Odisha News Portal

ଦେଖନ୍ତୁ ଭିଡ଼ିଓ – ନୂଆ ବୋହୂ ସିରିଏଲ ଛାଡିବା ପରେ କେମିତି ଅଛନ୍ତି ସୁମି ଅପା ଦେଖିଲେ ହୋସ ଉଡିଯିବ

ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସବୁଠୁ ଲୋକପ୍ରିୟ ଧାରାବାହିକ ନୂଆ ବୋହୂ ଧାରାବାହିକ ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ । ଯଦି ଆପଣ ଏହି ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଧାରାବାହିକ ନୂଆ ବୋହୂ ଧାରାବାହିକ ଆପଣ ମାନେ ଦେଖିଥିବେ ତେବେ ଏଥିରେ ଅଭିନୟ କରୁଥିବା ସୁମି ମଧ୍ୟ ନିଶ୍ଚିତ ଭାବରେ ଅଭିନୟ ଜରିଆ ରେ ଦେଖି ଥିବେ। ସୂମି ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଧାରାବାହିକ ନୂଆ ବୋହୂ ରେ ମୁଖ୍ୟ ଅଭିନେତା ବା ହିରୋ ସ୍ଵତିକ ଙ୍କ ଭଉଣୀ ଭାବେ ଅଭିନୟ କରିଥିଲେ ସୁମୀ । ବର୍ତ୍ତମାନ ଶୁମି ଏହି ନୂଆ ବୋହୂ ଧାରାବାହିକ ଛାଡ଼ି ସାରିଛନ୍ତି ଓ ସେ ବର୍ତମାନ ଘରେ ଅଛନ୍ତି। ତେବେ ଏହି ଧାରାବାହିକ ଛାଡ଼ି ସାରି ବର୍ତ୍ତମାନ ସୂମୀ ଘରେ ଅଛନ୍ତି ତେବେ ଘରେ ରହି ସେ କଣ କରୁଛନ୍ତି ଆସନ୍ତୁ ଜାଣିବା ଏହି ଲେଖା ମାଧ୍ୟମରେ ;

ଅନେକ ଲୋକ ପ୍ରିୟ ଧାରାବାହିକ ରେ ବେଶ୍ ମନ ଛୁଆଁ ଅଭିନୟ କରି ଅନେକ ଲୋକ ମାନଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ଥିବା ଏହି ଶୁମୀ ଙ୍କ ପ୍ରକୃତ ନାମ ହେଉଛି ମୋନାଲିସା । ମୋନାଲିସା ଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରେ ଅଟେ । ସେ ବର୍ତ୍ତମାନ ଭୁବନେଶ୍ଵର ରେ ରହୁ ଅଛନ୍ତି । ତେବେ ଆଗକୁ ଶୁମୀ ଙ୍କ ର ଏକ ନୂତନ ଧାରାବାହିକ ଆସିବାକୁ ଯାଉଛି ଯାହା ମଞ୍ଜରୀ ଟିଭି ରେ ପ୍ରସାରିତ ହେବାକୁ ଯାଉଛି । ଆଉ ଏହି ନୂତନ ଧାରାବାହିକ ରେ ଆପଣ ମାନେ ଶୁମୀ ଙ୍କୁ ନିଶ୍ଚିତ ଭାବରେ ଦେଖିବାକୁ ପାଇବେ। ଏହା ସହିତ ଶୁଣିବାକୁ ମିଳୁଛି ଯେ ଶୁମୀ ଙ୍କ ର ଆଗକୁ ଏକ ନୂତନ ମୀୟୂଜିକ୍ ଭିଡିଓ ଆସିବାକୁ ଯାଉଛି।

ବର୍ତ୍ତମାନ ସେ ତାଙ୍କର ଆଗକୁ ଆସିବାକୁ ଯାଉଥିବା ଧାରାବାହିକ ଓ ମୀୟୂଜିକ୍ ଭିଡିଓ ର ସୁଟିଂ ରେ ବେଶ୍ ବ୍ୟସ୍ତ ଅଛନ୍ତି ଶୁମୀ। ତେବେ ଶୁମୀ ଗାଉଁଲି ଓ ମଫସଲି ଏରିଆ କୁ ଯାଇ ନିଜର ମୀୟୂଜିକ୍ ଭିଡିଓ ର ସୁଟିଂ କରି ଅଛନ୍ତି ଯାହାର ଫଟୋ ସେ ସୋସିଆଲ ମିଡ଼ିଆ ରେ ଛାଡି ଅଛନ୍ତି। ତେବେ ଲୋକ ମାନେ ନୂଆ ବୋହୂ ଧାରାବାହିକ ରେ ଶୁମୀ ଙ୍କ ଅଭିନୟ କୁ ବେଶ୍ ପସନ୍ଦ କରୁଛନ୍ତି ଓ ଆଗକୁ ମଧ୍ୟ ତାଙ୍କ ଅଭିନୟ ସେମିତି ପସନ୍ଦ କରିବେ ବୋଲି ଆଶା କରାଯାଉଛି ।

ଏହି ପ୍ରସଙ୍ଗ ରେ ଶୂମି କହିଛନ୍ତି ଯେ ଲୋକ ମାନେ ନୂଆ ବୋହୂ ଧାରାବାହିକ ରେ ଶୂମୀ ଅପା କ୍ୟରେକ୍ତର ରେ ମତେ ଯେମିତି ଆପଣେଇ ଥିଲେ ଆଗକୁ ମଧ୍ୟ ସେମିତି ଆପଣେଇ ନେବେ ବୋଲି ଆଶା ରଖିଛି । ସେ ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରି ବେଶ୍ କମ୍ ଦିନ ରେ ଲୋକ ମାନଙ୍କ ହୃଦୟ ରେ ଏକ ବିଶେଷ ସ୍ଥାନ ଅଧିକାର କରିଥିଲେ। ତେବେ ଆପଣ ଙ୍କୁ ତାଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।