Odisha News Portal

New Twist – ମୁଁ ନନ୍ଦିନୀ, ମୋର ନିନ୍ଧା କେବେବି ହେବାକୁ ଦେବିନି,ସେଥିପାଈଁ ମତେ ଯେତେ ମିଛ କହିବାକୁ ପଡିବ ମୁଁ କହିବି… ଦେଖନ୍ତୁ Video

ନନ୍ଦିନୀ ଓ ବଳରାମ ଙ୍କ ଘଟଣା ଦିନକୁ ଦିନ ନୂଆ ମୋଡ଼ ଆଡକୁ ଗୋତିକରୁଛି, ଯାହା ଧୀରେ ଧୀର ମିଛ ଉପରେ ପରଦା ଉଠାଇବ ବୋଲି କୁହାଯାଉଛି | କଣ ଥିଲା ସେଇ whats,up ଚାର୍ଟ ରେ ଯାହା ଏବେ ଜାଣିବାକୁ ମିଳିଛି ବୋଲି କହିଛନ୍ତି ନନ୍ଦିନୀ ଙ୍କ ସ୍ୱାମୀ ବଳରାମ ଆସନ୍ତୁ ଜାଣିବା

|ଘଟଣା କିଛି ଏମିତି ଥିଲା ବାହାଘର ପୂର୍ବରୁ ଯାହା ନନ୍ଦିନୀ ଙ୍କ ମୁହଁରୁ ସୁନା ଯାଇଛି, ବାହାଘର ପୂର୍ବରୁ ନନ୍ଦିନୀ ଙ୍କୁ କୁଆଡେ ମିଛ କୁହାଯାଇଥିଲା କି ପିଲା ଟି ବିଲଡର ବୋଲି ହେଲେ ପ୍ରକ୍ରୁତ ରେ ସେ ଜଣେ ରଙ୍ଗ କାରିଗର ବୋଲି ନନ୍ଦିନୀ କହିଛନ୍ତି | ବାହାଘର ପରେ ନନ୍ଦିନୀ ଙ୍କୁ ଭାତ ଆଚାର ଓ ପଖାଳ ଖାଇବାକୁ ଦେଉଥିଲେ ଶାଶୂଘର ଲୋକେ ଓ ପଖାଳ ଖାଇଲେ କୁଆଡେ ନନ୍ଦିନୀ ଙ୍କ ଯୌବନ ନଷ୍ଟ ହେଇଯିବ ଏକଥା ମଧ୍ୟ ନନ୍ଦିନୀ କହିଛନ୍ତି, ଯାହା ଫଳରେ ସେ ବାହାଘର ପର ଦିନ ଘର ଛାଡି ଚାଲିଯାଇଥିଲେ |

ବାହା ଘର ର ପୂର୍ବରୁ ଭେଣେଇ ଭାଇ ଙ୍କ ସହିତ ହେଇଥିବା ଚାର୍ଟ ସେ ବଳରାମ ଙ୍କୁ ଦେଖାଇଥିଲେ ଯେଉଁଥିରେ ଜଣାପଡୁଛି ନନ୍ଦିନୀ କେତେ ଭଲ ପାଉଥିଲେ ତାଙ୍କ ଭେଣେଇ ଙ୍କୁ ସେ ଚାର୍ଟ ଲେଖା ଥିଲା ଆଇ ମିସ ୟୁ କିସ ୟୁ ଏମିତିକି ସାନ୍ଧ୍ୟ ରୁ ସକାଳୁ ଗୂଡ଼ ମର୍ନିଙ୍ଗ ଜାନୁ ଗୂଢ ନାଇଟ ଧନ ଏମିତି ବହୁତ ରୋମାଣ୍ଟିକ ଭାବରେ ସେ ରୋମାନ୍ସ ଭରା କଥା ହୋଉଥିଲେ ଯାହା ଏବେ ସାମ୍ନା କୁ ଆଣିଛନ୍ତି ନନ୍ଦିନୀ ଙ୍କ ସ୍ୱାମୀ ବଳରାମ ଯାହା ଏବେ କେତେ ସତ କେତେ ମିଛ ତାହା ଏବେ ଧୀରେ ଧୀରେ ମିଛର ପରଦା ଫାସ କରିବ କି ନାହଁ ତାହା ଜଣା ପଡ଼ିବ |

ନନ୍ଦିନୀ ଙ୍କ ଶାଶୂଘର ଲୋକଙ୍କ କହିବା କଥା ନନ୍ଦିନୀ ଘରୁ ପୋଳେଇଯିବା ସମୟ ରେ ଘରେ ଥିବା ସୁନା ଗହଣା ମଧ୍ୟ ନେଇକି ଯାଇଛନ୍ତି ବୋଲି କହିଛନ୍ତି, ଏମିତି କରିବା ଦ୍ୱାରା ନନ୍ଦିନୀ ଙ୍କ ଶାଶୁ ଘରେ ଏବେ ନନ୍ଦିନୀ ଙ୍କ ନାଁରେ 6 ଟି ମାମଲା ରୋଜୁ କରାଯାଇଛି ବୋଲି ଜଣା ପଡିଛି, ହେଲେ ଏବେ ନନ୍ଦିନୀ କୋଉଁଠି ଗୋପନରେ ଲୁଚିକି ରହିଛି ତାହା ମଧ୍ୟ ଜଣା ପଡିନାହିଁ ବୋଲି କୁହାଯାଉଛି,ଠିକ ଏତିକି ବେଳେ ନନ୍ଦିନୀ ଙ୍କ ଭେଣେଇ ବଳରାମ ଙ୍କୁ ଧମକ ଦୋବକୁ ପୋଛାଉନାହାନ୍ତି ଏତେ ସବୁ ହେଲା ପରେ ନନ୍ଦିନୀ ଙ୍କ ମୁହଁ ରୁ ଜଣା ପଡିଛି କି ମୁଁ ନନ୍ଦିନୀ ମୁଁ କାହାକୁ ଡରିନି..ମୋତେ ବଞ୍ଚିବାକୁ ହେଲେ ଯେତେ ମିଛ କହିବାକୁ ହବ ମୁଁ କହିବି ହେଲେ କାହା କୁ ଡରିବି ନାହିଁ… ଯିଏ ଯାହା କହୁ ମୋର ଢ଼ୋ ଏମିତି କହିଛନ୍ତି ନନ୍ଦିନୀ |

ତାହାଲେ କଣ ଏତେ ସବୁ ହେଲା ପରେ ନନ୍ଦିନୀ ଙ୍କୁ ଧରିପାରବ ପୋଲିସ, କଣ ନନ୍ଦିନୀ ଙ୍କୁ ଉଚିତ ଦଣ୍ଡ ମିଳିବ ତାହା ଆଗକୁ ଜଣା ପଡ଼ିବ ବୋଲି କୁହ ଯାଉଛି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।