OMG ! ଓଡ଼ିଆ ଯୁବକଙ୍କ ରିମିକ୍ସ୍ ଗୀତ ହେଲା ଭାଇରାଲ୍ ଆପଣ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ଏମିତି କିଛି ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ ଯାହା ସମସ୍ତେଙ୍କୁ ଚମକାଇ ଦେଇଥାଏ। ଆଉ ଆଗରୁ ଅନେକ ଲୋକ ମଧ୍ୟ ନିଜର ପ୍ରତିଭା ପାଇଁ ସୋସିଆଲ ମିଡ଼ିଆରେ ଚର୍ଚ୍ଚାକୁ ଆସିଛନ୍ତି। କିନ୍ତୁ ଏବେ ପୁଣି ଜନ୍ର ବ୍ୟକ୍ତି ରାଜ୍ୟରେ ଚହଳ ସୃଷ୍ଟି କରିଛନ୍ତି ଯାହା ଏଠାରେ ଦେଖିବାକୁ ମିଳିଛି। ସେହି ଯୁବକ ଜଣଙ୍କ ଏମିତି ତାଙ୍କର ଗୀତ ଗାଇବାର ଶୈଳୀ ଯାହା ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏହିଠାରେ ଏକ ଘଟଣା ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି।

ଯାହାକୁ ଏବେ ସୋସିଆଲ ମିଡ଼ିଆରେ ପ୍ରଶଂସା ର ସୁଅ ଛୁଟୁଛି। ସେହି ଯୁବକ ଟି ଯାହା କରିଛନ୍ତି ତାହାକୁ ଦେଖିବା ପରେ ଆପଣ ମାନେ ମଧ୍ୟ ଚମକି ପଡିବ। ବିଭିନ୍ନ ସମୟରେ କିଛି ଏମିତି ଘଟଣା ସାମ୍ନାକୁ ଆସିଥାଏ ଯେଉଁଠାରେ କେହି କେହି ଗୀତ ଓ ନାଚ ମାଧ୍ୟମରେ ଲୋକ ପ୍ରିୟତା ହୋଇ ପାରିଛନ୍ତି। ଆଉ ସେହିପରି ଏଠାରେ ତାଙ୍କର ଏମିତି କିଛି ପ୍ରତିଭା ଯାହା ସମସ୍ତ ଙ୍କୁ ଆଚଙ୍କିତ କରିଦେଇଛି ଆଉ ଶୁଣିବା ପାଇଁ ଅନେକ ମଧ୍ୟ ଚାହିଁଛନ୍ତି। ଆଉ ସେହି ଯୁବକର ଏହିଭଳି ପ୍ରତିଭା ଯାହାକୁ ଦେଖିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଏହି ଘଟଣା ଟିରେ କିଛି ଅଭୂତ ପ୍ରତିଭା ନଜରକୁ ଆସିଛି ଯାହା ସମସ୍ତ ଙ୍କ ଠାରୁ ଭିନ୍ନ। ଆଉ ଯୁବକଟି ଏମିତି କିଛି ପ୍ରତିଭା ଦେଖାଇ ଲୋକ ମାନଙ୍କର ମନ କୁ କିଣି ନେଇଛନ୍ତି। ଆଉ ତାଙ୍କର ଏବେ ଲୋକ ମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଆଉ ଯୁବକ ଜଣଙ୍କ ଏମିତି କିଛି କରି ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା କୁ ଆସିଛନ୍ତି ଯାହା ଭାଇରଲ ହେବାରେ ଲାଗିଛି। ଆଉ ଅନେକ ସମୟରେ କିଛି ବ୍ୟକ୍ତି ନିଜର କିଛି ପ୍ରତିଭା କୁ ବାହାରେ ଦେଖାଇ ସମସ୍ତଙ୍କ ସାମ୍ନାକୁ ଆସି ପାରି ଥାଆନ୍ତି। ଆଉ ତାଙ୍କର ଏମିତି କିଛି ପ୍ରତିଭା ପାଇଁ ସାରା ରାଜ୍ୟରେ ପ୍ରିୟ ହୋଇ ପାରିଛନ୍ତି। ସେ ନିଜ ସ୍ୱରରେ ଏକା ସମୟରେ ଅନେକ ଗୀତ ମିଶ୍ରଣ କରି ଗାଇ ଥିବାର ଦେଖିବାକୁ ମିଳିଛି।

ଆଉ ସେ ଓଡ଼ିଆ ସହିତ ହିନ୍ଦୀ ଗୀତ ମଧ୍ୟ ଗାଉଛନ୍ତି ଯାହା ଏବେ ଚର୍ଚ୍ଚାକୁ ଆସିଛନ୍ତି। ଯୁବକଟି ଏମିତି ରେ ତାଙ୍କର ପ୍ରତିଭା ପାଇଁ ସମସ୍ତଙ୍କ ମନ କିଣି ପାରିଛନ୍ତି ଏବଂ ସେ ରିମିଖ୍ସ କରି ଅନେକ ଗୀତ କୁ ଗାଉଛନ୍ତି ଯାହା ଦେଖିବାକୁ ମିଳିଛି। ତାଙ୍କର ଏମିତି ଗୀତ ଗାଇବାର ଶୈଳୀ ଯାହା ଏବେ ଭାଇରଲ ହେବାରେ ଜୋର ଧରିଛି ଏବଂ ଦେଖିବା ପରେ ମଧ୍ୟ ସମସ୍ତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଏମିତି ତାଙ୍କର ସ୍ୱର ପାଇଁ ସମସ୍ତଙ୍କ ପାଖରେ ପ୍ରେରଣା ସାଜିଛନ୍ତି ଯାହା ଭାଇରଲ ହେବାରେ ଲାଗିଛି। ତାଙ୍କର ଯେଉଁଭଳି କଣ୍ଠ ତାହା ସମସ୍ତଙ୍କୁ ଭାବ ବିହଳ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment