପ୍ରତେକ ସିନେ ପ୍ରେମୀ ଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ବନାଇ ପାରିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ | ଆଉ ଦର୍ଶକ ମାନଙ୍କ ପାଖରୁ ବହୁତ ପ୍ରସଂଶା ମଧ୍ୟ ସାଉଁଟିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ |

ଆଉ ଯାହା କୁହାଯାଉଛି କି ସ୍ନିଗ୍ଧା ମହାନ୍ତି ବର୍ତ୍ତମାନ ଫୋରେନ ଯାଇଛନ୍ତି ଆଉ ସେଠାରେ ବେଶ ଅଏସ ଆଉ ଆରାମରେ ଜୀବନ ଅତିବାହିତ କରିଛନ୍ତି ତାଙ୍କର ଝିଅ ଙ୍କ ସହିତ | ଆଉ ତାଙ୍କର ବିଦେଶରେ ବୁଲୁଥିବାର ଫୋଟ ଆଉ ଭିଡ଼ିଓ ଗୁଡିକ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ତାଙ୍କର ଏହିଭଳି ଭିଡ଼ିଓ ମାନ ଭାଇରାଲ ହେବା ପରେ ଦର୍ଶକ ମାନେ ତାଙ୍କର ଏହି ଫୋଟ କୁ ଦେଖିକି ବହୁତ ଖୁସି ହେଉଥିବାର ଦେଖିବାକୁ ମିଳିଛି | ଆଉ ଦେଖୁବାକୁ ମିଳିଛି କି ବେଶ ଖୁସି ମନେଇଛନ୍ତି ସ୍ନିଗ୍ଧା ତାଙ୍କର ଏହି ଭିଡ଼ିଓ ରେ | ଆଉ ତାଙ୍କର ପରିବାର ସହିତ ସମୟ ମଧ୍ୟ ବିତାଉଥିବାର ଦେଖିବାକୁ ମିଳିଛି |

ଅଲିଉଡ ଅଭିନେତ୍ରୀ ଙ୍କର ଏହି ଭାଇରାଲ ହେଉଥିବା ଫୋଟ ଓ ଭିଡ଼ିଓ ବେଶ ଲୋକ ପ୍ରିୟ ହେବାକୁ ଲାଗିଛି ବୋଲି କୁହାଯାଉଛି | ଆଉ ବିଦେଶରେ ମସ୍ତି ଓ ପରିବାର ସହିତ ମୋଜା ମସ୍ତି କରୁଥିବାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଏହି ଫୋଟ ଗୁଡିକ ସ୍ନିଗ୍ଧା ଙ୍କର ଭାଇରାଲ ହେବା ପରେ ଓଡ଼ିଆ ଦର୍ଶକ ମାନେ ବେଶ ଖୁସି ହୋଇଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment