Odisha News Portal

ଏହି ଝିଅର ପ୍ରେମରେ ପାଗଳ ହୋଇଛନ୍ତି , ଓଲିଉଡ ହିରୋ ଆକାଶ ଦାଶ୍ ! ଜାଣନ୍ତୁ କିଏ ସେହି ମନର ନାୟିକା ଯିଏ ଆକାଶ ଙ୍କୁ କରିଛି ଦିୱାନା !

ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଜଗତର ବା ଓଡିଆ ପିଲ୍ମ ଜଗତର ଜଣେ କଳାକାରଙ୍କ ବିଷୟରେ କହିବୁ ,ଯାହାକୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ଏହା ସହିତ ତାଙ୍କୁ ଆପଣ ମାନେ ହୁଏତ ବହୁତ ପସନ୍ଦ କରୁଥିବେ ତାଙ୍କର ସମସ୍ତ ପିଲ୍ମ ମଧ୍ୟ ଯେବେ ହଲକୁ ଆସୁଥିବା ଆପଣ ମାନେ ତାହାକୁ ପ୍ରଥମେ ଦେଖୁଥିବେ । ସେ ଅଭିନେତାଙ୍କର ସମସ୍ତ କଥା ହୁଏତ ଆପଣ ମାନେ ମାନୁଥିବେ ଏବଂ ଶୁଣୁଥିବେ ମଧ୍ୟ । ଏହା ସହିତ ପିଲ୍ମ ଜଗତର ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କୁ ଆପଣ ମାନେ ତ ବହୁତ ହିଁ ପସନ୍ଦ କରୁଥିବେ ମାତ୍ର ଆମେ ଆପଣ ମାନଙ୍କୁ ଆଜି ଯେଉଁ ହିରୋ ବା ଅଭିନେତାଙ୍କ ବିଷୟରେ କହିବୁ ସେ ସମସ୍ତଙ୍କ ଠାରୁ ଟିକେ ଅଲଗା ଅଟନ୍ତି ।

ତେବେ ଆମେ ଆପଣ ମାନଙ୍କୁ ୟେଉଁ ହିରୋଙ୍କ ବିଷୟରେ କହୁଛୁ ସେ ହେଉଛନ୍ତି ଆକାଶ । ତେବେ ଆପଣ ମାନେ ତ ଆକାଶଙ୍କୁ ବହୁତ ହିଁ ଭଲଭାଜାଣିଥିବେ ଏହା ସହିତ ତାଙ୍କର ସମସ୍ତ ପିଲ୍ମକୁ ମଧ୍ୟ ଆରଣ ମାନେ ଦେଖିଥିବେ ।

ଆକାଶ ବହୁତ ସୁନ୍ଦର ଆକ୍ଟିଙ୍ଗ କରନ୍ତି ଏହା ସହିତ ସେ ବହୁତ ସୁନ୍ଦର ଆକ୍ଟର ମଧ୍ୟ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଆକ୍ଟଙ୍କ ବିଷୟରେ କହିବୁ , ଯାହାଙ୍କ ୱନାମରେ ଏକ କଥା ଶୁଣିବାକୁ ମିଳିଛି କି ଆକାଶ ଏବେ ଏବେ ନୂଆ ନୂଆ ପ୍ରେମରେ ପଡିଛନ୍ତି । ତେବେ ଆସନ୍ତୁ ଜାଣିବା ସତ୍ୟ ଘଟଣାଟି କଣ ଅଟେ ।

ଆକାଣଙ୍କର ସ୍ୱଭାବ ବହୁତ ସପନ୍ଦର ଅଟେ ଏବଂ ସେ ଦେଖିବା ପାଇଁ ବହୁତ ହେଡସମ ଅଟନ୍ତି । ଏହା ସହିତ ସେ ବହୁତ ହିଁ ସରଳ ପ୍ରକୃତିର ମଣିଷ ଅଟନ୍ତି । ତେବେ ଆଜି ପର୍ୟ୍ୟନ୍ତ ଆକାଶଙ୍କର ଲଭ ମ୍ୟାଟେର ସଂପର୍କରେ କେବେ ମଘଧ୍ୟ କିଛି କଥା ଉଠି ନାହିଁ । ମାତ୍ର ଆଜି ପ୍ରଥମ ଥର କରି ଆକାଶଙ୍କର ପ୍ରେମ ସଂପର୍କକେ କିଛି କଥା ଉଠିଛି । ତେବେ ଶୁଣିବାକୁ ମିଳୁଛି କି ଆକାଶ ଏବେ ନୂଆ ନୂଆ ପ୍ରେମରେ ପଡିଛନ୍ତି ଅର୍ଥାତ ତାଙ୍କର ଏବେ ଗୋଟିଏ ପିଲ୍ମ ପ୍ରେମ ନା ପାଗଳ ପଣ ଆସିଅଛି ଯେଉଁଥିରେ ସେ ପ୍ରେମ ପାଇଁ ପୂରା ପାଗଳ ହୋଇଯାଇଛନ୍ତି

କାରଣ ଆକାଶକୁ ଏମିତିଏକ ରୂପରେ କେବେ ଦେଖିବାକୁ ମିଳିନଥିଲା । ତେବେଏହି ଫିଲ୍ମରେ ସେ ସୁନ୍ଦର ଆକ୍ଟିଙ୍ଗ କରିଛନ୍ତି । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ଦେଇଛନ୍ତି ଅଶ୍ୱିନୀ ଗଡ଼ନାୟକ। ତେବେ ଏହି ପିଲ୍ମରେ ସେ ଲିଡ ଆକ୍ଟର ରୂପେ ଅଭିନୟ କରିଛନ୍ତି ଏବଂ ତାଙ୍କର ହିରୋଇନ ହେଉଛନ୍ତି ଲିପ୍ସା ମିଶ୍ର ।

ତେବେ ଏହି ପିଲ୍ମଟି ଏକ ସତ୍ୟ ଘଟଣା ଉପରେ ଆଧାରିତ ବୋଲି କୁହାଯାଉଛି । ତେବେ କେବଳ ଏହି ଗୋଟିଏ ଫିଲ୍ମ ନୁହେଁ ବରଂ ଅନ୍ୟ ଗୋଟିଏ ଫିଲ୍ମର ମଧ୍ୟ ଶୁଭମୁହୁରଚତ ହେବାକୁ ୟାଉଚି ଆକାଶଙ୍କର ଯେଉଁଥିରେ ସେ ଲିଡ ଆକ୍ଟର ରୂପେ ନଜର ଆସିଛନ୍ତି ଏବଂ ସେଥିପରେ ହିରୋଇନ ଦୋେଉଛନ୍ତି ପ୍ରକୃତି ମିଶ୍ର । ତେବେ ଏହା ମଧ୍ୟ ବହୁତ ଶୀଘ୍ର ନଜର ଆସିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।