Odisha News Portal

ଦେଖନ୍ତୁ ଭିଡ଼ିଓ : ନୂଆ ବାହା ହୋଇଥିବା actress ମାନେ କିପରି ପାଳନ କଲେ ସାବିତ୍ରୀ ବ୍ରତ ନିଆରା ଢଙ୍ଗରେ ଦେଖନ୍ତୁ…

ଆପଣ ମାନେ ଜାଣିଥିବେ, ସେଲିବ୍ରେଟି ସେମାନଙ୍କ ଦୈନ୍ୟ ଦିନ ଜୀବନର ରହଣି ସହଣୀ ଜଣେ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ହୋଇଥାଏ। ଏହି ସେଲିବ୍ରେତିମାନଙ୍କ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମାନେ କୌତୁହଳ ପ୍ରକାଶ କରିଥାନ୍ତି। ସେମାନେ ନିଜକୁ ସୁନ୍ଦର ଭାବରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି, କାରଣ ସେମାନଙ୍କ ଠାରୁ ଆଜିର ଯୁବ ପୀଢ଼ି ମାନେ ଅଭିପ୍ରେରିତ ହୋଇଥାନ୍ତି। କଳା ଜଗତରେ ତୋ ଅନେକ କଳାକାର ଅଭିନୟ କରିଥାନ୍ତି , କିନ୍ତୁ ଯେଉଁ କଳାକାର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କୁ ଭଲ ପାଇଥାନ୍ତି ଏବଂ ତାଙ୍କର ଫ୍ୟାନ ହୋଇଯାଆନ୍ତି। ଦର୍ଶକମାନେ ନିଜ ନିଜର ପସନ୍ଦିତା ଅଭିନେତା ଅଭିନେତ୍ରୀ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ କୌତୁହଳ ରହିଥାଏ।

ତେବେ ବନ୍ଧୁଗଣ ଆଜି ଆମେ ଏଭଳି ଏକ ଆକ୍ଟର ଆକଟ୍ରେସ ବିଷୟରେ କହିବା ପାଇଁ ଯାଉଛୁ। ତେବେ ସିଏ ଆଉ କେହି ନୁହନ୍ତି, ଆମର ଅତି ପ୍ରିୟର ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତାଙ୍କ ବିଷୟରେ କହିବା ପାଇଁ ଯାଉଛୁ। ଆପଣମାନେ ଜାଣିଲା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବ। ତେବେ ସେମାନେ ବତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ରହିଛି ସମ୍ପୁର୍ଣ୍ଣ ଘଟଣା।

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ, ସାବିତ୍ରୀ ବ୍ରତ ଗଲା, ଏଥିରେ ସମସ୍ତ ବିବାହିତା ନାରୀମାନେ ନିଜ ସ୍ୱାମୀର ଦୀର୍ଘାୟୁ ହେବା ପାଇଁ ଏହି ଓଷା ପାଳନ କରନ୍ତି। ଯେପରି ସାବିତ୍ରୀ ଏହି ଓଷା କରି ତାଙ୍କ ସ୍ୱାମୀଙ୍କୁ ଯମ କବଳରୁ ଫେରେଇ ଆଣିଥିଲେ। ତେବେ ବନ୍ଧୁଗଣ ଆମ କହିବାର ଅର୍ଥ , ଅନ୍ୟ ମାନଙ୍କ ପରି ମଧ୍ୟ ସେଲିବ୍ରେଟି ମାନେ ମଧ୍ୟ ଏହି ଓଷା ପାଳନ କରିଛନ୍ତି। ତେବେ ଆମର ଓଲିଉଡ ଇଣ୍ଡଷ୍ଟ୍ରି ରେ ଆଗ ଧାଡ଼ିର ନାୟିକା ଅର୍ଚ୍ଚିତା ନୂଆ ବିବାହ କରି ସେ ମଧ୍ୟ ସାବିତ୍ରୀ ଓଷା କରିଛନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନକୁ ଜଣେଇବାକୁ ଯାଉଛୁ ଯେ ଅର୍ଚ୍ଚିତା କିପରି ଭାବରେ ସାବିତ୍ରୀ ଓଷା କରିଥିଲେ ଜଣେଇବା ପାଇଁ ଯାଉଛୁ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ସୋସିଆଲ ମିଡ଼ିଆ ରେ ତାଙ୍କର ବିବାହ ପାଇଁ ଚର୍ଚ୍ଚା ରେ ଥିଲେ। ସବ୍ୟସାଚୀ ଭଗବାନଙ୍କ ପରି ଲୋକ ମାନଙ୍କ ବିପଦ ଆପଦରେ ଛିଡା ହୋଇଥାନ୍ତି। ସେଥିପାଇଁ ସେ ଲୋକମାନଙ୍କ ହୃଦୟରେ ସବୁବେଳେ ରହିଥାନ୍ତି। ଲୋକ ମାନେ ତାଙ୍କ ରୀୟଲ ଲାଇଫ ଜୀବନ ରେ କଣ ଘଟୁଛି ତାହା ଜାଣିବା ପାଇଁ ସବୁବେଳେ, ଆଗ୍ରହ ପ୍ରକାଶ କରିଥାନ୍ତି। ତେବେ ତାଙ୍କର ପ୍ରଥମ ସାବିତ୍ରୀ ବ୍ରତ ପାଳନ କରି ଅର୍ଚ୍ଚିତା ଅନେକ ଖୁସି ଥିବାର ଦେଖିବା ପାଇଁ ମିଳିଥିଲା। ତେଣୁ ଆମେ ପ୍ରଭୁ ଜଗନ୍ନାଥଙ୍କ ଠାରେ ଏତିକି ପ୍ରାଥନା କରୁଛୁ ସେ ଦୁଇଜଣ ଭଲରେ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।