Odisha News Portal

ଦେଖନ୍ତୁ ଭିଡିଓ , ଆସ ବୁଲିଯିବା ଓଲିଉଡ୍ ଅଭିନେତା ଅରିନ୍ଦମ୍ ଙ୍କ ଘରକୁ ! ସେ ଘରେ କଣ ସବୁ କରୁଛନ୍ତି ଆସନ୍ତୁ ଜାଣିବା…

0 82

ଆଜି ଆମେ ଆପଣ ମାନଙ୍କୁ ଜଣେ ଓଡିଆ କଲାକାରଙ୍କ ବିଷୟରେ କହିବୁ , ଯାହାକୁ ଆପଣ ମାନେ ବହୁତ ପସନ୍ଦ କରୁଥିବେ ଏବଂ ତାଙ୍କର ଅଭିନୀତ ସମସ୍ତ ପିଲ୍ମକୁ ମଧ୍ୟ ଦେଖୁଥିବେ । ଓଡିଆ ଜଗତରେ ସମସ୍ତ କଲାକାର ମାନେ ନିଜର ହିଟ ପ୍ରଦାନ କରିଥାନ୍ତି ସମସ୍ତେ କିପରି ଲୋକମାନଙ୍କର ହୃଦୟ କିଣିପାରିବେ ସେ ନେଇ ବହୁତ କଷ୍ଟ ମଧ୍ୟ କରିଥାନ୍ତି ସେମାନଙ୍କର ପିଲ୍ମରେ , ପରେ ଦର୍ଶକ ମାନଙ୍କର ଭଲପାଇବା ବହୁତ ସାରା ପାଇବା ପରେ ସେମାନଙ୍କର ସେହି କଷ୍ଟର ମୂଲ୍ୟ ମିଳିଥାଏ ।

ଅନେକ ଅଭିନେତା ଅଭିନେତ୍ରୀ ମାନେ ଅତି କମ ସମୟରେ ବହୁତ ନାମ କମେଇ ପାରିଛନ୍ତି ତାଙ୍କର ଆକ୍ଟିଙ୍ଗ , ଡ୍ୟାନସଲିଙ୍ଗ କାରଣରୁ ସେମାନେ ଆଜି ଲୋକମାନଙ୍କର ହୃଦୟରେ ରାଜ କରିଥାନ୍ତି । ଅତି କମ ସମୟରେ ସେମାନେ ଉଚ୍ଚ ସ୍ଥାନ ଅଧିକାର କରିଥାନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଜଣେ କଲାକାରଙ୍କ ବିଷୟରେ କହିବୁ ଯିଏ କି ଦେଖିବା ପାଇଁ ବହୁତ ସୁନ୍ଦର , ହାଇଟ , ୱେଟ ସବୁଥିରେ ଦେଖିଲେ ସେ ଫିଟ ଲାଗିଥାନ୍ତି । ତାଙ୍କର ଅନେକ ହିଟ ପିଲ୍ମ ମଧ୍ୟ ରହିଛି ଏବଂ ସମସ୍ତ ପିଲ୍ମ ତାଙ୍କର ହିଟ ହୋଇଥାଏ । ତେବେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଓଲିଉଡର ସୁପରଷ୍ଟାର ଅରିନ୍ଦମ ରୟ ।

ଆପଣ ମାନେ ତ ଅରିନ୍ଦମଙ୍କୁ ବହୁତ ଭଲ ପାଉଥିବେ ଏବଂ ତାଙ୍କର ଆସୁଥିବା ସମସ୍ତ ପିଲ୍ମ ମଧ୍ୟ ଦେଖୁଥିବେ କାରଣ ତାଙ୍କର ପିଲ୍ମ ସର୍ବଦା ଭଲ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଅରିନ୍ଦମଙ୍କର ଫାରମରହାଉସ ବିଷୟରେ କିଛି , କହିବୁ ସେ ସେଠି କଣ କରନ୍ତି , କେଉଁ ମାନଙ୍କୁ ରଖିଛନ୍ତି ସେ ବିଷୟରେ କହିବୁ ।

ତାଙ୍କର ଫାରମହାଉସକୁ ଦେଖିଲେ ଲାଗେ ସେ ହେୁଛନ୍ତି ପଶୁ ପ୍ରିୟ କାରଣ ସେଟଠାରେ ସେ ଅନେକ କୁକୁର , ଚଢେଇ ଏବଂ ବାଛୁରୀ ମାନଙ୍କୁ ରଖିଛନ୍ତି । ସମସ୍ତ କୁକୁର ମାନଙ୍କୁ ସେ ବହୁତ ଭଲ ପାଇବା ଦେଇଛନ୍ତି କାରଣ ସେହି କୁକୁର ମାନେ ଅରିନ୍ଦମଙ୍କର ପିଛା ଛାଡୁନାହାନ୍ତି ତାଙ୍କ ଉପରକୁ ଚଢିଯାଉଛନ୍ତି , ତାଙ୍କୁ ଗେଲ କରୁଛନ୍ତି ।

ଆହୁରି ମଧ୍ୟ ଅରିନ୍ଦମ ଚଢେଇ ମାନଙ୍କୁ ଖାଇବାର ଦେଉଥିବାର ଦେଖିବାକୁ ମିଳଛି ସେ ଚଢେଇ ମାନଙ୍କୁ ହାତରେ କିଛି ରଖି ଖାଇବାକୁ ଦେଉଛନ୍ତି ଏବଂ ବହୁତ ସାରା ଚଢେଇ ତାଙ୍କ ପାଖକୁ ଆସି ସେଠାରେ ଖାଉଛନ୍ତି । ଅନ୍ୟ ଏକ ଭିଡିଓରେ ଦେଖାଦେଇଛି କି ସେ ଏକ ଛୋଟ ବାଛୁରୀକୁ ଗେଲ କରୁଛନ୍ତି ତାଙ୍କୁ ଆଉଁସି ଦେଉଛନ୍ତି ଏବଂ ବହୁତ ଭଲ ପାଇବା ମଧ୍ୟ ଦେଉଛନ୍ତି ।

ତେବେ ଏତେ ସମସ୍ତ କାମ ସେ ନିଜର ଫାରମ ହାଉସରେ କରୁଛନ୍ତି । ଏପରି ଦେଖିକିର ଲାଗୁଛି କି ସେ ବହୁତ ପଶୁ ପ୍ରିୟ ଅଟନ୍ତି କାରଣ ତାଙ୍କର ସେହି ଫାରମହାଉସରେ ବହୁତ ସାରା କୁକୁର ଏବଂ ଚଢେଇ ମାନେ ମଧ୍ୟ ଅଛନ୍ତି ।