Odisha News Portal

ଓଲିଉଡ ହିରୋଇନ ଶୀତଲଙ୍କର ସଂପତ୍ତି କେତେ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଚମ୍ବିତ ! ପାଖରେ ଅଛି ଏହି ସବୁ ଦାମି ଜିନିଷ, ଜାଣନ୍ତୁ କଣ…..

ଆଜି ଆମେ ଆପଣ ମାନଙ୍କୁ ଶୀତଲ ପାତ୍ର ଅର୍ଥାତ ଓଲିଉଡର ହିରୋଇନ ବା ଓଡିଆ ସିନେମା ଜଗତର ଲୋକପ୍ରିତ ଅଭିନେତ୍ରୀ ଶୀତଲଙ୍କ ବିଷୟରେ କହିବୁ । ଯାହାକୁ ଆପଣ ମାନେ ବହୁତ ପସନ୍ଦ କରନ୍ତି ଏହା ସହିତ ତାଙ୍କର ଆକ୍ଟିଙ୍ଗକୁ ମଧ୍ୟ ଆପଣ ମାନେ ବହୁତ ହିଁ ପସନ୍ଦ କରନ୍ତି । ତେବେ ଆପଣ ମାନେ ତାଙ୍କର ସମସ୍ତ ପିଲ୍ମ ହୁଏତ ଦେଖିଥିବେ । ମାତ୍ର ଆଜି ଆମେ ତାଙ୍କର ସମସ୍ତ ବାୟୋଡାଟା ବିଷୟରେ କହିବୁ ଯାହାକୁ ଆପଣ ମାନେ ହୁଏତ ଜାଣିନଥିବେ । ମାତ୍ର ଜାଣିବା ପାଇଁ ବହୁତ ଇଚ୍ଛା ପ୍ରକାଶ କରପୁଥିବେ । ଆଜି ଆମେ ଆପଣ ମାନଙ୍କୁ ଶୀତଲ ପାତ୍ରଙ୍କର ଘର କେଉଁଠି , ତାଙ୍କର ପରିବାର ଏବଂ ସଂପତ୍ତି ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଶୀତଳଙ୍କର ସେହିପରି କିଛି କଥା ।

ଶୀତଳ ପାତ୍ରଙ୍କର ଜନ୍ମ 1998 13 ଅକ୍ଟୋବର ରାଜଧାନୀ ଭୁବନେଶ୍ୱରରେ । ତାଙ୍କର ବର୍ତ୍ତମାନ ସମୟର ବର୍ଷ ହେଉଛି 22 ବର୍ଷ । ତେବେ ତାଙ୍କର ହାଇଟ ହେଉଛି 5 ଫୁଟ 8 ଇଞ୍ଚ । ତାଙ୍କର ବଡି ସାଇଜ ହେଉଛି 36 ରୁ 30 ବା 35 । ଶୀତଳ ଦେଖିବା ପାଇଁ ବହୁତ ସୁନ୍ଦର ମଧ୍ୟ ଅଟନ୍ତି ଏଥିପାଇଁ ତାଙ୍କର ଅନେକ ଫ୍ୟାନ ମାନେ ମଧ୍ୟ ରହିଛନ୍ତି ।

ତାଙ୍କର ଫ୍ୟାନ ମାନଙ୍କ ଶୀତଳ ପାତ୍ରଙ୍କର ଘରେ ତାଙ୍କର ବାପା ମା ଏବଂ ଜଣେ ସାନ ଭାଇ ରହିଥିବା ବେଳେ ସାନ ଭାଇ ବର୍ତ୍ତମାନ ଡିଏଭି ପବ୍ଲିକ ସ୍କୁଲରେ ବର୍ତ୍ତମାନ ସମୟରେ ପାଠ ପଢୁଛନ୍ତି । ଶୀତଲ ପାତ୍ର ରେଭେନ୍ସା ୟୁନିଭରସିଟିରେ ଡିଗ୍ରୀ ହାସଲ କରିଥିବା ବେଳେ ସେ ଅଭିନୟଠାରୁ ଡ୍ୟାନ୍ସ କରିବା ପାଇଁ ବହୁତ ପରିମାଣରେ ପସନ୍ଦ କରନ୍ତି । ସେ ଛୋଟ ସମୟରେ ବହୁତ ସୁନ୍ଦର ଭାବରେ ଛୋଟ କଳାକାର ଭାବରେ କାର୍ଯ୍ୟ କରୁଥିବା ସମୟରେ ଏବେକା ସମୟରେ ସେ ଓଲିଉଡର ଜଣେ ସପଳ ଅଭିନେତ୍ରୀ ଭାବେ ପରିଚିତ ହୋଇ ପାରିଛନ୍ତି

ତେବେ ଓଲିଉଡର ତାଙ୍କର ପ୍ରଥମ ଫିଲ୍ମ ଥିଲା ଯିଏ ଯାହା କହୁ ମୋର ଢୋ । ଏହି ଫିଲ୍ମ ହିଟ ହୋଇଥିବା ବେଳେ ଏହା ପରେ ପରେ ସେ ଯାହା ଫିଲ୍ମ ମଧ୍ୟ କରିଛନ୍ତି ତାହା ଫଳ୍ପ ହୋଇଯାଇଛି । ତାଙ୍କର ସଂପତ୍ତି ବିଷୟରେ କହିବା ପାଇଁ ଗଲେ ତାଙ୍କର ଫିଲ୍ମରେ ସେତେ କ୍ରେଜ ନଥିବା ବେଳେ ଗୋଟିଏ ଫିଲ୍ମ ପାଇଁ ସେ 2 ରୁ 3 ଲକ୍ଷ ଟଙ୍କା ନେଇଥାନ୍ତି । ତାଙ୍କର ସଂପୂର୍ଣ୍ଣ ସଂପତ୍ତି ବର୍ତ୍ତମାନ ସମୟରେ ଜଣାପଡିଛି କି 50 ଲକ୍ଷ ଟଙ୍କା ରହିଛି । ତେବେ ଏହା ହେଉଛି ଶୀତଳଙ୍କର ସଂପତ୍ତି ଏବଂ ତାଙ୍କର ଘର ମଧ୍ୟ ବହୁତ ଭଲ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।