Odisha News Portal

ପୁଣି ସୃଷ୍ଟି ହେଲା ଭୟଙ୍କର ଘୂର୍ଣ୍ଣିଝଡ , ଓଡିଶାକୁ ଆସୁଛି ବଡ ବିପତ୍ତି ପବନର ବେଗ 180 କି.ମି ରହିବ , ଜାଣନ୍ତୁ କଣ ରହିବ ଓଡିଶାର ଗତିବିଧି….

ସୃଷ୍ଟି ହେଲା ଭୟଙ୍କର ଘୂର୍ଣ୍ଣିଝଡ । ସ୍ଥଳଭାଗ ମୁହାଁ ହେଲା ଭୟଙ୍କର ବାତ୍ୟା ଭୋମକୋ୍ । ଘଣ୍ଟାପ୍ରତି 155 କିଲୋମିଟର ବେଗରେ ପବନ ବୋହିବା ସହିତ ଭୟଙ୍କର ହେବ ପରିସ୍ଥିତି । ତେବେ ଚାଲନ୍ତୁ ଜାଣିବା ଏହା କେଉଂ ଜିଲ୍ଲାରେ ଲ୍ୟାଣ୍ଡପଲ୍ କରିବ ଏବଂ ଏହାକୁ ନେଇ କେଉଁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ଏହାର ସଂମ୍ପୂର୍ଣ୍ଣଁ ଅପଡେଟ ଜାଣିବା ।ସାମୁଦ୍ରିକ ଝଡ ବାତ୍ୟା ଭୋମକୋ ଅଧିକ ଘନିଭୂତ ହୋଇ ସ୍ଥଳଭାଗ ଅଭିମୁଖେ ମାଡି ଆସୁଛି । ଏହାକୁ ଦୃଷ୍ଟିରେ ରଖି ସରକାର ପୂର୍ପ ତଟରେ ବସବାସ କରୁଥିବା ହଜାର ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଆଦେଶ ଦେଇଛନ୍ତି । ଦେଶରେ ଚଳିତ ବର୍ଷ ଆସିଥିବା ବିଶ୍ବର ସବୁଠାରୁ ଶକ୍ତିଶାଳୀ ବାତ୍ୟାକୁ କିଛି ସପ୍ତାହ ନପୂରୂଣୁ ପୁଣି ଥରେ ଆଉ ଏକ ଘୂର୍ଣ୍ଣି ଝଡ ଭୋମଂକୋ୍ ପୂର୍ବତଟରେ ମାଡ ହେବାକୁ ଯାଉଛି ।

ତେବେ ଭୋମକୋ୍ର ଘଣ୍ଟାପ୍ରତି 125 କିଲୋମିଟର ବେଗରେ ସ୍ଥଳଭାଗ ଅଭିମୁଖେ ମୁହାଁଇଛି । ଏହା ଆସନ୍ତା କାଲି ସଂନ୍ଧ୍ୟାରେ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି 155-175 କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ତେବେ ଆପଣଙ୍କର ସୂଚନା ପାଇଁ କହିରଖୁଛୁ କି ଏହି ଝଡବାତ୍ୟାଟି ଫିଲିଫାଇନସ୍ ରେ ସ୍ଥଳଭାଗ ଛୁଇଁବାରେ ସମ୍ଭାବନା ରହିଛି । କିଛି ସପ୍ତାହ ତଳେ ଆସିଥିବା ଭୟଙ୍କର ଘୂର୍ଣ୍ଣି ଝଡରେ ବ୍ୟାପକ କ୍ଷତି ଘଟିଥିଲା । ଏହାର ଏକ ପ୍ରତିଶତ ଭରଣା ନହେଉଣୁ ପୁଣି ଆସୁଛି ଆଉ ଏକ ସାମୁଦ୍ରିକ ଝଡ । ଆସନ୍ତା କାଲି ସଂନ୍ଧ୍ୟାରେ ଘୂର୍ଣ୍ଣିଝଡ ଭାମକୋ ପଲିନୋ ଦ୍ବିପରେ ସ୍ଥଳଭାଗ ଛୁଇଁବ । ପରେ ଫିଲିଫାଇନସ୍ ର ଲୁଜନ୍ ଦ୍ବିପ ଅତିକ୍ରମ କରିବା ପୂର୍ବରୁ ପୂର୍ବରୁ ରାଜଧାନୀର ଉତ୍ତରରେ ବ୍ୟାପକ ଚାଉଳ ଉତ୍ପାଦନ କରୁଥିବା ରାଜ୍ୟରେ ପ୍ରବେଶ କରିବ ବୋଲି ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ।

ତତବର୍ତ୍ତି ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଘର ଛାଡି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି ବୋଲି ହୋଲିଲୟର ମେୟର କ୍ରିଷ୍ଟେନିଆ ବ୍ୟସକୁ କହିଛନ୍ତି । କିନ୍ତୁ ଆଶ୍ରୟ ସ୍ଥଳରେ କରୋନା ସଂକ୍ରମଣକୁ ରୋକିବା ବହୁତ ବଡ ଚ୍ୟାଲେଞ୍ଜ ବୋଲି ମଧ୍ୟ ମେୟର କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତ ଗୋଟେ ମାସରେ ବନ୍ୟା ଏବଂ ଭୂସ୍ଖଳନ କାରଣରୁ ଏହି ଅଞ୍ଚଳରେ ଅତିକମରେ 160 ଜଣଙ୍କ ପ୍ରାଣହାନୀ ଘଟିସାରିଛି ଏବଂ 24ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏଥିସହ 3ଲକ୍ଷ 90 ହଜାର ଘର କ୍ଷତିଗ୍ରସ୍ଥ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି ।

ପୁଣି ଦାଉ ସାଧିବାକୁ ଆସୁଛି ବାତ୍ୟା ଭାମକୋ୍ । ନିଶ୍ଚିତ ଭାବେ ଏହା ଫିଲିଫାଇନସ୍ ରେ ଭୟଙ୍କର ରୂପ ଦେଖାଇବ । ଯାହାଫଳରେ ବଙ୍ଗୋପସାଗରରେ ଏହାର କେତାକାଂଶ ଦେଖି୍ବାକୁ ମିଳିବ । ଏହି ଲଘୁଚାପର ପ୍ରଭାବରେ ବଙ୍ଗୋପସାଗରରେ ମଧ୍ୟ ଏକ ଟ୍ରପଲାଇନ୍ ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଛି । ଯାହାଫଳରେ ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ଓଡିଶାର କେତେକ ଜିଲ୍ଲାରେ ବର୍ଷା ଲାଗି ରହିବାର ମଧ୍ୟ ସମ୍ଭାବନା ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।