Odisha News Portal

ଛାଡପତ୍ର ଦେବା ପୂର୍ବରୁ ଅନୁଭବ ବର୍ଷା ଙ୍କୁ ପୁଣି ଗୋଟିଏ ବଡ ଧମକ ଦେଲେ ,!କହିଲେ ଦମ୍ ଅଛିତ ମୋ ସହ ଲଢ ନଚେତ୍ ମୁଁ ତୁମର ଏମିତି …..

ଓଡିଆ ଅଭିନେତା ଅନୁଭବ ମହାନ୍ତି ଏକ ଭିଡିଓ କରି ସମସ୍ତଙ୍କୁ କିଛି କଥା କହିଛନ୍ତି । ତାଙ୍କର ଏବେ ସେହି ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଅନୁଭବ କହିଛନ୍ତି କି ଯଦି କେହି ମନୁଷ୍ୟ ପ୍ରତି ଅନ୍ୟ ଜଣେ ମନୁଷ୍ୟ ଖରାପ ଭାଷାର ବ୍ୟବହାର କରେ କିମ୍ବା ଖରାପ ବ୍ୟବହାର ତାଙ୍କ ପ୍ରତି କେବେ ଦେକାଏ ତେବେ ସେଇଟା କେବେବି ଗ୍ରହଣୀୟ ନୁହେଁ । ସମସ୍ତଙ୍କୁ ଅଧିକାର ଦରକାର ହୁଏ ଏବଂ ସମସ୍ତଙ୍କୁ ସମାମ ସମ୍ମାନ ମିଳିବାର ମଧ୍ୟ ହକ ରହିଥାଏ । ଏଥିରେ ସେ ନିଜ ଫେନ୍ସ ମାନଙ୍କ କତା କହିଛନ୍ତି , କି ତାଙ୍କୁ ତାଙ୍କର ଫେନ୍ସ ମାନେ ବହୁତ ଭଲ ପାଆନ୍ତି ତାଙ୍କର ପ୍ରତ୍ୟେକ ସୁଖ , ଦୁଃଖରେ ସେ ଅନୁଭବଙ୍କ ସହିତ ରହିଥାନ୍ତି , ତେଣୁ ସେମାନଙ୍କୁ ଅନୁଭବ ମଧେୟ ଅନ୍ତରରୁ ବହୁତ ହିଁ ଭଲ ପାଆନ୍ତୁି ।

ଏହା ସହିତ ସେ କହିଛନ୍ତି କି ଫେନ୍ସ ମାନେ ଏବେ କାଲି ତାଙ୍କର ପ୍ରିୟ ହିରୋ ସହିତ ପହଞ୍ଚିବାକୁ ହେଲେ ସୋସିଆଲ ମିଡିଆର ସାହାର୍ଯ୍ୟ ନେଉଛନ୍ତି । ତେବେ ଅନୁଭବ ମଧ୍ୟ କହିଛନ୍ତି ମୁଁ ଆଜି ସୋସିଆଲ ମିଡିଆର ସାହାର୍ଯ୍ୟ ନେଉଛି ମୋର ମନର କଥା ମୋର ଫେନ୍ସ ମାନଙ୍କ ଆଗରେ ପହଞ୍ଚେଇବା ପାଇଁ ।


ଅନୁଭବ କହିଛନ୍ତି କି ତାଙ୍କର ଫେନ୍ସ ଏବଂ ସମର୍ଥକ ମାନେ ତାଙ୍କୁ ଅଭିନେତା ଏବଂ ନେତା ହିସାବରେ ବହୁତ ସମ୍ମାନ ଦେଇଛନ୍ତି । ତବେ ଏହି ବିଡିଓଟି ଅନୁଭବ କେବଳ ତାଙ୍କର ଫେନ୍ସ ଏବଂ ସମର୍ଥକ ମାନଙ୍କ ପାଇଁ ବନେଇଛନ୍ତି । ସକେ କହିଛନ୍ତି କି ମୋତେ ଯତି ପହଞ୍ଚାଇବା ପାଇଁ ଯଦି ମୋର ଫେନ୍ସ ବା ସମର୍ଥକଙ୍କର ବ୍ୟବହାର କରାଯାଏ ତାହେଲେ ମୁଁ ତାକି ଆଦୌ ଗ୍ରହଣ କରିପାରିବି ନାହିଁ ।

ଯାହାଙ୍କର ଲଢେଇ ତାଙ୍କ ସହିତ ଅଛି ସେ ତାଙ୍କ ସହି ଲଢନ୍ତୁ ତାଙ୍କର ଫେନ୍ସ ମାନଙ୍କ ସହିତ ନୁହେଁ । ଅନୁଭବ କହିଛନ୍ତି ତାଙ୍କର ଫେନ୍ସ ବା ସମର୍ଥକ ମାନେ ହେଉଛନ୍ତି ତାଙ୍କର ପରିବାର । ଅନୁଭବ ହାତଯୋଡି କହିଛନ୍ତି କି ଯେଉଁ ମାନଙ୍କର ତାଙ୍କ ସହିତ କିଛି ଅସୁବିଧା ରହିଛି ତେବେ ତାଙ୍କ ସହ ଲଢନ୍ତୁ ।

କାରଣ ଯେ କୌଣସି ଅସୁବିଧାର ସାମ୍ନା କରିବାର ଦମ ତାଙ୍କର ରହିଛି , ସେ ପ୍ରସ୍ତୁତ ରହିଛନ୍ତି କିନ୍ତୁ ତାଙ୍କର ପରିବାରକୁ କେବେବି କେହି କଷ୍ଟ ଦିଅନ୍ତୁ ନାହିଁ । ତାଙ୍କର ପରିବାରକୁ ତାଙ୍କ ଅସୁବିଧାକୁ ଟାଣନ୍ତୁ ନାହିଁ । ସେ କହିଛନ୍ତି କି ଏପର୍ଯ୍ୟନ୍ତ ସେ ଚୁପ ଥିଲେ ଏବଂ ତାଙ୍କର ଚୁପ ରହିବାକୁ ସମସ୍ତେ ତାଙ୍କର କମଜୋରି ବୋଲି ଭାବି ନେଇଛନ୍ତି ।

ମାତ୍ର ଏବେ ଏହା ବହୁତ ହୋଇଗଲା ଆଉ ମୁଁ ଚୁପ ରହିବି ନାହିଁ । କାହୁିଁକିନା ଏବେ ତାଙ୍କର ପରିବାର ଅର୍ଥାତ ତାଙ୍କର ଫେନ୍ସ ବା ସମର୍ଥକ ମାନଙ୍କ ଉପରେ ଆପଣ ମାନେ ଆଙ୍ଗୁଳି ଉଠେଇ ସାରିଲେଣି , ତ ତାଙ୍କର ଫେନ୍ସ ମାନଙ୍କର କୌଣସି କ୍ଷତି ହେଲେ ମୁଁ କେବେବି ଚୁପ ରହିବିନି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।